ନୀଲମ ଫାଉଣ୍ଡେସନର ବିଶ୍ୱଶାନ୍ତି ମହାଯଜ୍ଞ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ କଟକ ସ୍ଥିତ ଗଡଚଣ୍ଡୀ ପୀଠରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ତଥା ଆହତଙ୍କ ଆରୋଗ୍ୟ କାମନା କରାଯାଇ ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜନ କରାଯାଇଥିଲା । ଏହି ଯଜ୍ଞରେ!-->…
Read More...
Read More...