କୁଶଳେଶ୍ୱର ମାଳି ସମାଜ ଓ ଯୁବ ସଙ୍ଗଠନ ତରଫରୁ ସାବିତ୍ରୀ ବାଇ ଫୁଲେଙ୍କ ୧୩୯ତମ ଜୟନ୍ତୀ ପାଳନ
କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସଦର ମହକୁମାଠାରେ କୁଶଳେଶ୍ୱର ମାଳି ସମାଜ ଓ ଯୁବ ସଙ୍ଗଠନ ତରଫରୁ ଗତ ବୁଧବାର ଦିନ ସାବିତ୍ରୀ ବାଇ ଫୁଲେଙ୍କ ୧୩୯ତମ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା!-->…
Read More...
Read More...