Yearly Archives

2023

ଅବ୍ୟବସ୍ଥାରେ ହୁମା ହାଟ : ହାଟ ମଧ୍ୟକୁ ଯିବା ପାଇଁ ନାହଁ ବାଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତରେ ରହିଥିବା ଏସିଆ ମହାଦେଶର ପ୍ରସିଦ୍ଧ ହୁମା ସୁକୁଆ ହାଟ ମଧ୍ୟରେ ରାସ୍ତାର ଅବସ୍ଥା ଟିକିଏ ବର୍ଷାରେ ଅତି ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ହାଟକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୪ତମ ଜନ୍ମ ଦିବସ ଅବସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ତଥା ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂଙ୍କ ନେତୃତ୍ୱରେ ସୋମବାର ଦିନ ସକାଳୁ ସ୍ଥାନୀୟ ରକ୍ତ ଭଣ୍ଡାରଠାରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୪ତମ ଜନ୍ମ
Read More...

ରବିବାର ଖୋଲା ରହିବ ଡାକ୍ତରଖାନା ପରିସର ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଦିନରେ ଖୋଲା ରହିବ । ଏ ନେଇ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର
Read More...

ପାନୀୟ ଜଳ ଯୋଗାଣ ପାଇଁ ହଳଦୀ ପଞ୍ଚାୟତ ଘେରିଲେ ଶ୍ରୀରାମ ନଗରବାସୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ଶ୍ରୀରାମ ନଗରରେ ପାନୀୟ ଜଳ ଯୋଗାଣ ପାଇଁ ହଳଦୀ ପଞ୍ଚାୟତକୁ ଘେରାଉ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଶ୍ରୀରାମ ନଗରପଡାରେ ଜଳ ସଙ୍କଟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିରେ ହଳଦୀ ସମିତି ସଭ୍ୟ
Read More...

ବାସି ଖିରି ଖାଇ ୧ ମୃତ : ୧୫ ଗୁରୁତର

ଖନ୍ତାପଡ଼ା : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ଗ୍ରାମରେ ଖିରି ଭୋଗ ଖାଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଥିସହ ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ମୃତକ ହେଲେ ପଣପଣା ପଞ୍ଚାୟତ ସରସତିଆ ଗ୍ରାମର ନୀଳମଣି ସାହୁ (୭୫) । ସୂଚନା ଅନୁସାରେ ଗ୍ରାମର ମଲ୍ଲିକ
Read More...

ଆକାଶବାଣୀ ରାଉରକେଲା କେନ୍ଦ୍ରର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରେଡ଼ିଓ କାଲି ଥିଲା, ଆଜି ଅଛି, ଆଉ ଆଗକୁ ବି ରହିଥିବ । ଆକାଶବାଣୀର ସ୍ଥାନ ଅନନ୍ୟ । ଆଜିର ସମୟରେ ବି ଆକାଶବାଣୀ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଛି । ଶ୍ରୋତାଗ୍ରାହୀ ହୋଇ ରହିପାରିଛି । ଯେତେ ଯାହା ଆସିଲେ ବି ଆକାଶବାଣୀର ସ୍ଥାନ କେହି ବି ନେଇପାରିବେ
Read More...

ଖପ୍ରାଖୋଲ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ : କ୍ଵାକ୍‌ମାନଙ୍କ ହାତରେ ରୋଗୀଙ୍କ ଜୀବନ, ଜିଲ୍ଲା ସ୍ୱାସ୍ଥ୍ୟ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ସରକାରୀ ଡାକ୍ତରଙ୍କ ଅଭାବ ଯୋଗୁଁ ଲୋକେ ବିକଳ୍ପ ଭାବେ ନକଲି ଡାକ୍ତର, ବଇଦ ବା କ୍ୱାକ୍‌ଙ୍କ ସହାୟତା ନେଇଛନ୍ତି । ନକଲି ଡାକ୍ତରଙ୍କ ଔଷଧ ଖାଇ ଅନେକ ରୋଗୀ ସଙ୍କଟାପନ୍ନ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା
Read More...

ଏଛିନ୍‌ ବି ରଜତଙ୍କର ମୃତ୍ୟୁ ଘଟନା ରହସ୍ୟ ଥି : ସର୍‌ଜମିନ୍‌ ତଦନ୍ତ ଲାଗି ଦାବୀ କରିଛନ୍‌ ପରିବାର୍‌ ଲୋକ୍‌ ଆର୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : କାଏଁହେଲା ଯେ ରଜତ୍‌ କେ କିଡ୍‌ନେପ୍‌ ଉତ୍‌ରୁ ମର୍ଡର୍‌ କରାଯାଇଛେ? ରଜତ୍‌ କାହାର୍‌ କାଣା ଦୋଷ୍‌ଗୁନା କରିଥିଲେ? କିଏ ମର୍ଡର୍‌ କଲା ରଜତ୍‌ କେ? ଏନ୍‌ତା ଗୁର୍‌ଦୁଟେ ପ୍ରଶ୍ନ ଏଛିନ୍‌ ବଲାଙ୍ଗିର ସହର୍‌ ପାଖର୍‌ ଅଏଁଲାଚୁଆଁ ଗ୍ରାମବାସୀ ମାନ୍‌କର୍‌ ଭିତ୍‌ରେ
Read More...

ଛତ୍ରପୁରର ରାଜାଘର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ବାମନ, ପର୍ଶୁରାମ ଓ ଭୁବନେଶ୍ୱରୀ ବେଶ ଦେଖି ଭକ୍ତ ବିମୋହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥରେ ବିଜେ ହୋଇ ଆଡ଼ପ ଘରକୁ ଆସିବାର ପରମ୍ପରା ପ୍ରଚଳିତ ଅଛି । ଆଡ଼ପ ଘରେ ନବଦିନ ବ୍ୟାପି ଶ୍ରୀଜୀଉମାନଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମାହିତ ହୋଇ ଆସୁଅଛି । ପ୍ରତିଦିନ ସନ୍ଧ୍ୟାରେ ଆଡ଼ପ
Read More...

ଦିଗପହଣ୍ଡିରେ ବସ୍‌ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦିଗପହଣ୍ଡିରେ ବସ୍‌ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୃତକଙ୍କ ପରିବାରକୁ ୩ ଲକ୍ଷ ସହାୟତା ଘୋଷଣା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିରୁ ଦିଆଯିବ ଏହି ସହାୟତା ।
Read More...