Yearly Archives

2023

ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ସଞ୍ଜିବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ
Read More...

୬ ଦଫା ଦାବି ନେଇ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ୬ ଦଫା ଦାବି ନେଇ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଗଠନର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଂଗଠନ ପକ୍ଷରୁ କଳା ବ୍ୟାଚ୍‌ ପରିଧାନ କରିଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ର କର୍ମଚାରୀ
Read More...

ପାଟଣାଗଡ଼ ଉପଖଣ୍ଡ ଅଧୀନସ୍ଥ ଘସିଏନ୍‌ ଗ୍ରାମ ପଞ୍ଚାୟତକୁ ବ୍ଲକ୍ ଘୋଷଣା କରିବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଘସିଏନ୍‌ ଗ୍ରାମ ପଞ୍ଚାୟତକୁ ବ୍ଲକ୍ ଘୋଷଣା କରିବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଘସିଏନ୍‌ ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ସେମାନେ କହିଛନ୍ତି ଯେ, ଘସିଏନ୍‌ ଠୁ ପାଟଣାଗଡ଼ ପାଖାପାଖି
Read More...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସଦାଇପାଲିରୁ ସମ୍ବଲପୁର ରୋଡ୍‌କୁ ଲାଗିଥିବା ବାଏପାସ୍‌ ରାସ୍ତାରେ ଜଣେ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟିଲାରେ ଭର୍ତ୍ତି କରିଥିବା
Read More...

ପୃଥ୍ବୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟେଡିୟମଠାରେ ରାଜ୍ୟ ସିନିୟର ବେଡ଼ମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟେଡିୟମଠାରେ ରାଜ୍ୟ ସିନିୟର ବେଡ଼ମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା
Read More...

ଛତ୍ରପୁର ପୋଲିସଲାଇନ ସାହିରେ ପୋଖରୀ ତୁଠ ଶୁଦ୍ଧିକ୍ରିୟା ଗୃହ ଉଦ୍‌ଘାଟିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଛତ୍ରପୁର ସହରାଞ୍ଚଳ ୧୧ ନମ୍ବର ୱାର୍ଡ଼ର ପୁରୁଣା ପୋଲିସଲାଇନ ସାହିରେ ପୋଖରୀ ତୁଠ ଶୁଦ୍ଧିକ୍ରିୟା ଗୃହ ବୁଧବାର ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଛତ୍ରପୁର ଏନ୍.ଏ.ସି. ଉପାଧ୍ୟକ୍ଷ ଜି.ପାପା ରାଓଙ୍କ କରକମଳରେ ଏହା ଉଦ୍‌ଘାଟିତ
Read More...

ଓଡିଶାରେ ଭର୍ତ୍ତି ହୋଇ ଛତିଶଗଡରେ ଧରା ପଡିଲା ଗଞ୍ଜେଇ ବୋଝେଇ ଟ୍ରକ୍ : ୧ ଗିରଫ

ଉମରକୋଟ : ଓଡ଼ିଶାରେ ଭର୍ତ୍ତି ହୋଇ ରାଜସ୍ଥାନକୁ ଚାଲାଣ ହେଉଥିବା ସମୟରେ ଛତିଶଗଡ ପୋଲିସ ହାତରେ ଧରା ପଡ଼ିଲା ଏକ ଗଞ୍ଜେଇ ବୋଝେଇ ଟ୍ରକ୍ । ଜବତ ଟ୍ରକ୍‌ରୁ ବାହାରିଲା ୪ କ୍ବିଣ୍ଟାଲ ଗଞ୍ଜେଇ । ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ ଦେଇ ଓଡିଶାରୁ ବେଆଇନ ଭାବେ
Read More...

ବୃଦ୍ଧଙ୍କୁ ଦଳି ଦେଲେ ଦୁଇ ଦନ୍ତା

ରାସଗୋବିନ୍ଦପୁର : ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରୁମୂଳା ଅଞ୍ଚଳରେ ଏକ ବୃଦ୍ଧ ନିଜର ନିତ୍ୟ କର୍ମ ପାଇଁ ଯାଇଥିବା ବେଳେ ଦୁଇଟି ବଣୁଆ ଦନ୍ତା ହାତୀର ଆକ୍ରମଣ ବୃଦ୍ଧଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ, ପଡ଼ୋଶୀ ପଶ୍ଚିମବଙ୍ଗର ବେଡ଼ାଜାଲ ଗ୍ରାମର ୮୦ ବର୍ଷୀୟ ଅଧର
Read More...

ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମୋଡ ଗ୍ରାମରେ ଜନ ସମ୍ପର୍କ କାର୍ଯ୍ୟକ୍ରମ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମୋଡ ଗ୍ରାମରେ ଗତ ଗୁରୁବାର ଦିନ ଜନ ସମ୍ପର୍କ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝି, ବିଜେଡି ଯୁବନେତା ଏବଂ ବିଜେଡି ବ୍ଳକ ସଭାପତି
Read More...

କଣ୍ଟାବାଞ୍ଜିରେ ଦ୍ୱିତୀୟ ଭୂତଳ ରେଲବାଇ ପୁଲ ନିର୍ମାଣ ପାଇଁ ପ୍ରସ୍ତାବ ମଞ୍ଜୁରୀ

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି - ଟିଟିଲାଗଡ଼ ପୂର୍ବତନ ରେଲବାଇ ସେକ୍ସନର କଣ୍ଟାବାଞ୍ଜି ଏନ.ଏ.ସି. ନିକଟରେ ଏକ ଦ୍ୱିତୀୟ ରେଲବାଇ ଭୁତଲ ପୁଲ ନିର୍ମାଣ ପାଇଁ କେନ୍ଦ୍ର ରେଲ ବିଭାଗ ଦ୍ୱାରା ପୂର୍ବତନ ରେଲବାଇ ଭୁବନେଶ୍ୱରକୁ ଚିଠି ମାଧ୍ୟମରେ ମଞ୍ଜୁରି
Read More...