Yearly Archives

2023

ତୁଷୁରା କ୍ଲଷ୍ଟରର ଏଫ୍‌ଏଲ୍‌ଏନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏସି କ୍ଲଷ୍ଟରର ଜି୨୦ ଅନ୍ତର୍ଗତ ଏଜୁକେସନ୍ ଓ୍ଵାର୍କିଂ ଗ୍ରୁପର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ନୋଡାଲ୍ ହାଇସ୍କୁଲଠାରେ
Read More...

ଚାନ୍ଦଲି ପାହାଡର ଉନ୍ନୟନମୂଳକ କାମ ପାଇଁ ୧ କୋଟି ଟଙ୍କା ମଞ୍ଜୁର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଭୀମପାହାଡ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପମାନ ନେଉଛନ୍ତି । ସେହିକ୍ରମରେ ଐତିହାସିକ ଚାନ୍ଦଲି ପାହାଡର ମଧ୍ୟ ବିକାଶ କରାଯାଇ ପର୍ଯ୍ୟଟନସ୍ଥଳୀ କରିବାକୁ ଦାବୀ ହୋଇଆସୁଛି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ
Read More...

ଇନ୍ଦିରାନଗରରେ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପୁରସ୍କାରପ୍ରାପ୍ତ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା :…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପୁରସ୍କାର ପାଇଥିବା ପ୍ରେମ ପ୍ରକାଶ ପଧାନ ଓ ଅଭିନାଶ ଦାଶଙ୍କୁ ବଲାଙ୍ଗିର ଇନ୍ଦିରାନଗରବାସୀଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ପୌର ଅଧ୍ୟକ୍ଷା ଶ୍ରୀମତୀ
Read More...

ଇତିହାସ ରଚିଲା କେଭିଆଇସି : ୯ ବର୍ଷରେ ୩୩୨ ପ୍ରତିଶତ ବଢ଼ିଲା ବିକ୍ରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଆତ୍ମନିର୍ଭର ଭାରତ ଅଭିଯାନ’କୁ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ନୂଆ ଉଚ୍ଚତାକୁ ନେଇଯିବା ସହିତ ବିଶ୍ୱ ଆଗରେ ଦୃଢ଼ ଭାରତର ଦୃଢ଼ ଛବି ଉପସ୍ଥାପନ କରିଛି । ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ
Read More...

‘କୋଶଳ ପ୍ରବାହ’ର ପ୍ରଭାବ, ଖବର ପ୍ରକାଶନ ପରେ କଁସିଲ ଗାଁରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ କଁସିଲ ଗାଁର ଷ୍ଟ୍ରିଟ୍ ଲାଇଟ୍ ଦୀର୍ଘ ଦିନ ଧରି ଅଚଳ ଥିବା ଖବର ଗତ ଏପ୍ରିଲ୍ ୨୭ ତାରିଖରେ ଆମର 'କୋଶଳ ପ୍ରବାହ'ରେ ପ୍ରକାଶିତ ହୋଇଥିଲା । ତେବେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ଦେଖାଇ ଉକ୍ତ
Read More...

ଇଣ୍ଡିଆନ ଗୋଲଡେନ୍‌ ଭଏସ୍‌ ସିଜିନ-୭ରେ ରନର୍ସ-ଅଫ୍ ହେଲେ ପଶ୍ଚିମ ଓଡିଶାର ଖଗେଶ୍ୱର ବାଗ

ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡ଼ି) : ପଶ୍ଚିମବଙ୍ଗର କୋଲକାତାରେ ଚାଲିଥିବା ଇଣ୍ଡିଆନ୍ ଗୋଲଡେନ୍ ଭଏସ୍‌ ଅନଲାଇନ୍ ପ୍ରତିଯୋଗିତାର ସିଜନ୍-୭ରେ ରନର୍ସ ଅଫ୍ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବରତୁଣ୍ଡା ଗ୍ରାମର ଖଗେଶ୍ୱର ବାଗ । ତାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି ।
Read More...

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି । ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଲୋକ
Read More...

କେଟିଏଚ୍‌ ଟ୍ରଷ୍ଟ ପକ୍ଷରୁ ଶୋକସଭା ଓ ରିଲିଫ ପାଣ୍ଠିକୁ ଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ଅସ୍ଥିଶଲ୍ୟ ଚିକିତ୍ସାଳୟ କେଟିଏଚ୍‌ ଡାକ୍ତରଖାନାର ପରିଚାଳନା ମଣ୍ଡଳୀ କେଟିଏଚ୍‌ ଟ୍ରଷ୍ଟ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ ପାଇଛି । ଡାକ୍ତରଖାନା ପରିସରରେ ଏକ ଶୋକ ସଭାର ଆୟୋଜନ ଅବସରରେ
Read More...

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ତାଙ୍କ ନାମ ପଞ୍ଜିକରଣ କରିବା ପାଇଁ ନିତେଶ କୁମାରଙ୍କ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ସାମାଜିକ କର୍ମୀ ତଥା ଶିକ୍ଷକ ନିତେଶ କୁମାର, ଯିଏ ସର୍ବଦା ସାମାଜିକ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ଲେଖାଇବା ପାଇଁ ଏପର୍ଯ୍ୟନ୍ତ ୫୬ଟି ମନ୍ଦିରକୁ ଭ୍ରମଣରେ ଯାଇ ପ୍ରାର୍ଥନା
Read More...

ନଅଗାଁ କ୍ରିକେଟ ପ୍ରିମିୟର ଲିଗ୍‌ ଉଦଯାପିତ

ଆଗଲପୁର, (କେପିଏନ୍‌ଏସ୍‌) : ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଆଗଲପୁର ବ୍ଲକ ନଅଗାଁ (ଖ) ପ୍ରିମିୟର ଲିଗ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରିମିୟର କ୍ରିକେଟ ଲିଗ୍‌ରେ ବିଭିନ୍ନ ଗ୍ରାମଞ୍ଚଳରୁ ୫ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ଖେଳ "ମାସ ମହାରାଜା" ଓ "ଏମର୍‌ଜିନ ଷ୍ଟ୍ରାଇକର"
Read More...