Yearly Archives

2023

ଶିଶୁ ବିକାଶ କେନ୍ଦ୍ରର ୩୯ତମ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର ୩୯ତମ ପ୍ରତିଷ୍ଠା ଦିବସ ଟାଉନ ବାଳିକା ବିଦ୍ୟାଳୟର ସଭାକକ୍ଷଠାରେ ପାଳିତ ହୋଇଯାଇଛି । ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ମଣ୍ଡଳୀ ନିଳମଣି ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ
Read More...

ଡେଲାଙ୍ଗରେ ଆମ ସଂକଳ୍ପ ବିକଶିତ ଭାରତ ଯାତ୍ରା ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ଦ୍ୱାରା ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ, ଆଜି ଶନିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ କୋଠାବାଡ଼ ଗ୍ରାମ ପଂଚାୟତଠାରେ ପହଂଚିବା
Read More...

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ରକ୍ତ ସମୂହ ପରୀକ୍ଷଣ ଓ କେମ୍ପସ୍ ସଫେଇ ଅଭିଯାନ ସମାରୋହ

ଧର୍ମଶାଳା, (କେପିଏନ୍‌ଏସ୍‌) : ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ଧର୍ମଶାଳା, ସୁବର୍ଣ୍ଣପୁରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଚାଲିଛି "କ୍ରୀଡ଼ା
Read More...

କବି ସଂଜୟ କୁମାର ମିଶ୍ରଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ସଂସ୍କୃତି ଗବେଷକ ଡକ୍ଟର ସଂଜୟ କୁମାର ମିଶ୍ରଙ୍କ ମାତା ଶ୍ରୀମତୀ ଶାନ୍ତିଲତା ମିଶ୍ରଙ୍କ ୭୧ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶ୍ରୀମତୀ ମିଶ୍ର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାର ଦୀର୍ଘଦିନ ହେବ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ବଡପୁଅ ମନୋଜ
Read More...

ଟିଟିଲାଗଡ଼ରେ ଏଲ୍‌ଆଇସିର ସମ୍ବଲପୁର ମଣ୍ଡଳସ୍ତରୀୟ ଏସ୍‌ସି, ଏସ୍‌ଟି, ବୁଦ୍ଧିଷ୍ଟ କଲ୍ୟାଣ କର୍ମଚାରୀ ସଂଘର ୩୦ତମ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସ୍‌ସି, ଏସ୍‌ଟି, ବୁଦ୍ଧିଷ୍ଟ ଏଲ୍‌ଆଇସି କଲ୍ୟାଣ କର୍ମଚାରୀ ସଂଗଠନର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସର୍ବ
Read More...

ରାଉରକେଲା ମହାବିଦ୍ୟାଳୟରେ ନୂଆ-ଓ ପରିଯୋଜନା ଅନ୍ତର୍ଗତ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ପରିଯୋଜନା ଅନ୍ତର୍ଗତ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ସେକ୍ଟର-୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା
Read More...

ସମ୍ବଲପୁରର ମାଲଗୁଣ୍ଡରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ସମ୍ବଲପୁର : ସମ୍ବଲପୁରର ମାଲଗୁଣ୍ଡରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ
Read More...

ଇଟାଲୀ ହସ୍ପିଟାଲରେ ଅଗ୍ନିକାଣ୍ଡ : ୪ ମୃତ, ଅନେକ ଆହତ

ଟିଭୋଲି : ଇଟାଲୀର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଇଟାଲୀ ରାଜଧାନୀ ରୋମ ସହର ବାହାରେ ଅବସ୍ଥିତ ଏହି ହସ୍ପିଟାଲରେ ନିଆଁ ଲାଗିବା ଯୋଗୁ ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲମାନଙ୍କୁ ସ୍ଥାନାନ୍ତର
Read More...

ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର : ଦୁର୍ଘଟଣା ଘଟାଇ ପୋଲିସ ଡ୍ରାଇଭର ଫେରାର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ବ୍ରହ୍ମପୁର ଆଙ୍କୁଲି ନିଗମ ନଗରର ପ୍ରମୋଦ ନାଇକ ଓ ନିମଖଣ୍ଡି ପେଣ୍ଠର ଶିବ ନାଇକ । ଦୁର୍ଘଟଣା ଘଟାଇ ପୋଲିସ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ ଯେ,
Read More...

ତୃତୀୟ ପଦ୍ମପୁର ଲୋକ ମହୋତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୃତୀୟ ପଦ୍ମପୁର ଲୋକ ମହୋତ୍ସବ ଉପଲକ୍ଷେ ଗତ କାଲି ଓ ଆଜି ଦୁଇ ଦିନ ଧରି ବୋଡ଼ାସମ୍ବର ବ୍ଲକର ଵିଭିନ୍ମ ସ୍କୁଲ ଓ କଲେଜ ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ସ୍ଥାନୀୟ ରାଜବୋଡା ସମ୍ବର ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବକୃତା
Read More...