Yearly Archives

2023

ବିଦ୍ୟୁତ୍‌ ବଣ୍ଟନରେ ଅନିୟମିତତା ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

ମାତ୍ରାଧିକ ଦେୟ ଓ ବିଜୁଳି କାଟରେ ସୁଧାର ନଆସିଲେ ହେବ ଜୋରଦାର ଲଢେଇ - କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତମାନ ପରିପ୍ରେକ୍ଷୀରେ ବିଜୁଳି ସେବା ପାଇବା ସାଧାରଣ ଜନତାଙ୍କ ଏକ ମୌଳିକ ଅଧିକାର ଭାବରେ ଗଣାଯାଉଛି । ତେଣୁ ଲୋକେ କମ୍ ମୂଲ୍ୟରେ ଯେମିତି ଅନବରତ ବିଜୁଳି ପାଇବେ ସେ
Read More...

ବଲାଙ୍ଗିରଠାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ

ବ୍ୟାପକ ଜନ ସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ
Read More...

ଅସହାୟ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବଲାଙ୍ଗିର-ସଇଁନ୍ତଲା ରାସ୍ତାରେ ଥିବା ରେଲୱେ ଓଭରବ୍ରିଜ ନିକଟ ରେଳ ଧାରଣାରୁ ଜଣେ ବୟସ୍କା ମହିଳାଙ୍କୁ ମୃତ ଅବସ୍ଥାରେ ବଲାଙ୍ଗିର ଜିଆର୍‌ପି ପୋଲିସ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ ପାଇ ବଲାଙ୍ଗିର ଜିଆର୍‌ପି
Read More...

ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜୁଲାଇ ମାସ ୦୩ ତାରିଖ ସୋମବାର ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ଦେହରେ ଗରମ ପାଣି ପଡି ମହିଳା ଗୁରୁତର

ତୁଷୁରା, (କେପିଏନ୍‌ଏସ୍‌) : ଦେହରେ ଗରମ ପାଣି ପଡି ମହିଳା ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ତୁଷୁରା ଥାନା ଅନ୍ତର୍ଗତ ବନପାଲି ଗାଁଠାରେ ଦେହରେ ଗରମ ପାଣି ପଡି ଜଣେ ୪୫ ବର୍ଷ ବୟସ୍କା ମହିଳା ଗୁରୁତର ହୋଇପଡ଼ିଛନ୍ତି । ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ୍‌
Read More...

ଘର ଭିତରକୁ ପଶି ଯୁବକଙ୍କୁ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘର ଭିତରକୁ ପଶି ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଗାଡ଼ ଗ୍ରାମରେ ଜଣେ ଯୁବକଙ୍କ ଘର ଭିତରକୁ ପଶି ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରାଯାଇଥିବା ନେଇ ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି
Read More...

ଟାଟା ପାୱାର ବିରୁଦ୍ଧରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପ୍ୟାଲେସ ଲାଇନ ସ୍ଥିତ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ଧାରଣା ଦେଇ ଟାଟା ପାୱାର ବିରୁଦ୍ଧରେ ଗର୍ଜିଥିବା ଜଣାପଡିଛି । ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ୍‌ ଓ ମନମୁଖୀ ବିଜୁଳି ବିଲ୍‌
Read More...

ମୋବାଇଲ ଚୋରି ଅଭିଯୋଗ ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଗାନ୍ଧୀନଗରପଡା ସ୍ଥିତ କାଳିଆ ଗ୍ୟାରେଜରେ କାମ କରୁଥିବା ଜଣେ ଯୁବକଙ୍କ ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମଲମୁଣ୍ଡା ଗ୍ରାମର ଆକାଶ ସେଠ୍ କାଳିଆ ଗ୍ୟାରେଜରେ କାମ କରନ୍ତି । ଗତ ରାତ୍ରି ୮ଟା ସମୟରେ
Read More...

ମା’ ରାମଚଣ୍ଡୀଙ୍କ ପୀଠରେ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବଡ଼ଶଙ୍ଖ ନିକଟସ୍ଥ ନୀଳାଦ୍ରିପୁର ଗ୍ରାମର ଧଡ଼ା ପାହାଡ଼ ଉପରେ ମା' ରାମଚଣ୍ଡୀ ମନ୍ଦିର ବିଦ୍ୟମାନ । ମା' ରାମଚଣ୍ଡୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ହୋଇ ନୂତନ ମନ୍ଦିର, ପ୍ରାସାଦ, ସୌନ୍ଦର୍ୟ୍ୟକରଣ ବୃଦ୍ଧି ପାଇଛି । ଯାହା
Read More...

ନକଲି ନୋଟ୍ କାରବାରରେ ୧ ଗିରଫ୍‌ : ୧୦୦ଖଣ୍ଡ ୨୦୦ଟଙ୍କିଆ ନକଲି ନୋଟ ସହ ମୋବାଇଲ୍ ଜବତ

ମ.ରାମପୁର, (ହେମନ୍ତ ସାହୁ) : ନକଲି ନୋଟ୍ କାରବାର କରୁଥିବା ବେଳେ ରିଷିଡା ଗାଁରେ ଏମ୍ ରାମପୁର ଥାନା ପୋଲିସ ଜଣକୁ ଗିରଫ କରିବା ସହ ତା'ଠାରୁ ୧୦୦ଖଣ୍ଡ ୨୦୦ଟଙ୍କିଆ ନକଲି ନୋଟ ସହ ସେ ବ୍ୟବହାର କରୁଥିବା ଏକ ମୋବାଇଲ ଜବତ କରିଛି । ସମୁଦାୟ ୨୦ହଜାର ଟଙ୍କା ଜବତ ହୋଇଛି । ଗିରଫ ଜଣକ ହେଲେ
Read More...