Daily Archives

ଟିପିଡବ୍ଲ୍ୟୁଓଡିଏଲ୍‌ ପକ୍ଷରୁ ନୂତନ ଭୋକେସ୍‌ନାଲ୍‌ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିପିଡବ୍ଲ୍ୟୁଓଡିଏଲ୍‌ ପକ୍ଷରୁ ନୂତନ ଭୋକେସ୍‌ନାଲ୍‌ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ସୂଚନା ଅନୁସାରେ ସିଏସ୍‌ଆର୍‌ ପ୍ରୋଗ୍ରାମ୍‌ ଅଧିନରେ ଟିପିଡବ୍ଲ୍ୟୁଓଡିଏଲ୍‌ର ସିଇଓ ଇଂ ଗଜାନନ କାଲେଙ୍କ କରକମଳରେ ବଲାଙ୍ଗିର ସହରର ରାଜେନ୍ଦ୍ରପଡ଼ା ଓମେନ୍ସ
Read More...

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର

ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ବଢୁଥିବା ଆତ୍ମବିଶ୍ୱାସ, ଆଶାଜନକ ଭବିଷ୍ୟତ ଏବଂ ଜନସାଧାରଣଙ୍କ ଅସୀମ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରାଯାଇଛି"ଦୁର୍ବଳ ସ୍ଥିତି ଏବଂ ପଲିସି ପାରାଲିସିସ୍‌ରୁ ଊର୍ଦ୍ଧ୍ଵକୁ ଉଠି ଦେଶ ଶ୍ରେଷ୍ଠ ୫ ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇ ପାରିଛିସରକାରଙ୍କ
Read More...

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ ଓ ଜନ ପ୍ରତିନିଧିମାନଙ୍କୁ ସାମିଲ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ :…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ ସାମ୍ନାକୁ ଆସିଛି । ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ ବୋଲି ହାେଇାର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି । କିନ୍ତୁ
Read More...

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ରାହୁଲଙ୍କ ରାଉରକେଲାରେ ରୋଡ୍‌ ସୋ

ରାଉରକେଲା, (ସସ୍ମିତା ପ୍ରଧାନ) : କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ରାଉରକେଲା ପହଞ୍ଚି ରୋଡ୍‌ ସୋ କରିଛନ୍ତି । ଏହି ଅବସରରେ ସେ ଉଦିତ ନଗର ଆମ୍ବେଦକର ଛକରୁ ଏକ ଶୋଭାଯାତ୍ରାରେ ଯାଇ ପାନପୋଷ ଛକରେ ପହଞ୍ଚିଥିଲେ । ପାନପୋଷ ଛକରେ ସେ କେନ୍ଦ୍ର ଓ ରାଜ୍ୟ
Read More...

୨୯ତମ ରାଉରକେଲା ପୁସ୍ତକ ମେଳାର ଷଷ୍ଠ ଦିବସ

ଥିଙ୍କର୍ସ ଫୋରମ ଓ ଇସ୍ପାତ ସାହିତ୍ୟ ସଂସଦର ସାହିତ୍ୟ ସନ୍ଧ୍ୟା ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ପୁସ୍ତକମେଳାର ଷଷ୍ଠ ଦିବସରେ ଥିଙ୍କର୍ସ ଫୋରମ ଓ ଇସ୍ପାତ ସାହିତ୍ୟ ସଂସଦର ସାହିତ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ଥିଙ୍କର୍ସ
Read More...

ସାଲେପାଲି ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମପଞ୍ଚାୟତ ପରିସରରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ସରପଞ୍ଚ କୁମାରୀ ରଚନା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ
Read More...

ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ‘ନୂଆ-ଓ’ କାର୍ଯ୍ୟକ୍ରମ ବେଳେ ବିଧାୟକ ବିରୋଧୀଙ୍କ ଦ୍ଵାରା କଳାପତାକା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ଅଧୀନରେ ଥିବା ୧୮ଗୋଟି ଗ୍ରାମପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବୁଧବାର ଉଦ୍‌ଯାପିତ ହୋଇଯାଇଛି । କିନ୍ତୁ ଉଦ୍‌ଯାପନୀ ଦିବସରେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ 'ନୂଆ-ଓ' କାର୍ଯ୍ୟକ୍ରମ
Read More...

ଆନ୍ତଃପଞ୍ଚାୟତ ଧବଳେଶ୍ଵର ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆନ୍ତଃପଞ୍ଚାୟତସ୍ତରୀୟ ଆୟୋଜିତ 'ଧବଳେଶ୍ଵର ଭଲିବଲ ଟୁର୍ଣ୍ଣାମେଣ୍ଟ'ର ଉଦ୍‌ଯାପନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇ କ୍ରୀଡାବିତ୍‌ଙ୍କୁ
Read More...

ଓର୍ମାସ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପେକେଜିଂ କମ୍ପାନୀର ମିଳିତ ଉଦ୍ୟମରେ ଦୁଇଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଓର୍ମାସ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପେକେଜିଂ କମ୍ପାନୀର ମିଳିତ ଉଦ୍ୟମରେ ଦୁଇଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଉଦ୍‌ଘାଟିତ ହୋଇ ଜଉଗଡ ସେମିନାର ହଲ୍‌ରେ ଏହା ଉଦକଯାପିତ ହୋଇଯାଇଛି ।
Read More...

ହଜାରେ ବର୍ଷର ପୁରୁଣା ବିଷ୍ଣୁମୂର୍ତ୍ତି ଓ ଶିବଲିଙ୍ଗ ଉଦ୍ଧାର

ବେଙ୍ଗାଲୁରୁ : ତେଲେଙ୍ଗାନା-କର୍ଣ୍ଣାଟକ ସୀମା ନିକଟ କୃଷ୍ଣା ନଦୀତଟରୁ ଏକ ପ୍ରାଚୀନ ବିଷ୍ଣୁମୂର୍ତ୍ତି ଏବଂ ଶିବଲିଙ୍ଗ ଉଦ୍ଧାର କରାଯାଇଛି । କର୍ଣ୍ଣାଟକର ରାଇଚୁରରେ ଏକ ପୋଲ ନିର୍ମାଣ ସମୟରେ ଏହି ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି । ବିଶ୍ୱାସ କରାଯାଉଛି ଯେ, ଏହି ମୂର୍ତ୍ତିଗୁଡ଼ିକ
Read More...