Yearly Archives

2023

୫-ଟି ସଚିବଙ୍କ ଦାରିଙ୍ଗବାଡ଼ି ଗସ୍ତ : ଏକ ସପ୍ତାହ ମଧ୍ୟରେ ଅଭିଯୋଗ ପୂରଣ କରିବେ ମୁଖ୍ୟମନ୍ତ୍ରୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ୫ -ଟି ସଚିବ ଭି.କେ.ପାଣ୍ଡିଆନ ଆସିଥିବା ବେଳେ ଦିତୀୟ ଦିନରେ ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ଦାରିଙ୍ଗବାଡ଼ି ହେଲିପ୍ୟାଡ଼ ପଡ଼ିଆଠାରେ ଓହ୍ଲାଇଥିଲେ । ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱାଗତ
Read More...

ଭବାନୀପାଟଣାଠାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସମନ୍ୱୟ କମିଟି ବୈଠକ

କଳାହାଣ୍ଡି, (ପି.କେ. ସାହୁ) : ଆଜି ଭବାନୀପାଟଣା ଜିଲ୍ଲାପାଳ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଯୁବପିଢୀଙ୍କୁ ତମାଖୁ ସେବନର ଭୟାବହ
Read More...

ଓଡିଶା ବରିଷ୍ଠ କଳାକାର ମହାମଞ୍ଚ ପକ୍ଷରୁ ଦାବୀପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାମଞ୍ଚ ପକ୍ଷରୁ ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୩ ଦଫା ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ କଳାକାର ଗୀତା ସ୍ୱାଇଁଙ୍କ ନେତୃତ୍ୱରେ କଳାକାରମାନେ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦୋ୍ୟରେ ବିଡ଼ିଓ
Read More...

ବଣାଇରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଳନ ପାଇଁ ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ବଣାଇଗଡ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଲୋକକଳା ମହୋତ୍ସବ ପାଳନ କରାଯାଇଛି । ବଣାଇ ଗୋଷ୍ଠୀ ଉନ୍ନୟନ
Read More...

ନିଟ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ର ଅଜୟଙ୍କ ସଫଳତା

ସଇଁନ୍ତଲା : ଦିନ ରାତି କଠିନ ପରିଶ୍ରମ, ଧର୍ଯ୍ୟ, ଆଶା, ବିଶ୍ୱାସ ମନରେ ଥିଲା ଦୃଢ଼ ସଂକଳ୍ପ । ବଡ଼ ହୋଇ ଲୋକଙ୍କ ସେବା ସହଯୋଗ କରିବି ବୋଲି ଆଶା ନେଇ ଦିନ ରାତି ଏକ କରି ପାଠ ପଢି ଏବେ ଜିଲ୍ଲା ତଥା ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟ ମଧ୍ୟରେ ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ର ତଥା ବରଗଡ଼
Read More...

ମାନବିକତା ଦେଖାଇଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର

ରୋଗାଗ୍ରସ୍ତ ଗାଈକୁ ଉଦ୍ଧାର କରି ଚିକିତ୍ସା କରାଇଲେ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ମାନବିକତା ଦେଖାଇଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର । ରୋଗାଗ୍ରସ୍ତ ଗାଈକୁ ଉଦ୍ଧାର କରି ଚିକିତ୍ସା କରାଇଲେ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା
Read More...

ମାରୱାଡି ୟୁବା ମଞ୍ଚ ବିକାଶ ଶାଖା ତରଫରୁ ରକ୍ତଦାନ ଶିବିର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ୟୁବା ମଞ୍ଚ ନିର୍ଦ୍ଦେଶ ପୁରା ରାଜ୍ୟ ସାତ ଦିନ ଧରି ରାଜ୍ୟ ବ୍ୟାପୀ ରକ୍ତଦାନ ଶିବିରରେ ୨୫୦ ଶିବିର କରି ୧୧୧୧୧ ୟୁନିଟ ରକ୍ତଦାନ କରିବା ପାଇଁ ରାଜ୍ୟ ସଭାପତି ପରାଗ ଅଗ୍ରୱାଲ ନିର୍ଦେଶ ଅନୁଯାୟୀ ଆଜି ବଲାଙ୍ଗିର ଜିଲ୍ଲା
Read More...

ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂଆ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା…

ନୂଆଦିଲ୍ଲୀ, (ପିଆଇବି) : ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂତନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍‌-୨୦୨୩ ପ୍ରକାଶ ପାଇଛି । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ଜାତୀୟ କାର୍ଯ୍ୟକାରୀ ଯୋଜନାକୁ ପ୍ରକାଶ
Read More...

ବିଶିଷ୍ଟ ବ୍ୟବସାୟୀ କ୍ଷେତ୍ରବାସୀ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଶିଷ୍ଟ ବ୍ୟବସାୟୀ କ୍ଷେତ୍ରବାସୀ ସାହୁଙ୍କ ଗତକାଲି ରାତି ପ୍ରାୟ ୧୧ ଘଣ୍ଟା ୨୫ ମିନିଟ ସମୟରେ ନିଜର ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ସେ ଚିକିତ୍ସିତ ହେଉଥିଲେ
Read More...

କାର ଭିତରୁ ୭ ବର୍ଷର ଶିଶୁ ପୁତ୍ରର ମୃତଦେହ ଠାବ : ହତ୍ୟା ସନ୍ଦେହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଘଣ୍ଟବାହାଲି ଗ୍ରାମର ଗୋଟିଏ କାର ଭିତରୁ ୭ ବର୍ଷ ବୟସର ପିଲାର ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ମୃତ ପିଲାର ନାମ ବେଦବ୍ୟାସ ଜାନି, ପିତା ଅନାମି ଜାନି । ଅପରାହ୍ନ ତିନିଟାରୁ ଘରୁ ଖେଳିବା ପାଇଁ ଯାଇଥିବା ବେଳେ କାର ଭିତରୁ
Read More...