Monthly Archives

February 2024

ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ହସ ଉଲ୍ଲାସରେ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ସାଧନ ସଂଯୋଜକ ସିନାପାଲି ପ୍ରଭାତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଉକ୍ତ
Read More...

ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଲା ମେହେର ସମାଜ

ସିନାପାଲି, (ନିରାକାର ମେହେର) : ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ତିଆନଙ୍କୁ କୄତଜ୍ଞତା ଜଣାଇଛନ୍ତି । ନିକଟରେ କବି ଗଙ୍ଗାଧର ଭବନ ନିର୍ମାଣ ନିମନ୍ତେ ଭୁବନେଶ୍ୱର ଚଂଦ୍ରଶେଖର
Read More...

ସିନାପାଲି ବ୍ଲକ୍‌କୁ ଦିନିକିଆ ଗସ୍ତରେ ରାଜ୍ୟସଭା ସାଂସଦ ସୁଜିତ କୁମାର

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଗସ୍ତରେ ରାଜ୍ୟସଭା ସାଂସଦ ସୁଜିତ କୁମାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ପ୍ରଥମେ ବିଜେଡି ଅଫିସ୍‌ରେ ପହଞ୍ଚି ସେଠାରେ ଦଳୀୟ କର୍ମୀମାନଙ୍କ ସହିତ ସାଂଗଠନିକ ଆଲୋଚନା ସମ୍ପର୍କରେ ସ୍ଥିତି କରିଥିଲେ । ପରେ
Read More...

ବଲାଙ୍ଗିରରେ ୧୨ ଘଣ୍ଟିଆ ବନ୍ଦ, ଦୋକାନ ବଜାର ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରେ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଦେଖିବାକୁ ମିଳିଛି । ଏଥିରେ ସହରର ଦୋକାନ ବଜାର ଠପ୍‌ ହୋଇଯାଇଥିବା ଦୃଷ୍ଟିଗୋଚର ହେଉଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି, କୃଷି ବିରୋଧୀ ନୀତି ପ୍ରତିବାଦରେ ଆଜି ଏଆଇଟିୟୁସି ପକ୍ଷରୁ ଭାରତ ବନ୍ଦ
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତୀୟ ପ୍ରସାରଣ ଉଦ୍ୟୋଗର ଅଭିଭାବକ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

“ପରିବର୍ତ୍ତିତ ନୂଆ ନୂଆ ଟେକ୍ନୋଲୋଜିକୁ ଆପଣାଇବା ପାଇଁ “ପ୍ରସାର ଭାରତୀ”ର ନିରଳସ ଉଦ୍ୟମ ସୁନିଶ୍ଚିତ କରିଛି ଯେ ଡିଜିଟାଲ ଯୁଗରେ ମଧ୍ୟ ଏହା ପ୍ରାସଙ୍ଗିକ ଏବଂ ପ୍ରଭାବଶାଳୀ ରହିବ”‘ଡାଟା ପ୍ରାଇଭେସି’ ଓ ଅତି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ସୂଚନାର ସୁରକ୍ଷା ଅଲଂଘନୀୟ; ଆମର ଡିଜିଟାଲ
Read More...

ପୁଲୱାମାରେ ଶହୀଦ ଯବାନମାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁଲୱାମାରେ ଶହୀଦ ହୋଇଥିବା ଯବାନମାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ଏକ ପଦଯାତ୍ରା ମାଧ୍ୟମରେ ମଶାଲ ଜାଳି ଶୋଭାଯାତ୍ରା କରାଯାଇ ଭାରତ ମାତା କି ଜୟ, ଜୟ ଯବାନର
Read More...

ଓଡ଼ିଶାରେ ୬,୬୦୦ କୋଟି ଟଙ୍କାର ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର ସମୃଦ୍ଧି ପାଇଁ ଉନ୍ନତ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ପୁରୀଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬,୬୦୦ କୋଟି ଟଙ୍କା ବ୍ୟୟରେ ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ
Read More...

କତାରର ଅମିରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୋହାର ଅମିରି ପ୍ୟାଲେସରେ କତାରର ମହାମହିମ ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନିଙ୍କୁ ଭେଟିଛନ୍ତି । ଅମିରି ପ୍ୟାଲେସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା । ଏହାପରେ ଉଭୟ ପକ୍ଷ
Read More...

ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ କୃତି ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବାର୍ହା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲଠାରେ ଅନୁଷ୍ଠିତ ଗଣିତ ବିଷୟ ଅଭିବୃଦ୍ଧି ପ୍ରଶିକ୍ଷଣ ଶିବିରରେ କୃତି ଶିକ୍ଷକମାନଙ୍କୁ ଡୁଙ୍ଗୁରିପାଲି ସହଶିକ୍ଷା ଅଧିକାରୀ
Read More...

ଡଙ୍ଗରପଡ଼ା ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ପ୍ରୟାସ ପକ୍ଷରୁ ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶାର ଆୟୋଜକ ତଥା
Read More...