Yearly Archives

2023

ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ୱର୍ଗତ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ୱର୍ଗତ ନାଟ୍ୟ ନିର୍ଦ୍ଦେଶକ, ଗବେଷକ, ସଂସ୍କୃତିଵିତ୍‌ ଶୈଳେନ୍ଦ୍ର ପ୍ରସାଦ ଆଚ୍ରା୍ୟଙ୍କ ଶୋକସଭା ଅନୁଷ୍ଠାନର ସଭାପତି ଜୀବେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପଠାରେ
Read More...

ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସେସନ୍‌ କେସ୍‌ ନଂ.୫୪/୩୦ ମସିହା ୨୦୨୦ ମାମଲାର ଶୁଣାଣି କରି ସାକ୍ଷ୍ୟମାନଙ୍କ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ବିଜୟ ବନଛୋରକୁ ଦୋଷୀ ସାବ୍ୟସ୍ତ କରି ଭାରତୀୟ ଦଣ୍ଡ ସଂହିତା ଅପରାଧ ୩୦୭ ଧାରାରେ
Read More...

୨୦ ଡିସେମ୍ବର ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟଟେଟିଭ୍‌ମାନଙ୍କର ପ୍ରତିବାଦ : ୨୪ ଘଣ୍ଟିଆ ଧର୍ମଘଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୦ ଡିସେମ୍ବାର ୨୦୨୩ ଦିନ ମେଡିକାଲ ଓ ସେଲ୍ସ ଓ ରିପ୍ରେଜଣ୍ଟିଟେଟିଭ୍‌ମାନଙ୍କର ସର୍ବ ଭାରତୀୟ ସଂଗଠନ ଫେଡେରେସନ ଅଫ୍‌ ମେଡିକାଲ ସେଲ୍ସ ରିପ୍ରେଜଣ୍ଟିଟେଟିଭ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଏମ୍‌ଆର୍‌ଏଆଇ)ର ଡାକରାରେ ସାରା ଦେଶରେ କାର୍ଯ୍ୟରତ ମେଡିକାଲ ଓ
Read More...

ନୂଆ-ଓ ଫେଷ୍ଟ ଉପଲକ୍ଷେ ଜିଲ୍ଲସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ପ୍ରଶାସନ ତରଫରୁ ନୁଆଁ-ଓ ଫେଷ୍ଟ ଉପଲକ୍ଷେ ସୋନପୁର ସ୍ଥାନୀୟ ନୂତନ ଟାଉନହଲଠାରେ ଆଜି ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ଏକକ ଅଭିନୟ ଓ ଷ୍ଟାଣ୍ଡ ଅପ କମେଡି ପ୍ରତିଯୋଗିତା ଅନୁଷ୍ଠିତ ଆରମ୍ଭ ହୋଇଥିବା
Read More...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୫୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

୧୩ଟି ଜିଲ୍ଲାର ୮୦ହଜାର ହେକ୍ଟର ଜମିକୁ ମିଳିଲା ପାଣି୩୩ଟି ମେଗାଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ୫ ବର୍ଷରେ କୃଷି ବଜେଟ୍‌ ୩ଗୁଣ ହୋଇ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛିଚାଷୀ ଭାଇମାନେ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ - ମୁଖ୍ୟମନ୍ତ୍ରୀଲୋୟର ସୁକତେଲ ଓ ଗଙ୍ଗାଧର ମେହେର ଉଠା
Read More...

ବିଲେଇସର୍ଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ “ନୂଆ-ଓ” କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଆଂଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ସପ୍ତାହ ବ୍ୟାପି ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଚାଲିଥିବା ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ପୁଇଁନ୍ତଲା
Read More...

କୁଇବାହାଲ ପଂଚାୟତର ଆଦିବାସୀ ଗାଁ ଲାମିତୁଠା ଅବହେଳିତ ମୌଳିକ ଅଧିକାରରୁ ବଂଚିତ ଗାଁଟିଏ

 ପାଣି, ରାସ୍ତା, ବିଦ୍ୟୁତ୍‌, ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା ସାତ ସପନ ଭୋଟ ରାଜନୀତି କେବଳ ବାହାସ୍ଫୋଟ, ଜିତିଲେ କିଏ କାହାର ଲାମିତୁଠା ଗାଁରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପଡି ନି ପାଦ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକର ଉପାନ୍ତ
Read More...

ଲୋଇସିଂହା କଲେଜରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା କ୍ରୀଡା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଯୁକ୍ତ ୨ ଓ ଯୁକ୍ତ ୩ ର ୧୨ ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ବିଭିନ୍ନ
Read More...

ପାର୍ବତୀଗିରି ମେଗାଲିଫ୍ଟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପାର୍ବତୀଗିରି ମେଗାଲିଫ୍ଟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଜଳସମ୍ପଦ ବିଭାଗର ଏହି ଯୋଜନା ପାଇଁ ୫୮.୯୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହି ପ୍ରକଳ୍ପ ଆସନ୍ତା ତିନି ବର୍ଷରେ
Read More...

ଡକାୟତି ଅଭିଯୋଗ କରିଥିବା ଅଭିଯୋଗକାରୀ ହିଁ ମାଷ୍ଟର ମାଇଣ୍ଡ : ଦୁଇ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ଲୋଇସିଂହା ପୋଲିସ

ଲୋଇସିଂହା, (କେପିଏନ୍‌ଏସ୍‌) : ଟଙ୍କା ହଡପ୍‌ କରିବାର ଚକ୍ରାନ୍ତ କରି ୮୪ ହଜାର ଟଙ୍କା ଡକାୟତି ହୋଇଥିବା ଅଭିଯୋଗ କଲେ ଥାନାରେ । ଅଥଚ ପୋଲିସ ତଦନ୍ତରୁ ଜଣାପଡ଼ିଲା ଅଭିଯୋଗକାରୀ ହିଁ ମାଷ୍ଟର ମାଇଣ୍ଡ । ଏହି ମାମଲାରେ ମାଷ୍ଟର୍‌ ମାଇଣ୍ଡ ଯୁବକଙ୍କ ସହ ତାଙ୍କ ସହଯୋଗୀଙ୍କୁ ଗିରଫ୍‌ କରିଛି
Read More...