Yearly Archives

2023

୯ ଦଫା ଦାବୀପତ୍ର ନେଇ ସଇଁତଲା ବ୍ଲକ କାର୍ଯ୍ୟାଳୟକୁ ଘେରିଲା କଂଗ୍ରେସ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ସଇଁତଲା ବ୍ଲକ କଂଗ୍ରେସ କମିଟି ନେତୃତ୍ୱରେ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟରେ ଅନିୟମିତତାକୁ ନେଇ କଂଗ୍ରେସ ଘେରିଥିଲା । ଏଥିରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ଜରିଆରେ
Read More...

୯ ଦଫା ଦାବୀ ନେଇ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦଙ୍କ ତାଳଚେର ବ୍ଲକ୍ ଅଫିସ୍ ଘେରାଉ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆଜି ରାଜ୍ୟ କଂଗ୍ରେସ ସଭାପତିଙ୍କ ଡାକରାରେ ୯ ଗୋଟି ଦାବୀ ନେଇ ତାଳଚେର କଂଗ୍ରେସ କର୍ମକର୍ତ୍ତା ତାଳଚେର ବ୍ଲକ୍ ଅଫିସ୍ ସମ୍ମୁଖରେ ଘେରାଉ କରିବା ସହ ଧାରଣା ଦେଇଥିବା ଖବର ଆମ ହସ୍ତଗତ ହୋଇଛି । ମୁଖ୍ୟ ଦାବୀ ଗୁଡିକ ହେଲା ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସ୍
Read More...

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସମସ୍ତ ଦେଶବାସୀଙ୍କ ମଧ୍ୟରେ ସଦ୍ଭାବନା ଜରୁରୀ । ସେହି ମହତ ଲକ୍ଷ୍ୟ ନେଇ ଆଜି ପଦ୍ମପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ପୌରୋହିତ୍ୟରେ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୯ରେ

ବରଗଡ, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୯ ତାରିଖ ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପାଳନ କରିବା ପାଇଁ ସ୍ଥିରୀକୃତ ହୋଇଛି । ଏଥିପାଇଁ ସଂଗ୍ରାମୀ ବନ୍ଧୁଙ୍କ ସହ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ
Read More...

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଚଟୁଅନକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ଲି ଗାଁର ବଲାଙ୍ଗିର ଯିବା ମୁଖ୍ୟ ରାସ୍ତା ସମ୍ମୁଖରେ ଖାତା ନଂ ୮୩/ପ୍ଳଟ ନଂ୨୨୧/୨୨୨/୨୨୩ ରୁ ପ୍ରାୟ ଦୁଇ ଏକର ଚଉଷଠି ଡିସିମିଲ ସାତ ଶହ ବର୍ଗ ଫୁଟ ସରକାରୀ ଜମିକୁ ଜବରଦଖଲ କରି ବାଡ଼ ଦେଇଥିବାରୁ
Read More...

କୋଶଲୀ ଲକ୍ଷ୍ମୀ ପୁରାଣ ବହି ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିପି ଏକାଡେମୀଠାରେ ମହନୀ ନୃତ୍ୟ, କଳା ଓ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରକାଶିତ ଅକ୍ଷୟ ସରାଫଙ୍କର କୋଶଲୀ ଲକ୍ଷ୍ମୀ ପୁରାଣ ଉନ୍ମୋଚନ ହୋଇଯାଇଛି । ଏହି ପୁରାଣରେ ଜାତି ପ୍ରଥା ଏବଂ ନାରୀ ଜାତି ଉପରେ ଗୁରୁତ୍ୱ ଦିଆଯାଇଛି । କୋସଲାଞ୍ଚଳର କଥା ଭାଷା
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ କନଫେରେନ୍ସ ହଲରେ ସଦ୍ଭାବନା ଶପଥ ପାଠ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦ୍ଭାବନା ଦିବସ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳଙ୍କ କନଫେରେନ୍ସ ହଲରେ ସଦ୍ଭାବନା ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସାମିଲ ହୋଇ ଜାତି, ଧର୍ମ, ସମ୍ପ୍ରଦାୟ ଅଥବା ଭାଷାକୁ ନେଇ କୌଣସି ଭେଦ ଭାବ ନ ରଖି ସମସ୍ତ
Read More...

୨ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ୨ ଦଫା ଦାବୀ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଆରମ୍ଭ ହୋଇଛି ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ । ସାରା ଓଡ଼ିଶାର ସମସ୍ତ ଜିଲ୍ଲାର
Read More...

୧୧ ଦଫା ଦାବୀ ନେଇ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବରିଷ୍ଠ କଂଗ୍ରେସ ନେତା ଅନୀଲ ମେହେରଙ୍କ ନେତୃତ୍ୱରେ ୧୧ ଦଫା ଦାବୀରେ ବେଲପଡା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ପ୍ରଥମେ ବେଲପଡା ତାରିଣୀ ମନ୍ଦିରଠାରେ ଶହ ଶହ କଂଗ୍ରେସ କର୍ମୀମାନେ
Read More...

ଶିକ୍ଷକ ନ ଦେଲେ ବିଦ୍ୟାଳୟ ବନ୍ଦ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍କୁଲକୁ ଶିକ୍ଷକ ଯୋଗାଇ ଦିଆନଗଲେ ସ୍କୁଲ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଅଗଲାପାଲି ଗ୍ରାମରେ । ଆଜି ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକ ଲୋଇସିଂହା ବ୍ଲକ
Read More...