Monthly Archives

February 2024

କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ମାରି ଦେବାକୁ ଧମକ, ସହରର ୨ଟି ଜାଗାରେ ଲାଗିଛି ପୋଷ୍ଟର

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ମାରି ଦେବାକୁ ଧମକ ଦିଆଯାଇ ସହରର ୨ଟି ଜାଗାରେ ପୋଷ୍ଟର ଲାଗିଥିବା ଆଜି ସକାଳୁ ଜଣାପଡ଼ିଛି । ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା କରିବା ସଂକ୍ରାନ୍ତରେ ପୋଷ୍ଟରରେ ଉଲ୍ଲେଖ ରହିଥିବା ବେଳେ
Read More...

ଅନ୍ୟ ପାଇଁ ବଞ୍ଚବାର ସଂକଳ୍ପ ନେବା

ଆଶୁତୋଷ ନାୟକ ଏ ବିଶ୍ୱ ବ୍ରହ୍ମାଣ୍ଡରେ ମନୁଷ୍ୟ ସର୍ବଶେଷ୍ଠ ପ୍ରାଣୀ । ଆମ ହିନ୍ଦୁ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି ଯେ, ମନୁଷ୍ୟ ଜୀବନ ଅତି ଦୁର୍ଲଭ କାରଣ ଏହା ବିଶ୍ୱାସ କରାଯାଏ ଅନେକ ତପସ୍ୟା ଏବଂ ପୁଣ୍ୟ ବଳରେ ଏହି ଦୁର୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ । ବିଶ୍ୱର ଅନେକ ପ୍ରସିଦ୍ଧ
Read More...

ଦୁରୁଆ ଜନଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନ

ବୈପାରୀଗୁଡା : ଦୀର୍ଘ ବର୍ଷର ସଂଘର୍ଷ ଓ ଆନ୍ଦୋଳନ ପରେ ଆଦିବାସୀ ମାନ୍ୟତା ପାଇଲେ ଦୁରୁଆ ଜନଜାତି । ଏଥିପାଇଁ କୋରାପୁଟ ଜିଲ୍ଲା ବୈପାରୀଗୁଡାର ସରିଷପଦରଠାରେ ଦୁରୁଆ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ପାରମ୍ପରିକ ବାଜା ସହ ଚାଲିଛି ଗୀତ ନାଚ । ବିଗତ ଦିନରେ ପଲ୍ଲୀରୁ ଦିଲ୍ଲୀ
Read More...

ଛତ୍ରପତି ଶିବାଜୀ ଜୟନ୍ତୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୧୯ ତାରିଖ ଛତ୍ରପତି ଶିବାଜୀ ଜୟନ୍ତୀ । ଏହି ଅବସରରେ ମହାନ ମରାଠା ସମ୍ରାଟଙ୍କ ୩୯୪ତମ ଜନ୍ମଦିନ ପାଳନ କରି ଅପାର ଐତିହାସିକ ଏବଂ ସାଂସ୍କୃତିକ ମହତ୍ୱକୁ ସ୍ମରଣ କରିବାର ସମୟ ଆସିଛି । ଛତ୍ରପତି ଶିବାଜୀ ମହାରାଜ, ନିଜର ବୀରତ୍ୱ, ନେତୃତ୍ୱ ଏବଂ
Read More...

ବଲାଙ୍ଗିରର ଆଶୁକବି ହେମନ୍ତ ଦାଶଙ୍କୁ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ଫୁଲବାଣୀ ପକ୍ଷରୁ ସମ୍ମାନଜନକ ସାରସ୍ଵତ ରତ୍ନ ଓ…

ତୁଷୁରା, (କେପିଏନ୍‌ଏସ୍‌) : ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ଫୁଲବାଣୀର ଦ୍ୱିତ୍ରିଂଶ ସ୍ଵନକ୍ଷତ୍ର ଉତ୍ସବ ଓ ସାରସ୍ଵତ ସମ୍ବର୍ଦ୍ଧନା ସଭା ରବିବାର ସଂଧ୍ୟା ୬ ଘଟିକା ସମୟରେ ବିଟିଂ ପଡିଆରେ ଆୟୋଜିତ ବର୍ଣ୍ଣାଢ଼୍ୟ ମଞ୍ଚରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଧାୟକଙ୍କୁ ହତ୍ୟା ଧମକ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ମଧ୍ୟରେ ହତ୍ୟା କରିବା ନେଇ ପୋଷ୍ଟର ଲଗାଇ ଧମକ ଦିଆଯାଇଛି । ହତ୍ୟା ଧମକ ଦେଇ କିଏ
Read More...

ନରାଜ ନିକଟରେ ଥିବା କାନାଡ଼ା ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଫେଲ୍‌

ବାରଙ୍ଗ : ନରାଜ ନିକଟରେ ଥିବା କାନାଡ଼ା ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଫେଲ୍‌ ମାରିଛି । ସୂଚନାନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ଏଟିଏମ୍‌ ନିକଟକୁ ଆସିଥିଲେ । ଜଣେ ଶାବଳ ଧରି ଏଟିଏମ୍‌ ତାଡିବାକୁ ଲାଗିଥିଲା । ଆଉ ଜଣେ ବାହାରେ ଅପେକ୍ଷା କରିଥିଲେ । ଏହି ସମୟରେ ଘଟଣାର ସୁରାକ ପାଇଁ
Read More...

ଚୋରି କରି ଖସିଯାଉଥିବା ବେଳେ ଧରାପଡିଲେ ୩ ଚୋର

କରଞ୍ଜିଆ : ଚୋରି କରି ଖସିଯାଉଥିବା ବେଳେ ଧରାପଡିଲେ ୩ ଚୋର । ସୋମବାର ଭୋର ସମୟରେ ଯଶୀପୁର ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଅଙ୍ଗାରପଦାଠାରେ ଥିବା ଇଷ୍ଟର୍ଣ୍ଣ ହେଚେରୀ ନିକଟରେ ୩ ଜଣ ସନ୍ଦିଗ୍ଧଙ୍କୁ ଦେଖିଥିଲେ । ପୋଲିସକୁ ଦେଖି ସମସ୍ତେ ଖସିବାକୁ ଉଦ୍ୟମ
Read More...

ଶ୍ରୀ ଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ୧୭ତମ ବାର୍ଷିକ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ମହାଯଜ୍ଞ ଅନୁଷ୍ଠିତ

ଘାଟିକିୟା, (କେପିଏନ୍‌ଏସ୍‌) : ଘାଟିକିୟା ଗ୍ରାମ ବେହେରା ସାହି ସ୍ଥିତ ଶ୍ରୀ ଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ୧୭ତମ ବାର୍ଷିକ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ମହାଯଜ୍ଞରେ ଲକ୍ଷମନ ବାବା ଉପସ୍ଥିତ ରହି ଭକ୍ତଙ୍କ ଗହଣରେ ହରିନାମ ଭଜନ ପରିବେଷଣ କରିଥିଲେ
Read More...

ବାନେର ଲଡୁ ଗାଁ ରାସ୍ତା ନିର୍ମାଣ ଦାବିରେ ବାର ଘଣ୍ଟିଆ ରାସ୍ତାରୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଓ କୋକସରା ବ୍ଲକକୁ ସଂଯୋଗ କରୁଥିବା ବାନେର ଲଡୁ ଗାଁ ମୁଖ୍ୟ ରାସ୍ତା ବର୍ଷ ବର୍ଷ ଧରି ଅବହେଳିତ ଭାବରେ ପଡ଼ି ରହିଥିବାରୁ ଯାତାୟାତରେ ଅନେକ ଅସୁବିଧା ସୃଷ୍ଟି ହେଉଥିଲେ ମଧ୍ୟ ତାହାର ନିରାକରଣ ବ୍ୟବସ୍ଥା ହେଉ ନଥିବା ହେତୁ ଉତ୍ୟକ୍ତ ଜନତାଙ୍କୁ ଶେଷରେ
Read More...