Yearly Archives

2023

ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସୋମବାର ସନ୍ଧ୍ୟାରେ ଉଦ୍‌‌ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍‌‌ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ମାଇଣ୍ଡ ଲ୍ୟାବ୍‌‌, ରିହାବିଲିଟେସନ୍‌‌ ଲ୍ୟାବ୍‌‌, ରିକଭରି
Read More...

ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ : ଶିମିଳିପାଳରେ ସର୍ବନିମ୍ନ ୪ ଡିଗ୍ରୀ

ବାରିପଦା : ମୟୂରଭଞ୍ଜ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ବୃଦ୍ଧାବୃଦ୍ଧ, ଶିଶୁ, ଗୃହପାଳିତ ପ୍ରାଣୀ ଓ ବନ୍ୟପ୍ରାଣୀମାନେ କଷ୍ଟ ଭୋଗୁଛନ୍ତି । ଏପରିକି ଜିଲ୍ଲାରେ ୧୦ ଡିଗ୍ରୀ ତଳେ ତାପମାତ୍ର ରହୁଥିବା ବେଳେ ଜୈବ ମଣ୍ଡଳ ଶିମିଳିପାଳରେ ପାରଦ ସର୍ବନିମ୍ନ ୪ ଡିଗ୍ରୀ ସେଲ୍‌ସିୟସ ରହିଛି ।
Read More...

ଜାନୁୟାରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର : ଜାନୁୟାରୀ ୨ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ୨୬ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସ୍‌ଇ) ପକ୍ଷରୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପରୀକ୍ଷା କେନ୍ଦ୍ରଗୁଡିକୁ ପଠାଯିବ । ଯଦି କୌଣସି ସ୍ଥାନରେ
Read More...

ବଲାଙ୍ଗିର ସୁଦ୍‌ପଡ଼ା ମଦଭାଟିରୁ ବାହାରିଥିବା ଶହ ଶହ କୋଟି ଟଙ୍କା ଘଟଣାରେ ସିବିଆଇ ତଦନ୍ତ ଦାବୀ କଲେ ବରିଷ୍ଠ ଆଇନଜୀବୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦ୍‌ପଡ଼ା ମଦଭାଟିରୁ ବାହାରିଥିବା ଶହ ଶହ କୋଟି ଟଙ୍କା ଘଟଣାରେ ସିବିଆଇ ତଦନ୍ତ ଦାବୀ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା କୋଶଲ୍‌ବାଦୀ ନେତା ପ୍ରମୋଦ କୁମାର ମିଶ୍ର । ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଶ୍ରୀ ମିଶ୍ର କହିଛନ୍ତି
Read More...

ଶରଦ ପାୱାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏନସିପି ନେତା ଶରଦ ପାୱାରଙ୍କୁ ତାଙ୍କ ୮୩ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଦିଆଯାଇଥିବା ଶୁଭେଚ୍ଛା ଜଣାଇ ମୋଦି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି । ସେ ସୋସିଆଲ ମିଡିଆରେ
Read More...

ଆସନ୍ତାକାଲି ଶପଥ ନେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଡକ୍ଟର ମୋହନ ଯାଦବ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ଗତକାଲି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶ୍ରୀ ଯାଦବ ରାଜଭବନ ଯାଇ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ।
Read More...

ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓଡ଼ା ହେବେ ଉପମୁଖ୍ୟମନ୍ତ୍ରୀ ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ
Read More...

ଚିଲିକା କୂଳରୁ ନୂତନ ପ୍ରଜାତିର ଆମ୍ଫିପୋଡ୍ ଜୀବ ଚିହ୍ନଟ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ଉପକୂଳରେ ନୂତନ ପ୍ରଜାତିର ସାମୁଦ୍ରିକ ଜୀବ ଆମ୍ଫିପୋଡ୍ଆ ଚିହ୍ନଟ ହୋଇଛି । ବିଭାଗର ସହକାରୀ ପ୍ରଫେସର ଶେଷଦେବ ପାତ୍ରଙ୍କ ତତ୍ଵାବଧାନରେ ବିଭାଗର ଗବେଷିକା ଗୀତାଞ୍ଜଳି ଭୋଇ ଏବଂ ଲିପିକା ତରଫଦାର ଚିଲିକା
Read More...

ନେଟଓ୍ୱର୍କ ପାଇଁ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ମୂଷାନାଳ ଠାରେ ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଅସୁବିଧା । ଏ ନେଇ ସୋମବାର ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ ତାଲା ପକାଇ ରଖିଥିଲେ ଗ୍ରାମବାସୀ । ସୂଚନାନୁସାରେ ଡିଜିଟାଲ୍ ଇଣ୍ଡିଆର ଆଧୁନିକ ଯୁଗରେ ଭାରତ ସରକାର ଦେଶର ସମସ୍ତ
Read More...