Yearly Archives

2023

ସିଜିମାଳି ଖଣି ପ୍ରଭାବିତ ଅଞ୍ଚଳରେ ପଲ୍ଲୀସଭା ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାୟଗଡା ଓ କଳାହାଣ୍ଡି ସୀମାନ୍ତରେ ଥିବା ସିଜିମାଳି ଖଣି ଖନନ ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ପଲ୍ଲୀସଭା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମ ପଦର ପଞ୍ଚାୟତର ତିଜମାଳି ଓ ଚୁଲବାଡି
Read More...

“ହବସ” ଚଳଚ୍ଚିତ୍ରକୁ ପାଞ୍ଚଟି ବିଭାଗରେ ଶ୍ରେଷ୍ଠ ମାନ୍ୟତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଆର ଇଣ୍ଟରନେସନାଲ ଫିଲ୍ମ ପ୍ରଡକ୍ସନ୍‌ ଓ ଲେନ୍ସ ଫେମ୍‌ ଇଣ୍ଟରନେସ୍‌ନାଲ ଫିଲ୍ମ ଫେଷ୍ଟିଭାଲ -୨୦୨୩, ମୁମ୍ବାଇ (ମହାରାଷ୍ଟ୍ର)ର ମିଳିତ ଆୟୋଜନରେ ହୋଇଥିବା ଆନ୍ତର୍ଜାତୀୟ ଚଳଚିତ୍ର ସମାରୋହରେ ପରଭାଫୋକ୍‌ ଅନୁଷ୍ଠାନ, କୁଟେନପାଲି, ବଲାଙ୍ଗିର ୟୁଟ୍ୟୁବ
Read More...

ବାର୍ଥଡେ କ୍ୟାଣ୍ଡେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଶ୍ରମିକ ଜୀବନ୍ତ ଦଗ୍ଧ

ମୁମ୍ବାଇ : ମହାରାଷ୍ଟ୍ରର ପୁଣେରେ ଥିବା ଏକ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ । ନିଆଁ ଏତେ ଭୟାନକ ଥିଲା ଯେ ଭତରକୁ ଯିବା ଅସମ୍ଭବ ଥିଲା । ଅଗ୍ନିକାଣ୍ଡ ଯୋଗୁଁ ୬ ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ପୁଣେର ପିମ୍ପରି ଚିଞ୍ଚୱାଡ ସହରରେ ଏହି ଘଟଣା ଘଟିଛି। ପିମ୍ପରି ଚିଞ୍ଚୱାଡର
Read More...

ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଜଣେ ମୃତ

ନବରଙ୍ଗପୁର : ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଜଣେକ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ନାଁ ବ୍ରିଜେଶ ଦ୍ଵିବେଦୀ । ନବରଙ୍ଗପୁର ଵ୍ଳକ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣମ ନିର୍ମାଣଧିନ ଜାତୀୟ ରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ
Read More...

ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍

ପୁରୀ : ପୁରୀରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ । ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଅଷ୍ଟମ ସନ୍ଧ୍ୟା : ଆମେ ନାଟୁଆ ତରଫରୁ ନାଟକ ମହାଶୂନ୍ୟ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଅଷ୍ଟମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଆମେ ନାଟୁଆ ତରଫରୁ ନାଟକ ମହାଶୂନ୍ୟ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଗଙ୍ଗାଧର ଜେନା ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକରେ
Read More...

ଆର୍ମି ଯବାନ ହତ୍ୟାକାଣ୍ଡ ରହସ୍ୟର ଫର୍ଦ୍ଦାଫାସ କଲା ଗଞ୍ଜାମ ପୋଲିସ : ହତ୍ୟାକାଣ୍ଡ ସମ୍ପୃକ୍ତିରେ ୫ଜଣ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ କାଳୀପଲ୍ଲୀ ଗ୍ରାମର ମାଟିର ମାଆ ପାଇଁ ସେବାରେ ନିୟୋଜିତ ଆର୍ମି ଯବାନ ଜେ.ଦିଲେଶ୍ୱର ପାତ୍ର ହତ୍ୟାକାଣ୍ଡର ରହସ୍ୟ ଶୁକ୍ରବାର ସନ୍ଧ୍ୟାରେ ଫର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ ପ୍ରଶାସନ ।
Read More...

ଆଜି ଚତୁର୍ଥ ଦିନରେ ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଚାଲିଛି ଆଇଟି ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚତୁର୍ଥ ଦିନରେ ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଚାଲିଛି ଆଇଟି ଚଢାଉ । ବ୍ୟାଙ୍କରେ ଗଣା ଚାଲିଛି ଟଙ୍କା । ଏପଟେ ଜାରି ରହିଛି ଚଢାଉ । ୫ଟି ଇନୋଭା ଗାଡିରେ ଆସି ଆଇଟି ଅଧିକାରୀମାନେ ସୁଦପଡ଼ା ମଦଭାଟିରେ ଡେରା ପକାଇଛନ୍ତି । ପ୍ରଥମେ ଟ୍ରକ୍‌ରେ ବଲାଙ୍ଗିର
Read More...

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଙ୍କୁ ବେଣ୍ଡବାଜା ସହ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଅଧ୍ୟକ୍ଷ
Read More...

ତୁରେକେଲା ବ୍ଲକରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥର ଶୁଭାରମ୍ଭ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥ ପରିକ୍ରମା ଶୁକ୍ରବାର ଦିନ କରିଛି । ପ୍ରଥମ ପର୍ଯ୍ୟାୟରେ ବ୍ଲକର ଝରଣି ଓ ତୁରେକେଲା ସଦର ପଂଚାୟତରେ ପରିକ୍ରମା କରିଛି । ଏହି ରଥ କେନ୍ଦ୍ର ସରକାରଙ୍କ ବିଭିନ୍ନ ସରକାରୀ
Read More...