ଲୋକଗୀତରେ ଗବେଷଣା ପାଇଁ କିର୍ତ୍ତନ ଦୀପଙ୍କୁ ରାଷ୍ଟ୍ରୀୟ ଫେଲୋସିପ ପ୍ରଦାନ
ତରଭା, (କେପିଏନ୍ଏସ୍) : ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ମେଣ୍ଡା ଗ୍ରାମର କିର୍ତ୍ତନ ଦୀପଙ୍କୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ସିନିଅର ଫେଲୋସିପ ପ୍ରଦାନ କରାଯାଇଛି । ଛାତ୍ର ଜୀବନରୁ ଗୀତ ସଂଗୀତ ନାଟକ ପ୍ରତି ଅଧିକ ରୁଚି ରଖିଥିବା ଶ୍ରୀ ଦୀପ ସଂମ୍ପ୍ରତି ଆକାଶବାଣୀ!-->…
Read More...
Read More...