Yearly Archives

2023

ହର୍ଡାଟାଲ ଛକ ନିକଟରେ ଭାରାସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ହର୍ଡାଟାଲ ଛକ ନିକଟରେ ଗତ ରାତିରେ ଭାରାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ବାଇକ ଆରୋହୀ ଗୁରୁତର ଆହାତ ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ବାଇକ ଅରୋହୀ ଜଣକ ହେଲେ ପାଟଣଗଡର ପ୍ରିୟବ୍ରତ ନାଏକ
Read More...

ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଉଡ଼ୁଥିଲା ଡ୍ରୋନ୍, ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍ ଉଡ଼ିବାର ଖବର ସାମ୍ନାକୁ ଆସିଛି । ସକାଳ ୫ ଟାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧୀନରେ ନିୟୋଜିତ ଏସ୍‌ପିଜି ଏହି ବିଷୟରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଡ୍ରୋନ୍
Read More...

ସିଭିଲ କୋର୍ଟ ପରିସରରେ ସିନିୟର ସିଭିଲ ଜଜ୍‌ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଆଜି ସକାଳ ୯. ୩୦ରେ ସିନିଅର ସିଭିଲ ଜଜ୍‌ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼. ଜଷ୍ଟିସ୍‌ ଏସ୍‌ ମୁରଲୀଧର, ବଲାଙ୍ଗିର
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୂର୍ଣିମା ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ରସାନନ୍ଦ ତ୍ରିପାଠୀ ଉଦ୍ଦେଶ୍ୟ କଥନ କରିଥିଲେ । ମୁଖ୍ୟ ଅତିଥି ଭାବେ
Read More...

୨୦୧୪ ବର୍ଷ ପର୍ଯ୍ୟନ୍ତ ଦେଶରେ କେବଳ ୩୮୦ ମେଡିକାଲ୍ କଲେଜ ଥିଲା, ବର୍ତ୍ତମାନର ସ୍ଥିତି କହିଲେ କେନ୍ଦ୍ର ମନ୍ତ୍ରୀ…

ନୂଆଦିଲ୍ଲୀ : ସ୍ୱାଧୀନତା ଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମୋଟ ୩୮୦ ମେଡିକାଲ କଲେଜ ଥିଲା, ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ଏଥିରେ ବୃଦ୍ଧି ଘଟିଛି । ରବିବାର ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ୨୬୨ଟି ନୂତନ ମେଡିକାଲ
Read More...

ଜରାସିଂହା ବୁଢ଼ିଆଈ ଯାତ୍ରା ଆଜି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହାରେ ଅନୁ‌ଷ୍ଠିତ ହେଉଥିବା ଐତିହାସିକ ବୁଢ଼ିଆଈ ଯାତ୍ରା ଗତ ଶନିବାର ଦିନ ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଶନିବାର ଦିନ ଗାଁର ସମସ୍ତ ଶ୍ରଦ୍ଧାଳୁ ନିଜ ନିଜ ଘରୁ ଗୋରସ ଆଣିବା ପର ବୁଢ଼ୀଆଇ ମନ୍ଦିରରେ
Read More...

ଅଭିନବ ଶ୍ରୀକ୍ଷେତ୍ର ମୁରସିଂହ ଶ୍ରୀମନ୍ଦିର ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମୁରସିଂହରେ ଶ୍ରୀକ୍ଷେତ୍ର ପୁରୀ ପରଂପରା ଚାଲି ଆସିଥିବା ରଥଯାତ୍ରା ରବିବାର ବିଲମ୍ବିତ ରାତିରେ ସମାପ୍ତ ହୋଇଯାଇଛି । ଗତ ୨୦ ତାରିଖ ରଥ ଦ୍ବିତୀୟ ଦିନଠାରୁ ରଥ ଟଣା ହୋଇ କୁତୁର୍ଲା ଆମ୍ବପାଲିରେ ମାଉସୀ ମା' ଘରେ ରହିଥିଲେ ଶ୍ରୀ ଜଗନ୍ନାଥ ।
Read More...

ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କ ଭୂମିକା ଅତୁଳନୀୟ

ସିଡବ୍ଲୁଏସ୍‌ ହସ୍ପିଟାଲରେ ଡାକ୍ତର ଦିବସ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : ଡାକ୍ତରଙ୍କୁ ସମାଜରେ ସ୍ୱତନ୍ତ୍ର ସ୍ଥାନ ମିଳିଛି । କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ ବା ଭଗବାନଙ୍କ ଦ୍ଵିତୀୟ ଅବତାର । ବାସ୍ତବରେ ଜୀବନ ରକ୍ଷା ପାଇଁ ଡାକ୍ତରଙ୍କ ପ୍ରୟାସ ତଥା ଚିକିତ୍ସା
Read More...

ଇନର ହୁଇଲର ରକ୍ତଦାନ ଶିବିର ଓ ପରିବେଶ ସୁରକ୍ଷା ବିକାଶ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନନ୍ଦିନ ଜୀବନରେ ଆମେ ଅନେକ ଜିନିଷ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ । ସେହି ବସ୍ତୁକୁ ପୁନଃବ୍ୟବହାର କରି ଅନେକ ସୁନ୍ଦର ଆବଶ୍ୟକୀୟ ଉପକରଣ ତିଆରି କରାଯାଇପାରିବ ଓ ଏହାଦ୍ୱାରା ପରିବେଶ ସୁରକ୍ଷିତ ରହିବ । ଏହି ଜିରୋ ଓଏଷ୍ଟ ବାର୍ତ୍ତାକୁ ନେଇ ଇନର ହୁଇଲ
Read More...

ପ୍ରକୃତିକୁ ଅନୁଭବ କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଏ କହିପାରୁ ନାହାନ୍ତି, କିଏ ଶୁଣି ପାରୁ ନାହିଁ । ଏମିତିକି କାହା ଆଖିକୁ ଏ ଜନ୍ମରେ ଦେଖିବା ପାଇଁ ଭାଗ୍ୟ ନାହିଁ, କିନ୍ତୁ ସମସ୍ତେ ନିଃଶ୍ୱାସ ନେଉଛନ୍ତି । ଜୀବନଟା ବଂଚିଛି । ସମସ୍ତେ ଅନୁଭବ କରିପାରୁଛନ୍ତି ଯେ, ଜୀବ ଜଗତରେ କୌଣସି ଏକ ଅଦୃଶ୍ୟ ଶକ୍ତି
Read More...