Yearly Archives

2023

ଜମ୍ମୁକାଶ୍ମୀର କୁପୱାଡାରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସୀମା ପାର୍ ହୋଇଥିବା ୫ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଭାରତ-ପାକିସ୍ତାନ ସୀମା ଏଲ୍‌ଓସି ନିକଟବର୍ତ୍ତୀ କୁପୱାଡା ଜିଲ୍ଲା ନିକଟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ଭିତରେ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ ଏହି
Read More...

ଶୁଳିଆ ଜଙ୍ଗଲ ହାତୀ ଏବେ ସହର ମୁଁହା : ନୟାଗଡ଼ ସହରରେ ପଶିଲା ଦନ୍ତା

ନୟାଗଡ଼ : ଶୁଳିଆ ଜଙ୍ଗଲ ହାତୀ ଏବେ ସହର ମୁଁହା । ଆଜି ସକାଳୁ ଜିଲ୍ଲାପାଳଙ୍କ ସରକାରୀ ବାସଭବନଠାରୁ କିଛି ଦୂରରେ ଦନ୍ତା ହାତୀଟି ସହର ଭିତରେ ଥିବା ରୂକ୍ଷୀ ପାହାଡ଼ ଉପରକୁ ଚଢ଼ିଯାଇଛି । ଖବର ପାଇ ବନକର୍ମଚାରୀ ପାହାଡ଼ ଉପରେ ଦନ୍ତାକୁ ଜଗିବସିଛନ୍ତି । ସୂଚନାରୁ ପ୍ରକାଶ, ନୟାଗଡ଼
Read More...

ତ୍ରୟୋଦଶୀରେ ମହାପ୍ରଭୁଙ୍କ ଘଣା ଲାଗି ନୀତି, ଖଳି ପ୍ରସାଦକୁ ଶ୍ରୀଅଙ୍ଗରେ ଲାଗି ପାଇଁ ଚାଲିଛି ପ୍ରସ୍ତୁତି

ପୁରୀ : ଓଷ ଓ ଦଶମୂଳ ମହୌଷଧି ଲାଗି ପରେ ଶ୍ରୀଜିଉମାନେ ଜ୍ୱରମୁକ୍ତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜାଙ୍କ ନିକଟରେ ପହଞ୍ଚିଗଲା । ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର । ଆଉ ମାତ୍ର ୨ ଦିନ ପରେ ଠାକୁରେ ନବଯୌବନ ରୂପରେ ଭକ୍ତଙ୍କୁ
Read More...

ଶ୍ରୀମନ୍ଦିରରେ ୮ କେଜିର ରୁପା ପାଦୁକା ଧରି ପହଞ୍ଚିଲେ ଭକ୍ତ

ପୁରୀ : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସ୍ଥାପିତ ହେବ ବିରାଟ ରୂପା ପାଦୁକା । ହାଇଦ୍ରାବାଦର ଶ୍ରଦ୍ଧାଳୁ ଶ୍ରୀନିବାସ ଶାସ୍ତ୍ରୀ ଏହି ପାଦୁକା ପୂଜା କରିବା ପାଇଁ ଗୁରୁବାର ପୁରୀ ଶ୍ରୀମନ୍ଦିର ଆଣିଛନ୍ତି । ଅଯୋଧ୍ୟାରେ ସ୍ୱତନ୍ତ୍ର କୁଶଳୀ କାରିଗରଙ୍କ ଦ୍ୱାରା ଏହି ପାଦୁକା ନିର୍ମାଣ କରାଯାଇଛି
Read More...

ଦୋକାନ କାନ୍ଥ ଭାଙ୍ଗି ଚୋରି ଉଦ୍ୟମ

ବାସୁଦେବପୁର : ଦୋକାନ କାନ୍ଥ ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିବା ବେଳେ କାବୁ କଲେ ସ୍ଥାନୀୟ ଲୋକ । ଘଟଣା ଘଟିଛି ବାସୁଦେବପୁର ବଜାର ସ୍ଥିତ ମିରାକିଲ ସ୍କୁଲ ସମ୍ମୁଖରେ । ଏଠାରେ ଥିବା ଏକ ହାର୍ଡଓୟାର ଦୋକାନର କାନ୍ଥ ଭାଙ୍ଗି ଚୋରି ଉଦ୍ୟମ କରୁଥିବା ସମୟରେ ଜଣକୁ କାବୁ କରିଛନ୍ତି
Read More...

ଭିଜିଲାନ୍ସ ଜାଲରେ ପୂର୍ବତନ ଯୋଗଣ ଅଧିକାରୀ

ଭୁବନେଶ୍ୱର : ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ସିଭିଲ ସପ୍ଲାଏ ଅଫିସର ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ରେଡ୍ କରିଛି ପୋଲିସ୍‌ । ସୂଚନା ଅନୁଯାୟୀ, ଭୁବନେଶ୍ବର, ପୁରୀ​‌ର ପାଞ୍ଚଟି ସ୍ଥାନରେ ରେଡ୍‌
Read More...

ଅଘୋଷିତ ବିଦ୍ୟୁତ କାଟ ନେଇ ବିଜେପିର ପ୍ରତିବାଦ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଭାରତୀୟ ଜନତା ପାର୍ଟି ଦ୍ୱାରା ଟାଟା ପାୱାରର ଅଘୋଷିତ ବିଦୁତ୍‌ କାଟକୁ ନେଇ ଗୁରୁବାର ସଂଧ୍ୟାରେ ସ୍ଥାନୀୟ ବିଦ୍ୟୁତ୍‌ ସେକ୍ସନ ଅଫିସ ସମ୍ମୁଖରେ ୨ ଘଂଟିଆ ପ୍ରତିବାଦ ସଭା କରାଯାଇଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଓଡିଶା
Read More...

ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମକୁ ଜାତୀୟ ଜଳ ପୁରସ୍କାର

• ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ଗ ୧୭ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପୁରସ୍କୃତ କରିବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଜଳ ପୁରସ୍କାର ନିମନ୍ତେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ଭାବେ ମନୋନୀତ ହୋଇଥିବା ବେଳେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ
Read More...

ନିମ୍ବ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ହରିଶଙ୍କର ଫାଣ୍ଡି ଅନ୍ତର୍ଗତ ବାଗଝରଣ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଦେଇ ପାହାଡ଼ ତଳେ ଥିବା ଗୋଟିଏ ନିମ୍ବ ଗଛରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଉତ୍ସ ବାଗ(୫୫) ମୂଳ ନିବାସୀ ଗୋଡ଼ଭଙ୍ଗା
Read More...

ରଜପାନର ଆଦର ସବୁବେଳେ

ରାଉରକେଲା, (ସସ୍ମିତା ପ୍ରଧାନ) : ରଜ ଆସିଲେ ସହର ଠୁ ପୁରପଲ୍ଲୀ ସବୁ ଉତ୍ସବ ମୁଖର ହୁଏ । ଘରେ ଘରେ ପିଠା ପଣାର ମହକ ଛୁଟେ । ରଜଦୋଳି, ତାସଖେଳ, ଲୁଡୁ, ବାଗୁଡି, ନୃତ୍ୟ ଗୀତରେ ସମସ୍ତେ ମତୁଆଲ ହୁଅନ୍ତି । ତେବେ ରଜପାନର ଚାହିଦା ଥିଲା, ରହିଛି, ରହିବ । ଏହି ପରିପ୍ରେକ୍ଷୀରେ ସେକ୍ଟର ୫
Read More...