Monthly Archives

February 2024

ବଡମାଲ ଗୋଳାବାରୁଦ କାରଖାନାରେ ବଡ଼ ଧରଣର ଭୟଙ୍କର ବିସ୍ଫୋରଣ

ସଇଁନ୍ତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ବଡମାଲ ଗୋଳାବାରୁଦ କାରଖାନାରେ ବଡ଼ ଧରଣର ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୋଳାବାରୁଦ କାରଖାନାର ୧୨ ନମ୍ବର ୟୁନିଟ୍‌ ଗୋଦାମ ଗୃହରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଧନ ଜୀବନ କ’ଣ କ୍ଷୟକ୍ଷତି
Read More...

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ବଲାଙ୍ଗିରଠାରେ ଚକ୍ରପାଣି ରଣାଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଶ୍ଚିମ ଓଡିଶା ୧୨ ଗୋଟି ଜିଲ୍ଲାରୁ ସଭାପତି, ସଂପାଦକ ତଥା ପଦାଧିକାରୀ ଉପସ୍ଥିତ ହୋଇଥିଲେ । ଉକ୍ତ ସଭାରେ
Read More...

ସଦାଇପାଲିରେ ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠରେ ଥିବା ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ନାଟ୍ୟ ମଣ୍ଡପରେ ସାଇଟର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଓ ତାଙ୍କ ସହଧର୍ମିଣୀ ସାମାଜିକ କର୍ମୀ ସୁଲୋଚନା ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି
Read More...

ଚୂଡା ମିଲରେ ଯୁବତୀଙ୍କ କପଡ଼ା ଲାଗି ମୁଣ୍ଡ ଅଲଗା

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁରଠାରେ ଦେଖିବାକୁ ମିଳିଛି ଏକ ଛାତିଥରା ଦୃଶ୍ୟ । ହୀରାପୁର ଗ୍ରାମର ମଧୁ ବନ୍ଦିଛୋରଙ୍କ ସ୍ତ୍ରୀ ତୁଲସା ବନ୍ଦିଛୋର ଦୁଇଟି ପୁଅ ଓ ପରିବାର ସହ ସୁଖ ଶାନ୍ତିରେ ଚଳି ଆସୁଥିବା ବେଳେ ଆଜି ଟିମନପୁର ଗ୍ରାମର
Read More...

ଗନ୍ଧରେଲ୍‌ ଡେମ୍‌ର ବିକାଶ ହେବ, ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଉପକଣ୍ଠ ସଦାଇପାଲି ପଂଚାୟତ ଅନ୍ତର୍ଗତ ଚଟିଆପାଲି ଗ୍ରାମ ନିକଟରେ ଥିବା ଗନ୍ଧରେଲ୍‌ ଡେମ୍‌ର ବହୁମୁଖୀ ବିକାଶ ପାଇଁ ଲୋକେ ଚାହିଁଁଥିଲେ, କାରଣ ଏହା କେବଳ ଗୋଟିଏ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନଥିଲା, ଏହାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ,
Read More...

ସଇଁତଲାଠାରେ ଶ୍ରୀମଦ ଭାଗବତ କଥାମୃତ ଉପଲକ୍ଷେ କଳସ ଶୋଭାଯାତ୍ରା  

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରାମ ମନ୍ଦିର ପରିସରରେ ଗୋବିନ୍ଦ ନାରାୟଣୀ ପରିବାର ତରଫରୁ ବୃନ୍ଦାବନରୁ ଆସିଥିବା ମହାରାଜ ଶ୍ରୀ ଶ୍ରୀ ଚିନ୍ମୟ ଦାସଜୀ ଯୋଗଦାନ କରି ଶ୍ରୀମଦ ଭାଗବତ କଥା ଉପରେ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଭାଗବତ କଥା ଆଜିଠାରୁ
Read More...

ମୁରିବାହାଲରେ ଟିଟିଲାଗଡ଼ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ସଦର ପଞ୍ଚାୟତ ରାଜୀବ ଭବନଠାରେ ଉପଖଣ୍ଡର ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ ଟିଟିଲାଗଡ଼ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ ହୋଇଯାଇଛି ।
Read More...

ବିଜ୍ଞାପିତ ଅଞ୍ଚଳ ଘୋଷଣା ପରେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ବିଳନୀ : ସବରେଜିଷ୍ଟ୍ରି ଅଫିସ ଓ ଶବ ବ୍ୟବଚ୍ଛେଦ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ଦୀର୍ଘ ୩୦ ବର୍ଷ ପରେ ସଇଁତଲା ଅଞ୍ଚଳକୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା କରିବା ପରିପ୍ରେକ୍ଷୀରେ ସଇଁତଲା ବ୍ଲକ ବିଜୁ ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ କରାଯାଇଥିଲା । ଏଥିରେ ବିଜେଡି ଜିଲ୍ଲା ଉପସଭାପତି ସୁରେନ୍ଦ୍ର
Read More...

ଓଁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେସ୍ଥଳୀରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁରର ଆରାଧ୍ୟ ଠାକୁର ଓଁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେସ୍ଥଳୀରେ ଜଗତର କଲ୍ୟାଣ ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଶୁକ୍ରବାରଠାରୁ
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଯୋଗିସର୍ଡା ହରିହର ହାଇସ୍କୁଲ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ୍ ହାଇସ୍କୁଲ ଖେଳ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବ୍ଲକ ଯୋଗିସର୍ଡ଼ା ସ୍ଥିତ ହରିହର ନୋଡାଲ ହାଇସ୍କୁଲର ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ
Read More...