Daily Archives

ଆଯୋଧ୍ୟାରେ ବିରାଜିବେ ରାମଲଲା

ଅଯୋଧ୍ୟା : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଜମାନିରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ ହେବ । ସେହି ଦିବ୍ୟ ମୁହୂର୍ତ୍ତକୁ ଆପେକ୍ଷା । ଜନ୍ମଭୂମିରେ ବିରାଜିବେ ପ୍ରଭୁ ରାମଲଲା । ମର୍ଯ୍ରାଦା ପୁରୁଷୋତ୍ତମଙ୍କ ଦିବ୍ୟ ରୂପକୁ ଦେଖିବାକୁ ବ୍ୟାକୁଳ ହେଲେଣି ଅସଂଖ୍ୟ ଭକ୍ତ
Read More...

୭ତମ ପାଙ୍କେଲ ବାହାଲ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଧିନସ୍ଥ ପାଙ୍କେଲ ବାହାଲ ଜୟ ଭବାନୀ ସଂସ୍କୃତି କଳା ପରିଷଦ ତରଫରୁ ଆୟୋଜିତ ସପ୍ତମ ଧନୁଯାତ୍ରା ମହୋତ୍ସବ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ
Read More...

ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ “ମୋର କୀର୍ତ୍ତି ଅନ୍ୱେଷଣ” : ପୋଷ୍ଟର ପେଣ୍ଟିଙ୍ଗ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୨୧ ଜାନୁଆରୀ ଦିନ ସ୍ଥାନୀୟ ପି.ପି. ଏକାଡେମୀଠାରେ ବିଦ୍ୟାଳୟ ସ୍ଥରୀୟ "ମୋର କୀର୍ତ୍ତି ଅନ୍ୱେଷଣ" ପୋଷ୍ଟର ପେଣ୍ଟିଙ୍ଗ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତଯୋଗିତାରେ ବାଲାଙ୍ଗିରର ୭ଟି ବିଦ୍ୟାଳୟର ୩୫ ଜଣ
Read More...

କନଗାଁ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ବରଗଡ଼, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ଉଚ୍ଚ ବିଦ୍ୟାଳୟଠାରେ ମହାସମାରୋହରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନଶିକ୍ଷକ ଡୋଳାମଣୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର
Read More...

ଶିଶୁ କିଶୋର ପତ୍ରିକା ‘ଚନ୍ଦର୍‌ଉଦିଆଁ’ର ବାର୍ଷିକ ଉତ୍ସବ

ବରଗଡ, (କେପିଏନ୍‌ଏସ୍‌) : ସୋହେଲା ଶିଳ୍ପ ବିକାଶ ପ୍ରକାଶନ ତରଫରୁ ପ୍ରକାଶିତ ହୋଇ ଆସୁଥିବା ସମ୍ବଲପୁରୀ ଭାଷାର ଶିଶୁ କିଶୋର ପତ୍ରିକା 'ଚନ୍ଦର୍‌ଉଦିଆଁ'ର ଦ୍ୱିତୀୟ ବାର୍ଷିକ ଉତ୍ସବ ଶ୍ରୀରାମ କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟାପକ ଟେକଚାନ୍ଦ ଦୁଆନଙ୍କ ସଭାପତିତ୍ୱରେ
Read More...

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ‘ନୂଆ-ଓ’ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଆଲୋଚନା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲାସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ 'ନୂଆ-ଓ' ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବସନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଆହୂତ ଏହି ଉତ୍ସବରେ
Read More...