Yearly Archives

2023

ବିଦ୍ୟୁତ୍‌ କାଟ୍‌ ନେଇ ସିପିିଆଇଏମ୍‌ର ଆନ୍ଦୋଳନ

ମ.ରାମପୁର, (ହେମନ୍ତ ସାହୁ) : ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଠାରେ ବିଦ୍ୟୁତ୍ କାଟ ହେଉଛି । ଘନ ଘନ ବିଦ୍ୟୁତ୍ କାଟକୁ ନେଇ ସାଧାରଣ ଜନତା ଅତିଷ୍ଠ ହୋଇ ପଡିଲେଣି । ଏ ନେଇ ସବୁଠି ବିରୋଧ ହେଉଛି । ଆଜି ସିପିଆଇ(ଏମ୍‌) ଜିଲ୍ଲା କମିଟି ତରଫରୁ ବିଦ୍ୟୁତ୍ ଅଫିସ୍‌ ଆଗରେ ଆନ୍ଦୋଳନ
Read More...

ସୁରକ୍ଷିତ ଜୀବଜଗତ ପାଇଁ ବୃକ୍ଷରୋପଣ ଜରୁରୀ : ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୁଲାଇ ପ୍ରଥମ ସପ୍ତାହରୁ ସାରା ଦେଶରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଷ୍ଠାନ ତଥା ଗ୍ରାମ ଗୁଡିକରେ ବନମହୋତ୍ସବ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ଏ ବର୍ଷର ସ୍ଲୋଗାନ ହେଉଛି Each One, Plant One. ବିଶ୍ୱ ଉତ୍ତାପନ ଆମ
Read More...

ସାଇବର ଠକେଇ ଅଭିଯୋଗରେ ବରକୁ ଘରୁ ଉଠାଇ ଆଣିଲା ପୋଲିସ

ବାଲେଶ୍ୱର : ସାଇବର ଠକେଇ ଅଭିଯୋଗରେ ବରକୁ ଘରୁ ପୋଲିସ ଉଠାଇ ଆଣିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ୱରର ଅନିଲ ହେମ୍ବ୍ରମ । ବାହାଘର ଉତ୍ସବ ଚାଲିଥିବା ବେଳେ ବରକୁ ସାଇବର ଠକେଇ ଅଭିଯୋଗରେ ସାଇବର ଥାନା ପୋଲିସ ଗିରଫ କରିଥିବା ବେଳେ ସାରା ଅଂଚଳରେ ଏହି ଘଟଣା ଚହଳ ସୃଷ୍ଟି କରିଛି ।
Read More...

୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଲେ ପିଏମ୍‌ ମୋଦୀ

ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରୁ ସାରା ଦେଶରେ ଚାଲୁଥିବା ୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଛନ୍ତି । ଷ୍ଟେସନରୁ ଭୋପାଳ ମଧ୍ୟରେ ଇନ୍ଦୋର ପର୍ଯ୍ୟନ୍ତ ଚାଲୁଥିବା ବନ୍ଦେ ଭାରତ ଟ୍ରେନକୁ ପିଏମ୍‌ ମୋଦୀ ସବୁଜ ପତାକା ଦେଖାଇଥିବା
Read More...

ଅଧ୍ୟାପକଙ୍କ ଡି ଲିଟ୍‌ ଉପାଧି ଲାଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ. ସୁରେଶ ପ୍ରସାଦ ଷଡ଼ଙ୍ଗୀ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସମ୍ମାନଜନକ ଡି.ଲିଟ୍‌ ଉପାଧି ଲାଭ କରିଛନ୍ତି । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ
Read More...

ରେଳ ଓଭର ବ୍ରିଜର ପାଣି ନିର୍ଗତ ପାଇଁ ପାଇପ ନ ଥିବାରୁ ଲୋକଙ୍କ ଉପରେ ପଡୁଛି ଅସନା ପାଣି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭର ବ୍ରିଜ ନିର୍ମାଣ ଯୋଗୁଁ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଲେ ସହରବାସୀ । ସହରର ବିକାଶ କାର୍ଯ୍ୟର ସବୁଠୁ ବଡ଼ ଉଦାହରଣ । ପରିତାପର ବିଷୟ ଯେ, ବର୍ଷା ହେଲେ ଏହି ରେଳ ଓଭର ବ୍ରିଜ ଉପରେ ପଡୁଥିବା ବର୍ଷା ଜଳ
Read More...

ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ତୁରେକେଲା, (କୈଳାସ ସଗ୍ରିଆ) : ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମର ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ସ୍ଵର୍ଣ୍ଣ ପ୍ରଧାନ ଓଟିଏ ପିବିପିଏଚ୍ ଏସ୍ କୁଇବାହାଲରେ ପ୍ରଧାନ
Read More...

ଗଞ୍ଜାମ ଜିଲ୍ଲାରେ ବ୍ୟାପୁଛି ଏକ ଚକ୍ଷୁରୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ କିଛିଦିନ ହେଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିଲାଠାରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଚକ୍ଷୁରୋଗ ବ୍ୟାପୁଛି । ଏହାକୁ ଆଖିଧରା ରୋଗ କୁହାଯାଏ । ଏହି ଆଖି ଧରା ରୋଗ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ବିଭିନ୍ନ ସ୍ଥାନରେ
Read More...

ଆଭା ଅନ୍ଵେଷ ପକ୍ଷରୁ କୁତ୍ରାର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସହର ଉଚ୍ଚ ବିଦ୍ୟାଳୟରେ ଆଭା ଅନ୍ଵେଷ ପକ୍ଷରୁ ସଂଗଠନର ସଭାପତି ଆର୍ତ୍ତତ୍ରାଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସମ୍ପାଦକ ଶରତ କୁମାର ପତି ଲାଠିକଟା ବ୍ଲକରେ ଅତିରିକ୍ତ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରିଆସୁଥିଲେ । ଶ୍ରୀ
Read More...

ପ୍ରବଳ ବର୍ଷା ଯୋଗୁଁ ମେଘନାଥପଡା ଠାରେ ଭୁଷୁଡି ଗଲା ଘରର କାନ୍ଥ : ସହାୟତା ପାଇଁ ମହିଳାଙ୍କ ଗୁହାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ସହରର ମେଘନାଥପଡା ଠାରେ ଜଣେ ବିଧବା ମହିଳାଙ୍କ ଘରର କାନ୍ଥ ପ୍ରବଳ ବର୍ଷା ଯୋଗୁଁ ଗତ ରାତିରେ ଭୁଷୁଡି ଯାଇଛି । ବିଧବା ମହିଳା ଜଣକ ହେଉଛନ୍ତି ମେଘନାଥପଡାର ଫୁଲ ବଗର୍ତ୍ତୀ । ମହିଳାଙ୍କ ଅଭିଯୋଗ
Read More...