Daily Archives

ପଦ୍ମପୁର ବିଜୟ ଧାରାକୁ ଫେରୁଛି ବିଜେପି : ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେପିରେ ସାମିଲ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିର୍ବାଚନ ଯେତେ ପାଖେଇଆସୁଛି, ରାଜନେତା, କର୍ମୀ, ଏପରିକି ସାଧାରଣ ଜନତାଙ୍କ ମଧ୍ୟରେ ରାଜନୈତିକ ଉଷ୍ମତା ଧିରେ ଧିରେ ବଢିବାକୁ ଲାଗିଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରତି ଲୋକଙ୍କ ବିଶ୍ୱାସ ବଢିଚାଳିଛି । ପ୍ରତ୍ୟେକ ଦିନ
Read More...

ମଦନପୁର-ରାମପୁରକୁ ରାଜସ୍ୱ ଉପଖଣ୍ଡ ଓ ବିଜ୍ଞାପିତ ପରିଷଦ ଘୋଷଣା ଦାବିରେ ବ୍ୟବସାୟିକ ସଂଘର ବନ୍ଦ ପାଳନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ତରଫରୁ ପ୍ରାୟ ୩୦ ବର୍ଷ ଧରି ଆନ୍ଦୋଳନ ଚାଲିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ମାଳ ମାଳ ଯୋଜନା ସବୁ ଘୋଷଣା କରୁଛନ୍ତି । ସରକାର ଦୁଇ ଦିନ ତଳେ ୩୫
Read More...

ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ବିଧାୟକ ସରୋଜ କୁମାର ମେହେର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଘୁନସର ସ୍ଥିତ ରାଧାବଲ୍ଲଭ ଶ୍ୟାମସୁନ୍ଦର କଲେଜ ସମ୍ମୁଖରେ ଥିବା ପଡ଼ିଆରେ ୩ ନମ୍ବର ଜୋନର ବିଜେଡି ମହିଳା କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେର ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଜନସାଧାରଣ କେତେ ପ୍ରଶଂସା
Read More...

ଆଠଗଡ଼ ଉପଖଣ୍ଡରେ ଯୋଡିହେଲା ନୂଆ ଫର୍ଦ୍ଦ

ଆଠଗଡ଼ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ । ୫-ଟି ଯୋଜନାରେ ‘ଆମ ହସ୍ପିଟାଲ୍’ର ହୋଇଯାଇଛି ରୂପାନ୍ତରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ
Read More...

ବିନିକାକୁ ସବ୍‌ଡିଭିଜନ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରକୁ ସବଡିଭିଜନ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନରେ ସମସ୍ତ ଦୋକାନ, ବଜାର, ଅଖ, ଚକ, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଓ ସମସ୍ତ କାର୍ଯ୍ୟାଳୟ
Read More...

ଚିରନିଦ୍ରାରେ ସମାଜସେବୀ ନାରାୟଣ ପଣ୍ଡା

ଜୟପାଟଣା, (ଶେଷ ଦେବ ବେହେରା) : ଜୀବନର ଚଲା ପଥରେ ସମାଜ ସଂସ୍କାର, ଶିକ୍ଷାର ବିକାଶ ପାଇଁ ସଦା ଜାଗ୍ରତ ରହିଥିବା ମିଷ୍ଟଭାଷୀ ନାରାୟଣ ପଣ୍ଡା ୮୦ ବର୍ଷ ବୟସରେ ଗତ ସୋମବାର ଦିନ ବିଶାଖାପାଟଣାକୁ ଚିକିତ୍ସା ପାଇଁ ନେଉଥିବା ଅବସ୍ଥାରେ ବାଟରେ ସେ ଅନ୍ତିମ ଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତ
Read More...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଦର୍ଶନ ବିଭାଗରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଦର୍ଶନ ବିଭାଗ ଦ୍ଵାରା ଭଗବତ ଗୀତା ଜୀବନ ପରିଚାଳନାର ଏକ ଉତ୍ସ ଶୀର୍ଷକକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ରୂପେ ଗୀତା ପରିବାର ପୁନେର ମୁଖ୍ୟ ପ୍ରଶିକ୍ଷଣ ଇଂ. କେ. କେ. ଆର,
Read More...

ପାଇକମାଲ ନାଗରିକ କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ନାଗରିକ କମିଟି ତରଫରୁ ଏକ ବୈଠକ କମିଟିର ସଭାପତି ମନୋଜ କୁମାର ତ୍ରୀବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଥମେ ରାଜ୍ୟ ସରକାର ପାଇକମାଲକୁ ଏନ୍‌ଏସ୍‌ସି ଘୋଷଣ କରିଥିବାରୁ
Read More...

ମୋ ହସ୍ପିଟାଲ ରୂପାନ୍ତିକରଣ ଅଭିଯାନରେ ଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଆଭାଷୀ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅଧୀନରେ ଥିବା ମୋ ହସ୍ପିଟାଲ ରୂପାନ୍ତରିକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟ, ଟିଟିଲାଗଡ଼ ଉଦ୍‌ଘାଟନ
Read More...

ଧଳା ଭାଲୁ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୨୭ ଆନ୍ତର୍ଜାତୀୟ ମେରୁ ଅଞ୍ଚଳର ଧଳା ଭାଲୁ ଦିବସ । ପୋଲାର ଭାଲୁ ବା ମେରୁ ଅଞ୍ଚଳର ଧଳା ଭାଲୁ ଗୁଡ଼ିକ ଲୋମଶ ଏବଂ ଗରିମା ସମ୍ପନ୍ନ ପଶୁ ଅଟନ୍ତି ଯାହା ଅତ୍ୟଧିକ ଶୀତଳ ଆର୍କଟିକ୍ ବା ଉତ୍ତର ମେରୁ ଅଞ୍ଚଳର ବରଫରେ ଚଲାବୁଲା କରନ୍ତି । ଗତ କିଛି
Read More...