Daily Archives

କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ‘ଭାରତ ରାଇସ’ ବ୍ରାଣ୍ଡ ଚାଉଳ ବିକ୍ରି ଆରମ୍ଭ

ଏହି ଚାଉଳର ମୂଲ୍ୟ କିଲୋ ପିଛା ୨୯ ଟଙ୍କା ଧାର୍ଯ୍ୟ ହୋଇଛି ଏବଂ ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟରେ ଉପଲବ୍ଧକେନ୍ଦ୍ରୀୟ ଭଣ୍ଡାର, ନାଫେଡ୍ ଓ ଏନ୍‌ସିସିଏଫ୍‌ର ବିକ୍ରୟ କେନ୍ଦ୍ରରେ ଏହି ଚାଉଳ ବିକ୍ରିର ବ୍ୟବସ୍ଥା କରାଯାଇଛିଏସବୁ ସଂସ୍ଥାର ଭ୍ରାମ୍ୟମାଣ କେନ୍ଦ୍ରରୁ ମଧ୍ୟ ଲୋକେ
Read More...

ପ୍ରଥମ ବିମଷ୍ଟେକ ଆକ୍ୱାଟିକ୍ସ ଚାମ୍ପିୟାନସିପ୍‌ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର

୨୦୨୪ ଫେବୃଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ସନ୍ତରଣାଗାର ପରିସରରେ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବ୭ଟି ବିମଷ୍ଟେକ ରାଷ୍ଟ୍ର ଏକାଠି ହେବା ପରେ ବଙ୍ଗୋପସାଗର ଅଞ୍ଚଳ ପ୍ରଗତି, ବିକାଶ ଓ ସହଯୋଗର କ୍ଷେତ୍ରରେ ପରିଣତ ହେବ : ଅନୁରାଗ ସିଂହ ଠାକୁର
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରା

୨.୩୪ ଲକ୍ଷରୁ ଅଧିକ ବିକଶିତ ଭାରତ ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ଲୋକ ସଂଖ୍ୟା ୭.୨୨ କୋଟି ଟପିଛିଶିବିରରେ ୨.୭୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି୩.୮୫ କୋଟିରୁ ଅଧିକ ଲୋକଙ୍କ ଯକ୍ଷ୍ମା ପରୀକ୍ଷା କରାଯାଇଛି ଏବଂ ୧୧.୮୦ ଲକ୍ଷରୁ ଅଧିକ ଲୋକଙ୍କୁ ଉଚ୍ଚ ଜନସ୍ୱାସ୍ଥ୍ୟ କେନ୍ଦ୍ରକୁ
Read More...

ଭବାନୀପାଟଣାଠାରେ ସାମୁହିକ ଔଷଧ ସେବନର ଦ୍ୱିତୀୟ ଜିଲ୍ଲା ସମନ୍ୱୟ କମିଟି ବୈଠକ

କଳାହାଣ୍ଡି, (ପି.କେ. ସାହୁ) : ଭବାନୀପାଟଣା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ନର୍ଲା ବ୍ଲକ ଓ ଜୁନାଗଡ ଏନ୍‌ଏସି ପାଇଁ ଆଗାମୀ ଫେବୃୟାରୀ ୧୦ରୁ ଫେବୃଆରୀ ୧୯ ତାରିଖ ମଧ୍ୟରେ ହେବାକୁ ଥିବା ସାମୁହିକ ଔଷଧ ସେବନ ପାଇଁ ପ୍ରସ୍ତୁତି ବୈଠକ
Read More...

ଲୋଇସିଂହା ବ୍ଲକରେ ଆତ୍ମରକ୍ଷା ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଆସିଡିଏସ୍ ମିଟିଂ ହଲ୍‌ଠାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ ତରଫରୁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବ୍ଲକର ୬୨ଜଣ ଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମଟି ଦୁଇ ଦିନ ଚାଲିବ ବୋଲି
Read More...

ନୂତନ ଛତ୍ରପୁର ପୌର ନିର୍ବାହୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ପୌର ନିର୍ବାହୀ ଅଧିକାରୀ ଭାବେ ଓଡ଼ିଶା ମ୍ୟୁନିସିପାଲ୍ ଆଡ୍‌ମିନିଷ୍ଟ୍ରେସନ୍ ସର୍ଭିସ୍ ପାହ୍ୟାରେ ନିଯୁକ୍ତି-ପ୍ରାପ୍ତ ୟାଶୀର ବିଲାଲ ଅହେମଦ ମଙ୍ଗଳାବର ଅପରାହ୍ନରେ ଯୋଗଦେଇଛନ୍ତି । ସେ ପୌରପାଳିକା
Read More...

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ବୈଷୟିକ ଜ୍ଞାନ କୌଶଳ ସମ୍ବନ୍ଧୀୟ ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ମାଛ ଚାଷରେ ଅଧିକ ଲାଭବାନ ହେବା ପାଇଁ ଉଦ୍ୟମ ପ୍ରୟାସ ଜାରି କରିବା ପୂର୍ବକ ମାଛ ଚାଷୀମାନଙ୍କ ପାଇ ନିର୍ମିତ ବୈଷୟିକ ଜ୍ଞାନ କୌଶଳ ଯୁକ୍ତ ସାମଗ୍ରୀର ଉନ୍ମୋଚନ ଦିବସ ଗତ ୩ ତାରିଖରେ ବ୍ରହ୍ମପୁର ନିକଟସ୍ଥ
Read More...

ଆତ୍ମସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ଶ୍ରେଣୀ ଛାତ୍ରୀଙ୍କୁ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରକ୍ରିୟା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଆତ୍ମସୁରକ୍ଷା କୌଶଳ
Read More...

ସୂଚନା ଆଇନ ୨୦୦୫ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଳା ମହକୁମା ସ୍ଥିତ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ସୂଚନା ଆଇନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା
Read More...

ବଡ଼ବାଙ୍କି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସଚେତନତା ଶିବିର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଡୋଲାଧର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ
Read More...