Monthly Archives

January 2024

ଜାତୀୟ ଯୁବ ଦିବସରେ ବଲାଙ୍ଗିର ଗାୟତ୍ରୀ ପରିବାର ପକ୍ଷରୁ ବ୍ୟସନ ମୁକ୍ତ ସାମାଜ ଗଠନ ପାଇଁ ସଚେତନତା ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟସନ ମୁକ୍ତ ସମାଜ ଗଠନ ଦିଗରେ ଯୁବ ସାମାଜକୁ ନିଶା ଗ୍ରହଣରୁ ରୋକିବା ପାଇଁ ବିଭିନ୍ନ ପୋଷ୍ଟର, ପ୍ଲାକାର୍ଡ ନେଇ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ଜାତୀୟ ଯୁବ ଦିବସରେ ଗାୟତ୍ରୀ ପରିବାର ବଲାଙ୍ଗିର ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଆଜି…
Read More...

ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର : ୫ଟି ଅଧ୍ୟକ୍ଷ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା ) : ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ଭବାନୀପାଟଣାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।…
Read More...

ବାଇକ ଡ଼ିକିରୁ ଏକ ଲକ୍ଷ ପଚିଶ ହଜାର ଟଙ୍କା ଲୁଟ୍‌ ଅଭିଯୋଗ, ତଦନ୍ତ କରୁଛି ପାଟଣାଗଡ଼ ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ରାମପୁର ବ୍ରିଜ ନିକଟରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ସ୍କୁଟି ଡ଼ିକିରୁ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟ ହୋଇଥିବା ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା…
Read More...

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇକକେନ୍ଦୁମୁଣ୍ଡିର ବାର୍ଷିକ ଉତ୍ସବ ସମ୍ପନ୍ନ

ଜୟପାଟଣା, (ଶେଷଦେବ ବେହେରା) : ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ପାଇକକେନ୍ଦୁମୁଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବର ସମାପନ ଅବସରରେ ମୁଖ୍ୟ ଅତିଥି ଭାବେ…
Read More...

ରୋତ୍ କଲେଜରେ ଜାତୀୟ ଯୁବ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀ ନିକେତନ, ରୋତ୍‌ ସ୍ଥିତ ରେଡ୍ ରିବନ୍‌ କ୍ଲବ ଓ ୟୁଥ ରେଡ୍‌କ୍ରସ୍‌ ଦ୍ୱାରା ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର…
Read More...

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବଡ଼ଗମଡ଼ା ଦଳକୁ ୧-୦ ଗୋଲରେ ପରାସ୍ତ କରି ଫାଇନାଲ୍‌ରେ ସୁଲେକେଲା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର ପଟୁଆ ଡୁଙ୍ଗରି ଖେଳପଡିଆରେ ଚାଲିଥିବା ମା' ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ତୃତୀୟ ଦିବସରେ ପହଞ୍ଚିଛି । ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଫାଲଗୁନୀ…
Read More...

ଶ୍ରୀ ରାମକୃଷ୍ଣ ଆଶ୍ରମରେ ଜାତୀୟ ଯୁବ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ଶ୍ରୀ ରାମକୃଷ୍ଣ ଆଶ୍ରମ ମଟୋଗଣ୍ଡା ଶାଖାଠାରେ ଜାତୀୟ ଯୁବ ଦିବସ ତଥା ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଆଶ୍ରମର ସଂପାଦକ ସ୍ଵାମୀ ଅଶୋକାନନ୍ଦଜୀ ମହାରାଜଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ପ୍ରଥମେ ମଟୋଗଣ୍ଡା ବିବେକାନନ୍ଦ…
Read More...

ବିଦ୍ୟାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା : ବିଦ୍ୟାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ଗ୍ରାମ ପଞ୍ଚାୟତ ଅଁଳାଗୁଞ୍ଜା ଗ୍ରାମରେ ଥିବା ସରସ୍ୱତୀ ଉଚ୍ଚ ବିଦ୍ୟାଳୟ ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଛାତ୍ର ଜଣକ…
Read More...

ଅବକାରୀ ବିଭାଗର ଚଢାଉ

ଆଠଗଡ଼ : ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଅବକାରୀ ବିଭାଗର ତିନୋଟି ସ୍ଵତନ୍ତ୍ର ଟିମ୍ ଏକ ଘର ଉପରେ ଚଢାଉ କରିଥିଲେ । ସେହି ଘରୁ ୨୦ ବ୍ୟାରେଲ ଓ ସେହି ଘର ପଛପଟେ ଥିବା ଏକ କୂଅ ମଧ୍ୟରୁ ୩୦ ବ୍ୟାରେଲ ଚୋରା ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଘଟଣାସ୍ଥଳରୁ ମଦ ମାଫିଆମାନେ ଫେରାର୍‌…
Read More...

ବେକରେ ଗାମୁଛା ଲଗାଇ ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ଗ୍ରୀଡ଼-କୋ ବେକ୍‌ ସାଇଡ୍‌ ଶାନ୍ତିପଡ଼ାରେ ଜଣେ ଯୁବକ ନିଜ ଘରେ ତାଙ୍କ ଶୋଇବା କୋଠରୀରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଯୁବକ ଜଣକ ସ୍ୱର୍ଗତ ବଳରାମ ସାହୁଙ୍କ ପୁଅ ଖେଡୁ ଓରଫ୍‌ ପ୍ରକାଶ ସାହୁ(୨୪) ବୋଲି…
Read More...