Yearly Archives

2023

ରାସ୍ତା ନାଳର ପୁନରୁଦ୍ଧାର ପାଇଁ ଶୁଭ ଦେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ୱାର୍ଡ଼ ନମ୍ବର ୯ ଅନ୍ତର୍ଗତ ଗଣେଶ ନଗର ଓ ବନ୍ଧ ସାହିରେ ରାସ୍ତା-ନାଳର ପୁନରୁଦ୍ଧାର ତଥା ନିର୍ମାଣ ପାଇଁ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଶୁଭ ଦେଇଛନ୍ତି
Read More...

ବ୍ରହ୍ମପୁରସ୍ଥ ଡେକାନ ହାଏର ସେକେଣ୍ଡାରୀ ସ୍କୁଲ ତରଫରୁ ଆୟୋଜିତ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ -୨୦୨୩ ପାଳନ ଅବସରରେ ସ୍ଥାନୀୟ ଚନ୍ଦନିଆ, ଗୁଲା ରଘୁନାଥପୁରସ୍ଥିତ "ଡେକାନ ହାଏର ସେକେଣ୍ଡାରୀ ସ୍କୁଲ" ତରଫରୁ ଆୟୋଜିତ "ନୂଆଁ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖେଳ,
Read More...

ସାମ୍ବାଦିକମାନେ ଧୈର୍ଯ୍ୟ, ସଂଯମତା ରକ୍ଷାକରିବା ସାଂଗକୁ ନିଜର ମାନସିକ ସ୍ଥିତିକୁ ଉନ୍ନତ ଓ ସୁଦୃଢ଼ କରି କାର୍ଯ୍ୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଣମାଧ୍ୟମ ପ୍ରତିନିଧିମାନେ ତଥା ସାମ୍ବାଦିକମାନେ ନୀତିନିଷ୍ଠାପରତା ହେବା ସାଂଗକୁ ଧୈର୍ଯ୍ୟ,ସଂଯମତା ରକ୍ଷାକରିବା ସାଂଗକୁ ନିଜର ମାନସିକ ସ୍ଥିତିକୁ ଉନ୍ନତ ଓ ସୁଦୃଢ଼ କରି କାର୍ଯ୍ୟ କରିବା ଆବଶ୍ୟକ । ତେବେ ଯାଇ ସମାଜର ଏକ ନୂତନ ପରିବର୍ତ୍ତନ ଆସିବ
Read More...

ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ତରଫରୁ ୭ ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘର ଡାକରା କ୍ରମେ ଆଜି ଖପ୍ରାଖୋଲ ଉପ ଡାକଘର ଅଧୀନରେ ଥିବା ଗ୍ରାମୀଣ ଡାକ ସେବକ (ଜିଡିଏସ୍‌)ମାନେ ୭ ଦଫା ଦାବୀ ନେଇ ଖପ୍ରାଖୋଲ ଉପ ଡାକଘର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟରେ ବସିଛନ୍ତି । ଏନେଇ
Read More...

ଆକ୍ସନ ମୋଡରେ ପାଟଣାଗଡ଼ ପୋଲିସ : ୩୦୦ ବୋତଲ କଫ ସିରପ ସହ ୩ଜଣ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଆକ୍ସନ ମୋଡରେ ପାଟଣାଗଡ଼ ପୋଲିସ । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ପୋଲିସ ବେଆଇନ ଭାବେ କଫ ସିରପ ଚାଲାଣ କରୁଥିବା ତିନି ଜଣ ନିଶା ବେପାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୦୦ ବୋତଲ ଟସ୍‌କୋରେକ୍ସ କଫ ସିରପ ଜବତ କରିଥିବା ପାଟଣାଗଡ଼ ଏସ୍‌ଡିପିଓ
Read More...

ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା ୨୦୨୩-୨୪ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ୨୦୨୩-୨୪ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ଆଠଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ, କ୍ରୀଡା, ସାମାଜିକ ସଚେତନତା ପରି ବିଭିନ୍ନ କାର୍ଯ୍ୟକ୍ରମ
Read More...

ରୋତ କଲେଜରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ବାଣୀ ନିକେତନ ରୋତଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୁଲ୍ୟରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ରଥ ଓ କାର୍ଯ୍ୟକ୍ରମ ଅଧିକାରୀ ଅର୍ଜେନ୍ଦୁ
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା” ସପ୍ତମ ଦିବସରେ କ୍ରୀଡା…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର କ୍ରୀଡା ଓ
Read More...

ସମାଜସେବୀ କଲ୍ୟାଣୀ ମିଶ୍ରଙ୍କ ଦ୍ୱାରା ମୁମୁର୍ଷ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଟାସିଂହା ଲଛିପୁର ରାସ୍ତାର ବିଶେଶ୍ୱରପାଲି ନିକଟରେ ମୁମୁର୍ଷ ଅବସ୍ଥାରେ ଜଣେ ବୃଦ୍ଧଙ୍କୁ ସମାଜ ସେବି କଲ୍ୟାଣୀ ମିଶ୍ର ଉଦ୍ଧାର କରି ଲଛିପୁର ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ନହେବାରୁ ତାଙ୍କୁ ନାଇକେନପାଲି ସ୍ୟାସ୍ଥ୍ୟ
Read More...

ହ୍ୟାଣ୍ଡଲୁମ୍ ସେକ୍ଟରରୁ ଜିଏସ୍‌ଟି ଛାଡ କରିବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସଂସଦର ଶୀତକାଳୀନ ଅଧିବେଶନରେ ଆଜି ଶୂନ୍ୟକାଳରେ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦାବୀ ଉପସ୍ଥାପନ କରିଥିଲେ ଯେ, କେନ୍ଦ୍ର ସରକାର ହ୍ୟାଣ୍ଡଲୁମ୍ ସେକ୍ଟରରୁ ଜିଏସ୍‌ଟି
Read More...