Yearly Archives

2023

ସଇଁତଲାରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସିଭିଲ କୋର୍ଟ ପରିସରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇଁତଲା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ୍‌ ଭାଗ୍ୟଶ୍ରୀ ପତିଙ୍କ ତତ୍ତ୍ୱବଧାନରେ ୨ ଗୋଟି ସିଏମ୍‌ସି ମାମଲାର ପ୍ରତ୍ୟାହୃତ
Read More...

ବନ ମହୋତ୍ସବ ସପ୍ତାହ ପାଳିତ

ଜୟପୁର, (ଜଗନ୍ନାଥ ବିଶୋଇ) : ଜୟପୁର ରଣ୍ଡାପାଲି ଠାରେ ଥିବା ଫାର୍ମାସୀ କଲେଜ ପରିସରରେ ୟୁଥ ରେଡ଼କ୍ରସର ଓ ଜାତୀୟସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ୍‌ ଭାବେ ଫାର୍ମାସୀ
Read More...

ଶ୍ରଦ୍ଧାରେ ଅଭିଭାବକ ସଚେତନତା ଓ ପରାମର୍ଶ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଶ୍ରଦ୍ଧା' ପରିସରରେ ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ଅଭିଭାବକମାନଙ୍କ ପାଇଁ ଏକ ସଚେତନତା ଓ ପରାମର୍ଶ ଶିବିର ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
Read More...

ରସାୟନ ବିଜ୍ଞାନ ବିଭାଗରେ ବିଦାୟ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ରସାୟନ ବିଭାଗର ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଏକ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡ଼ଃ ମନୋଜ ପ୍ରଧାନକୁ ରସାୟନ ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା
Read More...

ବିଦାୟ ମୋଡ଼ରେ ରାଜସ୍ଥାନ ସରକାର, ମନ୍ତ୍ରୀ ଓ ବିଧାୟକମାନେ ସରକାରୀ ଘର ଖାଲି କରୁଛନ୍ତି : ବିକାନେର ସମାବେଶରେ…

ବିକାନେର : ରାଜସ୍ଥାନର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏଥର ଭାରତୀୟ ଜନତା ପାର୍ଟି ଟାର୍ଗେଟ କରିଛି କଂଗ୍ରେସକୁ । ଏହି କ୍ରମରେ ରାଜ୍ୟର ବିକାନେରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବା ବେଳେ
Read More...

୧୭,୦୦୦ କର୍ମଜୀବୀଙ୍କୁ ଭିଆର୍ – ଆଧାରିତ ସୁରକ୍ଷା ଏବଂ ପରିଚାଳନା ପ୍ରଶିକ୍ଷଣ ପ୍ରଦାନ କରିବ ମହାନଦୀ…

ଦକ୍ଷତା ବିକାଶ ପାଇଁ ୬.୫ କୋଟି ଟଙ୍କା ଖର୍ଚ୍ଚ ହେବଏମ୍ସିଏଲ୍ ୨୦୨୨-୨୩ ରେ ୧୯୩ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି ଦିଲ୍ଲୀ, (ପିଆଇବି) : ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ୨୦୨୬ ସୁଦ୍ଧା ଏହାର ୧୭,୦୦୦ କର୍ମଜୀବୀଙ୍କୁ ସୁରକ୍ଷା ଏବଂ ପରିଚାଳନା ତାଲିମ ପ୍ରଦାନ କରିବା
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ପାଳିତ

• ଚଳିତ ବର୍ଷ ଛତ୍ରପୁର ବ୍ଲକ୍ ସିନ୍ଦିରାପଲ୍ଲୀ ଗ୍ରାମରେ ୪ ହେକ୍ଟର ଜମିରେ ଚାରାରୋପଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକ୍ ସିନ୍ଦିରାପଲ୍ଲୀ ଗ୍ରାମରେ ୪ ହେକ୍ଟର ଜମିରେ ଚାରା ରୋପଣ
Read More...

ରୁଷ-ୟୁକ୍ରେନ ଯୁଦ୍ଧ ୫୦୦ ଦିନ ସମାପ୍ତ କରିଛି, ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ ପିଲାଙ୍କ ସମେତ ୯୦୦୦ ଲୋକଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତି ସରିଲାଣି । ୟୁକ୍ରେନରେ ରୁଷର ଯୁଦ୍ଧ ଯୋଗୁଁ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ମିଳିତ ଜାତିସଂଘ ନିନ୍ଦା କରିଛି । ମିଳିତ ଜାତିସଂଘ କହିଛି ଯେ, ଏହି ଯୁଦ୍ଧ ୫୦୦ ଦିନରୁ ଅଧିକ ସମୟ ଧରି ଚାଲିଛି ଏବଂ ଏହି ବିବାଦର କୌଣସି
Read More...

ଏସି ଟ୍ରେନ୍ ଭଡ଼ାରେ ରିହାତି ଯୋଜନା ଘୋଷଣା କଲା ରେଳ ମନ୍ତ୍ରଣାଳୟ

• ଅନୁଭୂତି ଓ ଭିଷ୍ଟାଡୋମ୍ କୋଚ୍ ସମେତ ଏସି ଯାତ୍ରା ସୁବିଧା ଥିବା ସବୁ ଟ୍ରେନର ଏସି ଚେୟାର କାର୍ ଏବଂ ଏଗ୍ଜିକ୍ୟୁଟିଭ୍ ଶ୍ରେଣୀରେ ମିଳିବ ରିହାତି• ମୂଳ ଭଡ଼ା ଉପରେ ସର୍ବାଧିକ 25% ପର୍ଯ୍ୟନ୍ତ ରିହାତି ସୁବିଧା• ଅନ୍ୟାନ୍ୟ ପ୍ରଯୁଜ୍ୟ ଶୁଳ୍କ ପୃଥକ ଭାବେ ଲାଗୁ ହେବ• ବିଗତ 30 ଦିନ ମଧ୍ୟରେ
Read More...

ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀଙ୍କ ଜନ୍ମଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ ରାଜଯୋଗିନୀ ବିଜୟ ଲକ୍ଷ୍ମୀଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ଭଉଣୀଙ୍କ ଜନ୍ମଦିବସରେ ଆଧ୍ୟାତ୍ମିକ ସଙ୍ଗୀତ ରସାତ୍ମକ ଭାବରେ ଭରି
Read More...