ଜାତିଆଣ ଆକ୍ଷେପକାରୀକୁ ଗିରଫ ଦାବୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମାଜିକ ଗଣମାଧ୍ୟମରେ ଦଳିତ ସମାଜକୁ ନେଇ ଜାତିଆଣ ଆକ୍ଷେପ କରିଥିବା ତଥା ଅଶାଳୀନ ମନ୍ତବ୍ୟ ଦେଇଥିବା ପ୍ରଦୀପ କୁମାର ପରୁଆ ନାମକ ଜଣେ ଯୁବକଙ୍କୁ ଗିରଫ କରିବା ଦାବୀରେ ଜିଲ୍ଲାର ଦଳିତ ସଂଗଠନମାନଙ୍କ ତରଫରୁ ବଲାଙ୍ଗିର ଆଦର୍ଶ ଥାନାରେ ଏତଲା ଦିଆଯାଇଛି ।!-->…
Read More...
Read More...