Yearly Archives

2023

ଶିଶୁ ସୁରକ୍ଷା ସମ୍ବନ୍ଧରେ ଏନ୍‌ଜିଓ ପ୍ରତିନିଧିଙ୍କ ନିମନ୍ତେ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୟୁଥ୍ ହଷ୍ଟେଲ, ପୁରୀ ସମ୍ମିଳନୀ କକ୍ଷଠାରେ ପୁରୀ ଜିଲ୍ଲାର ୫୦ରୁ ଅଧିକ ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିନିଧିଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମିଶନ ବାତ୍ସଲ୍ୟ, ବେଟି ବଚାଓ ବେଟି ପଢ଼ାଓ, ଶିଶୁ ସୁଲଭ ପରିବେଶ, କିଶୋର
Read More...

ଗଞ୍ଜାମ ଏନ୍‌ଏସି ଇଓ ଅଭିନାଶ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗୃହ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଚିଠି ନଂ୧୫୦୩୩ ତା ୨୮/୭/ରେ ଗଞ୍ଜାମ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ସ୍ୱତନ୍ତ୍ର ଯୋଜନା ଅଧିକାରୀ (ଏସ୍‌ପିଏ) ଅତିରିକ୍ତ ଦାୟିତ୍ୱ ମିଳିଛି । ସରକାର ଯେଉଁ ଦାୟିତ୍ୱ ଦେବେ
Read More...

ଓପିଏସସି ପରୀକ୍ଷାରେ ସୁରଜଙ୍କ କୃତିତ୍ୱ : ଛତ୍ରପୁର ବିଧାୟକଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡିରାଧାଗୋବିନ୍ଦପୁର ଗ୍ରାମର ସୁରଜ ନାୟକ ୧୫୨ ରେଙ୍କ ରଖି ଓପିଏସସି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ସଫଳତା ଗଞ୍ଜାମ ବ୍ଲକ ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ
Read More...

ପଦ୍ମପୁର ସରକାରୀ ବାକିକା ଉଚ୍ଚ ବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୫୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ଵାରା ବିଦ୍ୟାଳୟର ପତାକା ଉତ୍ତୋଳିତ ହେଲା ପରେ ସମସ୍ତ ଛାତ୍ରୀ ଓ ଶିକ୍ଷକ
Read More...

ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ(special Development council)ର ଜିଲ୍ଲା ଅଧ୍ୟକ୍ଷ ବ୍ରଜମୋହନ ବିଶୋଇଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଲୋଇସିଂହା ସ୍ଥିତ ଆଦିବାସୀ କଲ୍ୟାଣ ସଂଘ ଭବନଠାରେ ସମ୍ବର୍ଦ୍ଧିତ
Read More...

ପଲ୍ଲୀ ଆଲୋକ ପାଠାଗାର ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଓ ଆଇସିଡିଏସ୍‌ ଆଗଲପୁରର ମିଳିତ ଆନୁକୂଲ୍ୟରେ ନୁନିଆଁପାଲି, ଖଲିଆପାଲି, ପାଣ୍ଡେସରା ତଥା ମନୁପାଲି ସ୍ଥିତ ଶ୍ରୀକ୍ଷେତ୍ର ନଗରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି
Read More...

ଲୋକସଭାରେ ଗୃହୀତ ହେଲା ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା) ବିଲ୍ – ୨୦୨୩

ଦିଲ୍ଲୀ, (ପିଆଇବି) : ଲୋକସଭାରେ ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା) ବିଧେୟକ - ୨୦୨୩ ଗୃହୀତ ହୋଇଛି। ଆନ୍ତଃ ସେବା ସଂଗଠନ ବା ଇଣ୍ଟର-ସର୍ଭିସେସ୍ ଅର୍ଗାନାଇଜେସନ୍ (ଆଇଏସ୍ଓ) ଅର୍ଥାତ୍ ତିନି ସେନାବାହିନୀରେ କାର୍ଯ୍ୟରତ ଥିବା କିମ୍ବା ସମ୍ପୃକ୍ତ ଥିବା କର୍ମଚାରୀଙ୍କ
Read More...

ମମିଆଁ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି : ୩ ମୃତ, ୧୦ରୁ ଅଧିକ ଆକ୍ରାନ୍ତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଞ୍ଚାୟତ ମମିଆଁ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି । ତେବେ ଗତ କିଛି ଦିନ ମଧ୍ୟରେ ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ବିଲମ୍ବର ହିଆଁଲ, ସୋନିଆ ସେଲମା, କୈକେୟା ବେହେରା ବୋଲି
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସମସ୍ୟା ଭୋଗୁଛନ୍ତି ଗରିବ ପରିବାର, ପକ୍କା ଘର ସାତସପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ଗନ୍ଧରାବନ୍ଧ ଗାଁରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାର ଦୁଆର ହେଉଥିବା ଦେଖିବାକୁ ମିଳିଛି । ଗାଁର କିଶୋର ନାଏକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର
Read More...

ବିଦ୍ୟୁତ ସେବାରୁ ବଂଚିତ ତିନୋଟି ପଞ୍ଚାୟତ ଲୋକେ ଘେରିଲେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ ସେବାରୁ ବଂଚିତ ହୋଇଥିବା ତିନୋଟି ପଞ୍ଚାୟତର ଲୋକେ ଆଜି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସୁକତେଲ ଜଳ ଭଣ୍ଡାରରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ବୁଡି ଅନ୍ଧାରରେ
Read More...