Yearly Archives

2023

ଫାଇବ-ଟି ସଚିବଙ୍କ ଟିଟିଲାଗଡ ଗସ୍ତ କାର୍ଯ୍ୟକ୍ରମ ବେଳେ ପୋଲିସ ମାଡରେ ଅଟୋ ଚାଳକ ଲହୁଲୁହାଣ, କିଛି ସମୟ ପାଇଁ ଉତ୍ତେଜନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଅପରାହ୍ନ ସାଢେ ବାରଟା ସମୟରେ ହେଲିକପ୍ଟର ଯୋଗେ ସ୍ଥାନୀୟ ସିଟି ସ୍କୁଲ ଖେଳ ପଡିଆକୁ ଆସି ନିଜର କାର୍ଯ୍ୟକ୍ରମ ସାରି ନିର୍ଦ୍ଧାରିତ ସମୟରେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଫେରି ଯାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଟିଟିଲାଗଡ ତଥା ଆଖପାଖ
Read More...

ସାମ୍ବାଦିକ ସଂଘ ତରଫରୁ ଲୋକସଭା ସାଂସଦକୁ ଦାବୀପତ୍ର ପ୍ରଦାନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ସର୍ବ ପୁରାତନ ସାମ୍ବାଦିକ ସଂଘ ପକ୍ଷରୁ ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଏକ ଦାବୀପତ୍ର ସଂଘର ପ୍ରତିନିଧିଙ୍କ ଦ୍ୱାରା ପ୍ରଦାନ କରାଯାଇଛି । କଂଟାବାଂଜି ରେଳ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା
Read More...

ଅମୃତ ଭାରତ ଯୋଜନାରେ ସାମିଲ ହେଲା କଂଟାବାଂଜି ରେଳ ଷ୍ଟେସନ

ଭର୍ଚ୍ଚୁଆଲ ମୋଡରେ ୫୦୮ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀକଂଟାବାଂଜିରେ ୱାଗନ ଫ୍ୟାକ୍ଟ୍ରି ନିର୍ମାଣ, ପମ୍ପୁ ତଲାବର ପୁନଃଉଦ୍ଧାର, ୭୫୦ ଏକର ରେଳ ଜମିର ହେବ ବିକାଶ : ସାଂସଦ ଶ୍ରୀମତୀ ସିଂହଦେଓଙ୍କ ପ୍ରସ୍ତାବ କଂଟାବାଂଜି, (ଗୁରୁଦୟାଲ ହଂସ) : କେନ୍ଦ୍ର ସରକାରଙ୍କ ଅମୃତ ଭାରତ
Read More...

ପ୍ରଗତି ଉତ୍କଳ ସଂଘରେ ପଣ୍ଡିତ ନୀଳକଣ୍ଠ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ଏକାଧାରରେ ଜଣେ ସାହିତ୍ୟିକ, ରାଜନୀତିଜ୍ଞ, ଶିକ୍ଷାବିତ୍, ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ । ଓଡ଼ିଶାର ଏହି ଯୁଗ ଜନ୍ମା ମହାପୁରୁଷଙ୍କ ଜୟନ୍ତୀ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଉରକେଲାର ଅଗ୍ରଣୀ ସାହିତ୍ୟ -
Read More...

ଛାତ୍ରମାନଙ୍କୁ ନେଇ ଏଚ୍‌ଆଇଭି ସମ୍ୱନ୍ଧରେ ମାରାଥନ କାର୍ଯ୍ୟକ୍ରମର ଆୟୋଜନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରବିବାର ଛାତ୍ରମାନଙ୍କୁ ନେଇ ଏକ ମାରାଥନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ୧୫୦ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ଓ ପ୍ଲାକାର୍ଡ଼ ଧରି ଏଚ୍‌ଆଇଭି ସମ୍ୱନ୍ଧରେ ସଚେତନତା ବାର୍ତ୍ତା ଦେଇଥିଲେ ।
Read More...

ଜାତୀୟ ଫାଟୁଆ ରୋଗ ସଂସ୍ଥାନ ତରଫରୁ ଫାଟୁଆ ରୋଗ ନିରାକରଣ ଓ ନିତ୍ୟ ବ୍ୟବହାର ସାମଗ୍ରୀ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଟଣୀ ଅରଗୁଳ ସ୍ଥିତ ଜାତୀୟ ଫାଟୁଆ ରୋଗ ସଂସ୍ଥାନ ତଥା ଅନ୍ତରାଷ୍ଟ୍ରୀୟ ଫାଟୁଆ ରୋଗ କେନ୍ଦ୍ର ତରଫରୁ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଘନିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁସୂଚିତ ଜାତିର ହିତାଧିକାରୀମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
Read More...

ଟିଟିଲାଗଡକୁ ଫାଇବ-ଟି ସଚିବଙ୍କ ଗସ୍ତ : ଲୋକଙ୍କ ସହ ମିଶିଲେ, ଦାବୀପତ୍ର ନେଲେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସିଟି ସ୍କୁଲ ଖେଳ ପଡିଆରେ ହେଲିକେପ୍ଟର ଯୋଗେ ପାଖାପାଖି ସାଢେ ବାରଟା ସମୟରେ ଅବତରଣ କରିଥିଲେ ଫାଇବ-ଟି ସଚିବ ଭି କେ ପାଣ୍ଡିଆନ୍‌ । ସେଠାରେ ଜମିଥବା ବିପୁଳ ଜନ ସମୁଦ୍ର ତାଙ୍କୁ ଭବ୍ୟ ସ୍ଵାଗତ କରିବା ସହ ସଭା ସ୍ଥଳକୁ
Read More...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଓଡିଶା ସଂସ୍କୃତି ସମ୍ପର୍କିତ ଚିତ୍ରକଳା…

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ମଦନପୁର ସ୍ଥିତ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ସଙ୍ଗରେ ବିଭିନ୍ନ କିସମର ୪୫୦୦ ବୃକ୍ଷ ରୋପଣ
Read More...

ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ସମନ୍ଵୟ ସମିତିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟା ବେଳେ ସ୍ଥାନୀୟ ଗୋପାଳ ଜୀଉ ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତି ପୀଠଠାରେ ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ଵୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରମ ପୂଜ୍ୟ ଗୁରୁଦେବଙ୍କ ଯୁଗ
Read More...

ବଲାଙ୍ଗିରର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୪୦.୫ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ, ଘୋଷଣା କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅବସରରେ ଆଜି ରାଜେନ୍ଦ୍ର ୟୁନିଭର୍‌ସିଟିର ପ୍ଲେ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ ଛାତ୍ର ସମାବେଶକୁ ଉଦ୍‌ବୋଧନ ଦେଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ । ସେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭାବ ବିନିମୟ କରିବା ସହ
Read More...