Yearly Archives

2023

ହାତୀପଲଙ୍କ ଉପଦ୍ରବ : ଖାଇଲେ ଧାନ ଚାଉଳ, ନଷ୍ଟ କଲେ ଫସଲ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ । ୫ ଦିନରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଭାଗିଲେଣି ୨୦ରୁ ଉର୍ଦ୍ଧ୍ୱ ଘର । ଦୁଧିଆଣି ରେଞ୍ଜ ଅଞ୍ଚଳର ରାଣୀପାଟ ଗାଆଁରେ ୪ଟି ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ଅନେକ ଫସଲ ନଷ୍ଟ କରିଛନ୍ତି ହାତୀପଲ ।
Read More...

ସ୍ତ୍ରୀକୁ କୋଡିରେ ହାଣି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ଜହ୍ନାପଙ୍କ : ବୌଦ୍ଧ ଥାନା ଜହ୍ନା ପଙ୍କ ଫାଣ୍ଡି ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତର ଚନ୍ଦ୍ରପୁର ଗାଁରେ ଘରୋଇ କଳହ ନେଲା ଜୀବନ । ସ୍ତ୍ରୀକୁ କୋଡିରେ ହାଣି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ହତ୍ୟା କରିବା ପରେ ଘରେ ରକ୍ତାକ୍ତ ମୃତଦେହ ଛାଡ଼ି ଫେରାର ହୋଇଗଲା ପତ୍ନୀହନ୍ତା । ଘଟଣାସ୍ଥଳରେ
Read More...

ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାଷନ ତଥା ପ୍ରମୁଖ ଅତିରିକ୍ତ ପ୍ରକଳ୍ପ ଅଧିକାରୀ,
Read More...

କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ପାଳନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ଶୁକ୍ରବାର ଦିନ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବନ ଅଧିକାରୀ ଶ୍ରଦ୍ଧା ବଡମାଳି ଯୋଗ ଦେଇଥିଲେ । ସଞ୍ଜୟ
Read More...

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ୱେବ ପୋର୍ଟାଲ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ୱେବ ପୋର୍ଟାଲ ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରମୁଖ
Read More...

ରାଜ୍ୟ ସମବାୟ ସଂଘ ନିର୍ବାଚନ : ନିଦ୍ୱର୍ନ୍ଦରେ ନିର୍ଦ୍ଦେଶିକା ଭାବେ ନିର୍ବାଚିତ ହେଲେ ତୃପ୍ତିଶ୍ରୀ ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୁରୁବାର ଦିନ ରାଜ୍ୟ ସମବାୟ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିରର ତୃପ୍ତିଶ୍ରୀ ମିଶ୍ର ନିଦ୍ୱର୍ନ୍ଦରେ ନିର୍ଦ୍ଦେଶିକା ଭାବେ ନିର୍ବାଚିତ ହୋଇଛନ୍ତି । ସାରା ରଜ୍ୟର ୨୧ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଶ୍ରୀମତୀ ମିଶ୍ର ବଲାଙ୍ଗିର ଓ
Read More...

ଉତ୍ତରପ୍ରଦେଶର ଗୋରଖପୁରରେ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥର ଉନ୍ମୋଚନ କରିଛନ୍ତିଲୀଳା ଚିତ୍ର ମନ୍ଦିର ପରିଦର୍ଶନ କରିଛନ୍ତି“ଗୀତା ପ୍ରେସ୍ କେବଳ ପ୍ରିଣ୍ଟିଂ ପ୍ରେସ୍ ନୁହେଁ ବରଂ ଜୀବନ୍ତ ବିଶ୍ୱାସ”“ବାସୁଦେବ ସର୍ବମ ଅର୍ଥାତ ବାସୁଦେବ ହିଁ ସବୁ କିଛି”“୧୯୨୩ ମସିହାରେ ଗୀତା ପ୍ରେସ୍ ଆକାରରେ ପ୍ରଜ୍ଜ୍ଵଳିତ ହୋଇଥିବା
Read More...

ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ୟୁନେସକ୍ୟାପ୍ ବିଶ୍ୱ ସର୍ବେକ୍ଷଣରେ ଭାରତର ଚମତ୍କାର ପ୍ରଦର୍ଶନ

• ୨୦୨୧ରେ ୯୦.୩୨% ତୁଳନାରେ ୨୦୨୩ରେ ୯୩.୫୫%ର ପ୍ରଭାବୀ ସ୍କୋର ସହିତ ବିଶ୍ୱ ବାଣିଜ୍ୟ ସୁବିଧା ପ୍ରଦାନ ପ୍ରୟାସରେ ଭାରତ ଅଗ୍ରଣୀ• ଟୁରାଣ୍ଟ କଷ୍ଟମ୍ସ, ବାଣିଜ୍ୟ ସୁବିଧା ପ୍ରଦାନ ପାଇଁ ସିଙ୍ଗଲ ୱିଣ୍ଡୋ ଇଣ୍ଟରଫେସ୍ (ସ୍ୱିଫ୍ଟ), ତଥ୍ୟ ପ୍ରକ୍ରିୟାକରଣର ପ୍ରାକ୍ ଆଗମନ, ଇ-ସଞ୍ଚିତ୍ ଭଳି ଭାରତୀୟ
Read More...

ଗାଇସିଲେଟ୍ ତାଲପାଲିଠାରେ ୧୨୩ ଏମ୍‌ଏସ୍ ବୋତଲ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ପଦ୍ମପୁର ଅବକାରୀ ବିଭାଗ ଗାଇସିଲେଟ ପୋଲିସ ଓ ବରଗଡ ତୋବାକୋ ଟିମଙ୍କୁ ନେଇ ମିଳିତ ଭାବରେ ଗୋଟେ ଟିମ୍‌ ଗଠନ କରାଯାଇଥିଲା । ତାଲପାଲି ବଜାର ମୁଖ୍ୟ ରାସ୍ତା ପାଖରେ ନିଶା ଦ୍ରବ୍ୟ ଭାବେ ଏମ୍‌ଏସ୍ ବୋତଲ ବିକ୍ରି
Read More...

ତୁରନ୍ତ ସହାୟତା ପାଇ ଖୁସି ହେଲେ ପଦ୍ମଲୋଚନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଗତ ତା ୦୪/୦୭/୨୩ ରିଖରେ ୫ଟି ସଚିବ ଭି କେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଜିଲ୍ଲାର ଖଲିଆପାଲିକୁ ଗସ୍ତ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ଉକ୍ତ ଦିନ ଖଲିଆପାଲି ନିବାସୀ
Read More...