ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍ଅପ୍
ଆଠଗଡ଼ : ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍ଅପ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ । ଏପରି ଅଘଟଣ ଘଟିଛି କଟକ ନରସିଂହପୁର ଥାନା ବାଲିସାହି ଓ ଘଣ୍ଟପଡ଼ା ଗ୍ରାମର ଦୁଇଟି ସ୍ଥାନରେ । ଆବଶ୍ୟକତା ଠାରୁ ଅଧିକ ପରିମାଣର ପାଳ ବୋଝେଇ ହୋଇ ଏକ ପିକ୍ଅଫ୍ ଭ୍ୟାନ୍ରେ ଆସୁଥିବା ସମୟରେ!-->…
Read More...
Read More...