Yearly Archives

2023

ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକଙ୍କ ଧର୍ମଘଟ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଉପଖଣ୍ଡ ମୁଖ୍ୟ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକସେବକଙ୍କ ଛ' ଦଫା ଦାବୀ ଯଥା ଆଠ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ, ସିଭିଲ ସର୍ଭେଣ୍ଟ ମାନ୍ୟତା ତଥା ପେନ୍‌ସନ୍‌, କମଲେସ ଚନ୍ଦ୍ର କମିଟି ସୁପାରିସ, ଗ୍ରାଚୁଇଟି ଦେଢ଼ ଲକ୍ଷରୁ ପାଞ୍ଚ ଲକ୍ଷ ଆଦି ଦାବୀ ନେଇ
Read More...

ଅଭିନେତା ଶ୍ରେୟସ୍‌ ତଲପଡେ ହୃଦଘାତର ଶିକାର

ନୂଆଦିଲ୍ଲୀ : ଅଭିନେତା ଶ୍ରେୟସ୍‌ ତଲପଡେ ହୃଦଘାତର ଶିକାର । ସେ ମରାଠୀ ଚଳଚ୍ଚିତ୍ର ସହିତ ହିନ୍ଦୀରେ କାମ କରିଛନ୍ତି । ଗୁରୁବାର ଦିନ ସନ୍ଧ୍ୟାରେ ସୁଟିଂ ସାରି ଘରକୁ ଯିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶ୍ରେୟାସଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ମୁମ୍ବାଇର
Read More...

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ

କଳାହାଣ୍ଡି, (କେପିଏନ୍‌ଏସ୍‌) : ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଦୁଇ ଦିନିଆ କଳାହାଣ୍ଡିଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ବଂଶଲ ଭବାନୀପାଟଣାରେ ଆୟୋଜିତ ମାଓ ଗତିବିଧି ଉପରେ ସମୀକ୍ଷା କରିଥିଲେ । ଏହି ସମୟରେ ୧୦ଟି ଜିଲ୍ଲାର ମାଓ ସ୍ଥିତି ସମ୍ପର୍କରେ ଉପସ୍ଥିତ
Read More...

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସହରାଞ୍ଚଳରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ବଡ଼ଗଡ଼ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ ।
Read More...

ବିପଦରେ ବିଜୁ ହାଇୱେ ଯାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ପଦ୍ମପୁର - ନୂଆପଡା ବିଜୁ ହାଇୱେରେ ରାସ୍ତା ନିର୍ମାଣ ତ୍ରୁଟି ଯୋଗୁ ମର୍ମନ୍ତୁକ ଦୁର୍ଘଟଣା ଦେଖିବାକୁ ମିଳୁଛି । ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣୀ ହେଲେ ସରକାର ଆଖି ଦୃଶିଆ ପଦକ୍ଷେପ ଆଜି ପର୍ଯ୍ୟନ୍ତ ନେଇ ଥିବା ଜଣା ପଡୁନାହିଁ ।
Read More...

ଡିସେମ୍ବର ୨୦ରୁ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୂଡାନ୍ତରେ ପହଞ୍ଚିଲା ପ୍ରସ୍ତୁତି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ' ସାହାଜି ଯୁବକ ସଂଘର ସହଯୋଗରେ ଆସନ୍ତା ଡିସେମ୍ବର ୨୦ ତାରିଖଠାରୁ ୨୮ ତାରିଖ ପର୍ଯ୍ୟନ୍ତ
Read More...

ଓବିସି ଜନଜାଗରଣ ରଥକୁ ନୂଆପଡ଼ାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡା, (ନିରାକାର ମେହେର) : ଓବିସି ଶ୍ରେଣୀର ଲୋକମାନଙ୍କୁ ଜନଜାଗରଣ କରିବା ପାଇଁ ରାଜ୍ୟବ୍ୟାପୀ ଭ୍ରମଣ କଲା ଓବିସି ରଥ । ମଙ୍ଗଳବାର ନୂଆପଡା ଜିଲ୍ଲାରେ ଏହି ରଥ ଭ୍ରମଣ କରିଛି । ଏହି ରଥକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ରାଜ୍ୟ ଓବିସି ମଞ୍ଚ
Read More...

ଇଞ୍ଜେକ୍ସନ୍‌ ପାଇଁ ହଇରାଣ ହେଉଛନ୍ତି ପ୍ରସୂତି ମହିଳା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁରିବାହାଲ ଗାଁର ପ୍ରସୂତି ମହିଳାମାନେ ଇଞ୍ଜେକସନ୍‌ ପାଇଁ ହଇରାଣ ହେଉଥିବା ଅଭିଯୋଗ ଜଣାଇଛନ୍ତି । ଏନେଇ ଗର୍ଭବତୀ ମହିଳାମାନଙ୍କ ସୁବିଧା ପାଇଁ ସରକାର ଜନନୀ ସୁରକ୍ଷା ଯୋଜନା
Read More...

ଚୁଡାପାଲି ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

ଚୁଡାପାଲି, (କେପିଏନ୍‌ଏସ୍‌) : ଦୁଇଦିନ ଧରି ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଚୁଡାପାଲିର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ପରିଚାଳନା ସମିତିର ଉପ ସଭାପତି କ୍ଷେତ୍ରବାସୀ ଭୋଇ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରିଚାଳନା
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଫେଶନ ଶୋ, ପାରମ୍ପରିକ ନୃତ୍ୟ ଓ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଗୁରୁବାର ଦିନ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଏକମାତ୍ର ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ନବମ ଦିବସରେ ଏକ ଫେଶନ ଶୋ, ପାରମ୍ପରିକ ନୃତ୍ୟ, ନାଟକ
Read More...