ଜମିବାଡ଼ିକୁ କେନ୍ଦ୍ର କରି କଳହ, ଥାନାର ଦ୍ୱାରସ୍ଥ ହେଲେ ଦୁଇ ପକ୍ଷ
ବଲାଙ୍ଗିର, (କେପିଏନ୍ଏସ୍) : ଜମିବାଡ଼ିକୁ କେନ୍ଦ୍ର କରି କଳହ ହୋଇଥିବା ବେଳେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ପକ୍ଷ । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ନୂଆପାଲି ଗାଁରେ । ସୂଚନା ଅନୁସାରେ ଏହି ଗାଁର ପ୍ରକାଶ ସାହୁ ଓ ଜରା ସାହୁଙ୍କ ପରିବାର ମଧ୍ୟରେ!-->…
Read More...
Read More...