Monthly Archives

January 2024

ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା, ଆଧୁନିକ ଲୋକ ସାହିତ୍ୟ ପର୍ବ ଏବଂ ମକର ବନ୍ଧୁମିଳନ ଦୃଷ୍ଟି ବାଧିତ ଓ ଶ୍ରବଣ ବାଧିତ ବିଦ୍ୟାଳୟ, ସେକ୍ଟର ୧୦ ସିଡିଏ, କଟକଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର
Read More...

ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ପବିତ୍ର ହରିଶଙ୍କର ପୀଠ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ପବିତ୍ର ମକର ସଂକ୍ରାନ୍ତି ପର୍ବ । ଚଳଚଞ୍ଚଳ ଗାଁ ଠାରୁ ସହର । ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଘରେ ଘରେ ମକର ଚାଉଳ କରି ନିଜ ଇଷ୍ଟ ଦେବାଦେବୀଙ୍କୁ ଭୋଗ କରିଛନ୍ତି ରାଜ୍ୟବାସୀ । ଏହି ପବିତ୍ର ଦିନରେ ପଶ୍ଚିମ
Read More...

ଛତ୍ରପୁର ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳା-୨୦୨୪ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମ ପରିସରରେ ତିନିଦିନିଆ ଛତ୍ରପୁର ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳା-୨୦୨୪ ରବିବାର ସନ୍ଧ୍ୟାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଲୋକକଳା ମହୋତ୍ସବ ସହ
Read More...

ବାଳିକା ଉଚ୍ଚ ବିଦ୍ୟାଳୟ ଏସ୍‌ଏସ୍‌ଡିର ବାର୍ଷିକ ଉତ୍ସବ ପାଳନ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥାନୀୟ (ଏସ୍‌ଏସ୍‌ଡି) ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ଅଧକ୍ଷତାରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ବହୁ ଧୁମ୍‌ଧାମ୍‌ରେ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଶୀତବସ୍ତ୍ର ବଣ୍ଟନ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିର୍ଦ୍ଦେଶକ ସୁବ୍ରତ କୁମାର ତ୍ରପାଠୀଙ୍କ ତତ୍ୱାବଧାନରେ ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ମେଲଘରା ଓ ରୁପେଲ ଗାଁରେ ଶୀତବସ୍ତ୍ର, ଶାଢ଼ୀ, ଛୋଟ ଛୁଆମାନଙ୍କ ପାଇଁ ସାର୍ଟ, ପ୍ୟାଣ୍ଟ ସବୁ ବଣ୍ଟନ କରାଯାଇଛି ।
Read More...

ବୀର ସଂଗ୍ରାମୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଭଞ୍ଜନଗରଠାରେ ପାଳିତ ହେବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୀର ସଂଗ୍ରାମୀ ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ସମାରୋହ ତଥା ରାଜ୍ୟସ୍ତରୀୟ ଉତ୍ସବ ଚଳିତ ବର୍ଷ ଭଞ୍ଜନଗରଠାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ପାଳିତ ହେବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ଏନେଇ
Read More...

୭ତମ ମକର ମିଳନ ଉତ୍ସବ : ଲୋକକଳା, ଲୋକକଥା, ଲୋକନାଚ, ଲୋକଗୀତକୁ ପୁନରୁଦ୍ଧାର କରିବା ପାଇଁ ଆହ୍ୱାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ଓ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ୭ତମ ମକର ମିଳନ ଉତ୍ସବ ମହାସମାରୋହରେ ପାଳିତ
Read More...

ଗୁଡି ସୂତା ଲାଗି ୨ ଆହତ

କଟକ : ଦିନକ ପୂର୍ବରୁ ଗୁଡି ଉଡାଇବା କମିଶନରେଟ୍ ପୋଲିସ ଜାରି କରିଥିଲା ଗାଇଡ୍‌ଲାଇନ୍ । ବିପଦଜନକ ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର ଉପରେ ଲାଗିବ ରୋକ୍ । ଗୁଡ଼ି ଉଡ଼ାଇବା ବେଳେ ନିୟମ ଅବମାନନା କଲେ ହେବ କାର୍ଯ୍ୟାନୁଷ୍ଠାନ । ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ
Read More...

ଜାନୁଆରୀ ୧୫ରେ ପିଏମ୍-ଜନମନ ଅଧୀନରେ ପିଏମ୍‌ଏୱାଇ-ଜିର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ…

ପ୍ରଧାନମନ୍ତ୍ରୀ ଜନମନର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୫, ୨୦୨୪ ମଧ୍ୟାହ୍ନ ୧୨ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ
Read More...

ସାଉରିଆରେ ବୁଲିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ : ଶ୍ରଦ୍ଧାଳୁ ଦେଲେ ଗୁଆ ଓ ଚାଉଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଉପଲକ୍ଷେ ରାଜ୍ୟ ତମାମ ଆରମ୍ଭ ହୋଇଛି ଅର୍ପଣ ରଥ ପରିକ୍ରମା ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୁରୀ ଜିଲ୍ଲାର ଗାଁ ଗହଳି ସହର, ଗଳିକନ୍ଦି ଚଳଚଞ୍ଚଳ ହୋଇ ଉଠିଛି । ଡେଲାଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ
Read More...