Yearly Archives

2023

ଦୁଇ ଦିନିଆ ସାଂସଦଙ୍କ ଗସ୍ତ : ବିଜେଡି ଓ କଂଗ୍ରେସ ନେତା ବିଜେପିରେ ସାମିଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତକୁ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂ ଦେଓ ଦୁଇ ଦିନିଆ ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ବଲାଙ୍ଗିର ଜିଲ୍ଲାର ବିଜେପି ଜିଲ୍ଲା
Read More...

ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ-ପ୍ରତିଭା ସମାରୋହରେ କୃତୀ ପ୍ରତିଭାଧାରୀଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟର "ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା" କାର୍ଯ୍ୟକ୍ରମର ସାଂସ୍କୃତିକ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ସୋମବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ବାର୍ଷିକ
Read More...

ଚତୁର୍ଥ ବାର୍ଷିକ କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଉଦ୍‌ଘାଟିତ : ବଲାଙ୍ଗିିର ଏଫ୍‌ସି ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ଓ ଜଗନ୍ନାଥ ସ୍ପୋଷ୍ଟିଂ ଖଲିଆପାଲି ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଆଜି ଚତୁର୍ଥ ବାର୍ଷିକ କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟନ ହୋଇଯାଇଛି । ସାଇଟ ସଦାଇପାଲି
Read More...

ଧାମନଗରର ସଂଖ୍ୟାଲଘୁ ଧାର୍ମିକ ସ୍ଥଳ ଖାନୱାରେ ଜଳ ଯୋଗାଣର ସୁବ୍ୟବସ୍ଥା ପାଇଁ ୨କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଧାମନଗରରେ ଥିବା ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନୱାରେ ଏକ ପାଣି ଟାଙ୍କି ସହିତ ଜଳ ଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଧାମନଗର ଗସ୍ତ
Read More...

ଆନ୍ତର୍ଜାତୀୟ ସ୍ଥାନାନ୍ତର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ସ୍ତାନାନ୍ତର ବା ଦେଶାନ୍ତର ଗମନଶୀଳ ବ୍ୟକ୍ତି ଦିବସ । ସାମ୍ପ୍ରତିକ ବର୍ଷଗୁଡିକରେ, ବିବାଦ, ଅସୁରକ୍ଷିତତା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଶ ବା ସୀମା ପାର୍ଶ୍ୱରେ ଥିବା ଲୋକମାନଙ୍କର ବାଧ୍ୟତାମୂଳକ ଆନ୍ଦୋଳନରେ ବହୁ ଅବଦାନ ରହିଛି
Read More...

ଟିଟଲାଗଡ଼ ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଟିଟଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଜି ଟିଟଲାଗଡ଼ ବ୍ଲକ ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଆରକ୍ଷୀ
Read More...

କୋଶଳ କଳାମଣ୍ଡଳ ପଡିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟାଳୟସ୍ଥିତ କୋଶଳ କଳାମଣ୍ଡଳ ପଡିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଯାପିତ ହୋଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାସ ବେହେରା, ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ଡ଼ଃ
Read More...

ମାଗୁରବେଡାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳତା ତଥା ଉପଲବ୍ଧିକୁ ପାଥେୟ କରି ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜିଠାରୁ ଲୋଇସିଂହା ବ୍ଲକର ମାଗୁରବେଡା ପଞ୍ଚାୟତରେ ପହଞ୍ଚିଥିଲା । ମାଗୁରବେଡା ସରପଞ୍ଚ
Read More...

ଭି.ଓ.ଏ.ର ବନ୍ଧୁମିଳନ କାର୍ଯ୍ୟକ୍ରମ

ପାଟଣାଗଡ, (କେପିଏନ୍‌ଏସ୍‌) : ଗତ ତା ୧୭/୧୨/୨୦୨୩ ରବିବାର ଦିନ କାହ୍ନା ବିହାର ପାଟଣାଗଡଠାରେ ଭଏସ୍‌ ଅଫ୍ ଆଲୋକ(VOA)ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କମିଟି ସଭାପତି ତ୍ରିଲୋଚନ ସାହୁ ସଭାପତିତ୍ୱ କରିଥିବା ବେଳେ ସେକ୍ରେଟାରୀ ଆଲୋକ କୁମାର ପଣ୍ଡା
Read More...

ଇସ୍ପାତ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ନେଇ ମଜଦୁର ସଭାର ଭୂମିକା ଅତୁଳନୀୟ ସଂଗଠନର ୬୯ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ମଜଦୁର ସଭା ପକ୍ଷରୁ ୬୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ସକାଳ ୯ଘଟିକା ସମୟରେ ମଜଦୁର ସଭାର ସହରାଞ୍ଚଳ କାର୍ଯ୍ୟାଳୟ ପରିସରରେ ସଭାପତି ଶଶଧର ନାୟକ ସଂଗଠନର ପତକା ଉତ୍ତୋଳନ କରିଥିଲେ ଓ ଉପସ୍ଥିତ କର୍ମକର୍ତ୍ତା ଓ
Read More...