ବାବୁ ଫାସଡ଼ ଆର୍ଆଇଙ୍କୁ ବାଲି ମାଫିଆଙ୍କ ମାଡ଼, ଅଭିଯୁକ୍ତ ଥାନାରେ ଅଟକ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ଥାନା ଆଗଲପୁର ତହସିଲ ଅନ୍ତର୍ଗତ ବାବୁ ଫାସଡ଼ ରାଜସ୍ୱ ନିରୀକ୍ଷକଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ତୋଷ ପଧାନଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି ।!-->…
Read More...
Read More...