Yearly Archives

2023

ଟିଟିଲାଗଡ଼ ଜୁନିଅର ଓମ୍‌ ଭ୍ୟାଲି ସ୍କୁଲରେ ବନ ମହୋତ୍ସବ ପାଳିତ : ଛାତ୍ରଛାତ୍ରୀ ବୃକ୍ଷର ଭୂମିକା ବିଷୟରେ କଲେ ଆଲୋକପାତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୃକ୍ଷ ହିଁ ଜୀବନ । ବୃକ୍ଷ ଦ୍ୱାରା ହିଁ ପରିବେଶ ସୁରକ୍ଷା ପାଇଥାଏ । ବୃକ୍ଷ ଅଭାବ ଯୋଗୁଁ ବର୍ଷା ମଧ୍ୟ ଭଲ ଭାବରେ ହୁଏ ନାହିଁ, ସେଥିପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସବୁ ସ୍ଥାନରେ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ସର୍ଗିଗୁଡ଼ା ସ୍ଥିତ ଜୁନିଅର ଓମ୍‌
Read More...

ଧୁମାମରାରୁ ୧୬ ଗୋଟି ପୋଢ଼ ମହିଷି ଚୋରି କରି ନେଇଗଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଚୋରି ଡକାୟତି ବଢ଼ି ଚାଲିଥିବା ବେଳେ ଏବେ ପୋଢ଼ ମହିଷି ଚୋରି କରିବାରେ ବି ପଛଉନାହାନ୍ତି ଚୋରମାନେ । ବଲାଙ୍ଗିର ସଦର ଥାନାରେ ଏଭଳି ଏକ ଅଭିଯୋଗ ଆସି ପହଂଚିଛି । ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଧୁମାମରା ଗାଁରୁ ଗତ ରାତିରେ ୧୬
Read More...

ଝାରବନ୍ଧ ଡିଗ୍ରୀ କଲେଜରେ ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ଡିଗ୍ରୀ ମହା ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ୟୁନିଟ ତଥା ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ସଭାପତିତ୍ଵ
Read More...

ସାପ କାମୁଡାରେ ଝିଅ ମୃତ : ମା’ ଗୁରୁତର

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ଥାନା ଗୋର୍ଲା ଗାଁରେ ସାପ କାମୁଡାରେ କମଳାକାନ୍ତୀ ମାଝୀ(୧୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଜେମାମଣି ମାଝୀ(୩୬) ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ମା’ ଝିଅ ଘରେ ଥିବା ବେଳେ ଏକ ସାପ ଉଭୟଙ୍କୁ କାମୁଡି ଦେଇଥିଲା । ଫଳରେ
Read More...

ସରକାରୀ ଜମି ଦଖଲ ହୋଇଥିବା ଅଭିଯୋଗ ନେଇ ଏସ୍‌ଏଚ୍‌ଜି ମହିଳା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ ଜରାସିଂହା ଗାଁରେ ଜଣେ ବ୍ୟକ୍ତି ସରକାରୀ ଜମିକୁ ଦଖଲ କରିଥିବା ନେଇ ଏସ୍‌ଏଚ୍‌ଜି ମହିଳା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ମୁତାବକ ଜରାସିଂହା ଗାଁରେ ସରକାରୀ ଜମିକୁ ଗାଁର ଡମନ ବାଗ, ରାଜ ଦଣ୍ଡସେନା ଜବର ଦଖଲ
Read More...

ଚିପ୍ ଜଷ୍ଟିସଙ୍କ ପିତାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଯୋଗଦେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୌଭାଗ୍ୟ ସନ୍ତାନ ବର୍ତ୍ତମାନର ଝାଡ଼ଖଣ୍ଡ ଚିପ୍ ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କ ବାପା ମାରକଣ୍ଡ ମିଶ୍ରଙ୍କ ଶୁଦ୍ଧକ୍ରିୟା କାର୍ଯ୍ୟକ୍ରମରେ ଯୋଗଦେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୂଚନା ଅନୁସାରେ ତୁଷୁରା ଉଡ଼ାଜାହାଜ
Read More...

ହାତୀ ଆକ୍ରମଣରେ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆ ବାହାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ବିଦେଶୀ ପେଣ୍ଠେଇଙ୍କ ଝିଅ ସ୍ଵସ୍ତିକା ପେଣ୍ଠେଇ (୩୫)। ସୂଚନାନୁଯାୟୀ, ସ୍ୱସ୍ତିକା ଶୁକ୍ରବାର ଭୋରୁ ନିକଟସ୍ଥ ମଗର
Read More...

ଦେଓଗାଁ ବ୍ଲକର ୩ଟି ଗାଁରେ ପାନୀୟ ଜଳ ଯୋଗାଣର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନରସିଂହ ମିଶ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଅପରାହ୍ନରେ ଦେଓଗାଁ ବ୍ଲକ କୁତୁର୍ଲା, ଲଣ୍ଡାପଥର ଏବଂ ରୁଗୁଡ଼ିପାଲି ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ନରସିଂହ ମିଶ୍ର । ଅପରାହ୍ନ ୫ଟାରେ କୁତୁର୍ଲା ପଞ୍ଚାୟତ ପରିସରରେ ବସି ଦେଓଗାଁ ବ୍ଲକ କୁତୁର୍ଲା
Read More...

ଦଧିବାମନ ଜଗନ୍ନାଥ ମନ୍ଦିର ଜମିକୁ ନେଇ କନ୍ଦାଜୁରୀ ଗ୍ରାମରେ ଉତ୍ତେଜନା : ଗଣ୍ଡଗୋଳରେ ଜଣେ ଆହତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା କନ୍ଦାଜୁରୀ ଗ୍ରାମରେ ଥିବା ଦଧିବାମନ ମହାପ୍ରଭୁଙ୍କ ଜମିକୁ ନେଇ ପୂଜକ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୂଜକ ପରିବାରଙ୍କ ଆକ୍ରମଣରେ ଜଣେ ଗ୍ରାମବାସୀ ଆହତ ହେବା ପରେ ଗ୍ରାମରେ ଉତ୍ତେଜନା
Read More...

ଶିକ୍ଷକ ନିଯୁକ୍ତି ଦାବୀରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ବିଇଓ ଅଫିସରେ ଲିଖିତ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାନଫାସଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିଭାବକମାନଙ୍କ ସହ ବ୍ଲକ ଶିକ୍ଷା ଅଧିକାରୀ ରୀନା ବେହେରାଙ୍କୁ ସାକ୍ଷାତ କରି ଶିକ୍ଷକ ନିଯୁକ୍ତି ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ
Read More...