Yearly Archives

2023

ଉଲୁଣ୍ଡା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୫୨ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ
Read More...

ବଲାଙ୍ଗିର ରାଧିକାନଗରରୁ ଚୋରି ହୋଇଥିବା ଘଟଣା : ଖର୍‌ସେଲପଡାର ଚାରି ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଉନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଧିକାନଗରରୁ ଗତ କିଛି ଦିନ ତଳେ ଗୋପବନ୍ଧୁ ସାହୁଙ୍କ ଘରୁ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ ପୁଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ଖର୍‌ସେଲପଡାର ସୁଷଣ ଓରଫ ବୁଡ଼କୁ ବଢିଆ(୨୪),
Read More...

ୟୁନିକ ଏଜୁକେସନର ସଫଳତା ପାଇଁ ଛୁଟୁଛି ପ୍ରଶଂସାର ସୁଅ

ଭୋଗରାଇ, (ଶିବନାରାୟଣ ପାତ୍ର) : ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ କମର୍ଦ୍ଦା କଲେଜ ଛକ ନିକଟସ୍ଥ ଗଢ଼ି ଉଠିଥିବା ଘରୋଇ କୋଚିଂ ସେଣ୍ଟର ୟୁନିକ ଏଜୁକେସନର ଶତପ୍ରତିଶତ ସଫଳତା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । କମର୍ଦ୍ଦା ସୁରେନ୍ଦ୍ର ନାଥ ଉଚ୍ଚ ମାଧ୍ୟମିକ
Read More...

ହରିଶଙ୍କର ଠାରେ ଯୁବ କୈବର୍ତ୍ତ ସମାଜର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ ବାଗ) : ରବିବାର ହରିଶଙ୍କର ଠାରେ ଯୁବ କୈବର୍ତ୍ତ ସମାଜ ବଲାଙ୍ଗିରର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ମାଁ ଅଶ୍ୱିନୀ ବାସେଲୀ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଦେବୀ ବନ୍ଦନା ଗାନ ପରେ ଜାତି ସଂଗୀତ ଗାନ କରାଯାଇଥିଲା । ସମସ୍ତ
Read More...

କୁଲୁତା ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିର ଅଫିସରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ବଲାଙ୍ଗିର କୁଲୁତା ସମାଜ କର୍ମକର୍ତ୍ତା ତଥା ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ସଭାରେ ବଲାଙ୍ଗିର କୁଲୁତା ସମାଜର ସଭାପତ ରବିନ୍ଦ୍ରର କୁମାର ପଧାନ ସଭାପତିତ୍ୱ
Read More...

ଡାକ୍ତର କର୍ତ୍ତବ୍ୟରେ ଅବହେଳା ନ କରି ସେବାଭିମୁଖୀ ହୁଅନ୍ତୁ : ନରସିଂହ

ଭୀମଭୋଇ ମେଡିକାଲ୍‌ ସମସ୍ୟାକୁ ନେଇ ଡିନ୍‌ ଓ ସୁପରିଟେଣ୍ଡେଣ୍ଟ୍‌ଙ୍କ ସହ ଆଲୋଚନା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର କିଛି ବିଭାଗର ଚିକିତ୍ସାକୁ ନେଇ ଅବହେଳା ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି । ବିଶେଷ କରି ଅସ୍ତିଶଲ୍ୟ, ଶଲ୍ୟ, ସ୍ତ୍ରୀ ଓ
Read More...

ଶିବତଲାରେ ଷାଠିଏ ଘର ଡୁମାଲ ସମାଜର ଜାଗରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମ ସ୍ଥିତ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଗୁରୁଦେବ କର୍ମୀଙ୍କ ସଭାପତିତ୍ୱରେ ଷାଠିଏ ଘର ଡୁମାଲ ସମାଜର ଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ କରନ ଯୋଗ ଦେଇ ଜାତି ଆଧାରିତ ଡୁମାଲ
Read More...

ଲେଡି ଲାୟନ ତରଫରୁ ଗ୍ରୀଷ୍ମ ସୃଜନଶୀଳତା ଶିବିର ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଝିରପାଣି ଅଂଚଳର ମହିଳା ସାମାଜିକ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଗ୍ରୀଷ୍ମ ସୃଜନଶୀଳତା ଶିବିର ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମାହତୋଙ୍କ ସଭାପତିତ୍ୱ ଓ କବିତା ମାହତୋଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିର ଗତ ୧ ତାରିଖରୁ
Read More...

୨୯ତମ ଉଷୁ ପ୍ରତିଯୋଗିତାରେ ୨ୟ ରନର୍ସ ସ୍ଥାନ ଅଧିକାର କଲା ପୁରୀ ଜିଲ୍ଲା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଅନଗୁଳ ସ୍ଥିତ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୯ତମ ଉଷୁ ପ୍ରତିଯୋଗିତାରେ ପୁରୀ ଜିଲ୍ଲାରୁ ଅଂଶ ଗ୍ରହଣ କରିଥିବା ଖେଳାଳିମାନେ ନିଜ କୃତିତ୍ୱ ପ୍ରଦର୍ଶନ କରି ୨ୟ ରନର୍ସ ସ୍ଥାନ ଅଧିକାର କରିଛନ୍ତି । ଖେଳାଳିମାନଙ୍କ ମଧ୍ୟରେ ୧୨ ବର୍ଷରୁ
Read More...

ପଞ୍ଚାୟତ ସମିତି ସ୍ତରୀୟ ଆଭିମୁଖୀକରଣ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେବା ଜଗତ ତରଫରୁ ସେଲ୍ କୋ ଫାଉଣ୍ଡେସନ ସୌଜନ୍ୟରେ ପଞ୍ଚାୟତ ସମିତି ସ୍ତରୀୟ ଆଭିମୁଖୀକରଣ ଶିବିର କାର୍ୟ୍ୟକ୍ରମ ବୁରାଟ ସ୍ଥିତ ତାଲିମ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେଲ୍‌କୋ ଫାଉଣ୍ଡେସନର ସ୍ୱାଗତିକା
Read More...