Yearly Archives

2023

ଅଚିହ୍ନା ପୁରୁଷ ମୃତଦେହ ଉଦ୍ଧାର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡ଼ା ଥାନା ଅନ୍ତର୍ଗତ ଖଲିଆପାଲି ଗାଁ ନିକଟରେ ଏକ ଅଚିହ୍ନା ପୁରୁଷ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତେବେ ମୃତ ବ୍ୟକ୍ତିଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସଂପୃକ୍ତ ମୃତ ବ୍ୟକ୍ତିଙ୍କ ସଂପର୍କରେ କୌଣସି ସୂଚନା ମିଳିଲେ ଜଣାଇବା
Read More...

ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିଧାୟକ ସରୋଜ ମେହେରଙ୍କ ଆଲୋଚନା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ବେଳେ ବେଲପଡା ବ୍ଲକ ଅନ୍ତର୍ଗତ ସମସ୍ତ ୨୪ ଗୋଟି ପଞ୍ଚାୟତର ସରପଞ୍ଚ ମାନଙ୍କ
Read More...

ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୪ତମ ବନ ମହୋତ୍ସବ ୨୦୨୩ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳନ ହେଉଛି । ଏହି ଅବସରରେ ଆଜି ଖପ୍ରାଖୋଲ ବ୍ଲକର ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ବଡ଼ ଜଙ୍ଗଲଠାରେ ବୃକ୍ଷ ରୋପଣ
Read More...

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଓ କଣ୍ଟାବାଞ୍ଜି ଏନ୍‌ଏସିରେ କାର୍ଯ୍ୟରତ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଚାକିରିରୁ ଅବସର ନେଇଛନ୍ତି । ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ରଣାଙ୍କ ବିଦାୟ
Read More...

ବିଦ୍ୟାଳୟରେ ଅବସର ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ପୁଷାଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ରେବତୀ କୁମାରୀ ସାହୁଙ୍କ ସଭାପତିତ୍ୱରେ
Read More...

ପରିବାର ଅଦାଲତର ପ୍ରଶାସନିକ ଅଧିକାରୀ ତଥା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ ନେପାକଙ୍କୁ ଅବସରକାଳୀନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ପରିବାର ଅଦାଲତର ପ୍ରଶାସନିକ ଅଧିକାରୀ ପ୍ରକାଶ କୁମାର ନେପାକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦଧିବାବନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ତୁରେକେଲା ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଅନ୍ତର୍ଭୁକ୍ତ) ତୁରେକେଲା ତରଫରୁ ନବାଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ ପ୍ରଧାନଙ୍କୁ ସ୍ୱାଗତ କରାଯାଇଥିଲା । ସଂଘର ସଭାପତି ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ତୁରେକେଲା ବ୍ଲକରେ ନୂତନ ଭାବେ ଯୋଗ
Read More...

ବୁଡି ଅଂଚଳରେ ପ୍ରଶାସନ ମାନବ ଅଧିକାର ଉଲ୍ଲଂଘନ ନକରୁ : ନରସିଂହ

ବିଜୁଳି ଓ ପାଣି ପାଇବା ଲୋକଙ୍କ ମୌଳିକ ଅଧିକାର, ସେଥିରୁ ବଞ୍ଚିତ କରା ନ ଯାଉ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଡି ଅଞ୍ଚଳକୁ ନେଇ ଆଜି ବଲାଙ୍ଗିର ବିିଧାୟକ ନରସିଂହ ମିଶ୍ର ପ୍ରେସ୍‌ ବବୃତ୍ତି ପ୍ରଦାନ କରିଛନ୍ତି । ସେ ନିଜ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ, ବଲାଙ୍ଗିରର
Read More...

ଗଣ୍ଡାବଜା ଉପରେ ଗବେଷଣା କରିବେ ତରଣୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ (ସାଧନା ଓ ତାଲିମ) ବିଭାଗ ତରଫରୁ ପଶ୍ଚିମ ଓଡିଶାର ଅନନ୍ୟା ଲୋକବାଦ୍ୟ “ଗଣ୍ଡାବଜା” ଉପରେ ଗବେଷଣା କରିବା ପାଇଁ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ମଲମଣ୍ଡା ଗାଁର ବରିଷ୍ଠ କଳାକାର ତରଣୀସେନ ଦୀପ ମନୋନୀତ
Read More...

କେଜିବିଭି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ପୋନିସୁଗର କଲୋନି ସ୍ଥିତ କସ୍ତୁରବା କାନ୍ଧୀ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ମିଶ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ବ୍ଲକର ଏବିଇଓ ତଥା ବିଆର୍‌ସିସି ଅଜିତ ମିଶ୍ର ମୁଖ୍ୟ ଅତିଥି
Read More...