Yearly Archives

2023

‘ଭଏସ ଅଫ ଆଲୋକ’ରେ ଯୋଗ ଦେଲେ ବିଦେଶୀ କଳାକାର

ଭୁବନେଶ୍ୱର : ପ୍ରତି ରବିବାର ସନ୍ଧ୍ୟା ୬ଟାରେ ହେଉଥିବା "ପ୍ରତିଭାର ଖୋଜ୍" କାର୍ଯ୍ୟକ୍ରମର ପଞ୍ଚମ ଅଧ୍ୟାୟରେ ଯୋଗ ଦେଇଛନ୍ତି ବିଦେଶୀ କଳାକାର ମନୋଜ ପ୍ରସାଇ । ଶ୍ରୀ ପ୍ରସାଇ ହେଉଛନ୍ତି ସୁଦୂର କାଠମାଣ୍ଡୁ ନେପାଳ ବାସିନ୍ଦା । ପେଜ୍‌ର ସଭାପତି ତ୍ରିଲୋଚନ ସାହୁ ଅତି ସୁନ୍ଦର ଭାବରେ ତାଙ୍କ ସହ
Read More...

ଡେଲାଙ୍ଗରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ଡେଲାଙ୍ଗ ବଜାର ସ୍ଥିତ ଶ୍ୟାମସୁନ୍ଦର ପାଠଗାରରେ ପାଳିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ଜିଲ୍ଲା ଉପସଭାପତି ଗାନ୍ଧୀ ତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...

ମ.ରାମପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ରଥ ଯାତ୍ରା ବହୁ ପୁରାତନ । ଜଗନ୍ନାଥ ମନ୍ଦିର ତିଆରି ହେବା ପୂର୍ବରୁ କିଛି ବର୍ଷ ଦୁର୍ଗା ମଣ୍ଡପ ସାମ୍ନାରେ ଏକ ଚାଳ ଘରେ ପ୍ରଭୂଙ୍କ ବିଗ୍ରହ ରଖି ରଥ ଯାତ୍ରା ସଂପନ୍ନ ହେଉଥିଲା । ପରେ କିଛି ବର୍ଷ ପାଇଁ ରାଜବାଟୀରେ ମଧ୍ୟ
Read More...

ସ୍ତ୍ରୀର ଶବକୁ ବସ୍ତାରେ ଭରି ପେଟ୍ରୋଲ ଢାଳି ପୋଡିଦେଲା ନୃଶଂସ ସ୍ୱାମୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ତ୍ରୀର ଶବକୁ ବସ୍ତାରେ ଭରି ପେଟ୍ରୋଲ ଢାଳି ପୋଡିଦେଇ ଅଚିନ୍ତାରେ ବୁଲୁଥିଲା ନୃଶଂସ ସ୍ୱାମୀ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମଟିଆଭଟା ପଞ୍ଚାୟତ ଅନ୍ତର୍ଗତ ପୁତଲାମହୁଲ ଗ୍ରାମରେ ଏଭଳି ଏକ ଛାତିଥରା ଘଟଣା ଘଟିଯାଇଛି । ଦୋଷାଦୋଷ କ୍ଷମା କରିବା ପାଇଁ
Read More...

ପ୍ରଦୀପ ମହାପାତ୍ରଙ୍କ ଗଳ୍ପ ସଙ୍କଳନ ‘ହଜି ହଜି ଯାଉଥିବା ଗୋଟିଏ ପୃଥିବୀ ସଂପର୍କରେ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଳ୍ପ କେବଳ ଆନନ୍ଦ ପାଇଁ ନୁହେଁ,ବରଂ ଗଳ୍ପରେ ଥିବା ଭାବଭୂମି ସମସାମୟିକ ଜୀବନକୁ ନେଇ ଓ ସାଂପ୍ରତିକ ସମୟକୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ । ଗାଳ୍ପିକ ପ୍ରଦୀପ ମହାପାତ୍ରଙ୍କ ଗଳ୍ପରେ ଆଧୁନିକତା ନାମରେ ନାହିଁ ଉଶୃଙ୍ଖଳତା, ରହିଛି ନୀତିନିଷ୍ଠ ଭାବ । ପ୍ରେମର
Read More...

ନିଷାନ୍ ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଷଷ୍ଠ ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୮ ଜୁନ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପଟ୍ଟଶିଷ୍ୟ, ସେବା ଓ କରୁଣାର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପ୍ରତ୍ୟୁଷରେ
Read More...

ଏକାଦଶାହ ଅବସରରେ ସ୍ୱର୍ଗତ ଧନୁଞ୍ଜୟ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ହୀରାପୁର ଗ୍ରାମଠାରେ ଯାଦବ ସମାଜ ପକ୍ଷରୁ ସ୍ୱର୍ଗତ ଧନୁଞ୍ଜୟ ପାଣ୍ଡେଙ୍କ ଏକାଦଶାହ ଅବକାଶରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଶିକ୍ଷକ ଡୋଳାମଣି ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବହୁ ବିଶିଷ୍ଟ
Read More...

ପିତୃ ଦିବସରେ ପିତାଙ୍କୁ ଉପହାର : ଗୁରୁଶ୍ରୀ ଡିଲେଶ୍ୱର ତ୍ରିପାଠୀଙ୍କ ଚଉତିଶା ମୁକ୍ତିଭିକ୍ଷାର ପୋଷ୍ଟର ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ପିତୃ ଦିବସ । ପୁର୍ବତନ ସଂସ୍କୃତି ବିଭାଗ କର୍ମଚାରୀ ପୁତ୍ର ମଳୟ ତ୍ରିପାଠୀ ପିତା ଗୁରୁଶ୍ରୀ ଡିଲେଶ୍ୱର ତ୍ରିପାଠୀଙ୍କ ରଚିତ ଚଉତିଶା ମୁକ୍ତିଭିକ୍ଷାର ପୋଷ୍ଟର ଲଞ୍ଚ କରି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରକାଶ ଯେ, ଶ୍ରୀରାମ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଜିଲ୍ଲାର ପ୍ରଥମ ଧାନ ବିହନ ବିକ୍ରୟ କେନ୍ଦ୍ରର ଶୁଭ ଉଦ୍‌ଘାଟନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ଧାନ ବିହନ ବିକ୍ରୟ କେନ୍ଦ୍ରର ଶୁଭ ଉଦ୍‌ଘାଟନ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ
Read More...