Yearly Archives

2023

ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକରେ ଉଦ୍‌ବୋଧନ

● “ଡିଜିଟାଲ ଅର୍ଥନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ହିଁ ଶ୍ରେଷ୍ଠ ସ୍ଥାନ”● “ଭାରତରେ ଡିଜିଟାଲ ଅବସ୍ଥାନ୍ତର ଏହାର ନବୋନ୍ମେଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତାର ଅଙ୍ଗୀକାରବଦ୍ଧତା ଦ୍ୱାରା ପରିଚାଳିତ”● “ଦେଶ ପ୍ରଯୁକ୍ତି ବିଦ୍ୟାକୁ ଯଥା ସମ୍ଭବ ଉପଯୋଗ କରି ପ୍ରଶାସନିକ
Read More...

ବଲାଙ୍ଗିରରେ ମୋଟିଭେସନାଲ କେରିୟର କାଉନସେଲିିଂ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଶନ କମ୍ପାଉଣ୍ଡ ସ୍ଥିତ ସମାଜ ଗୃହରେ ଆୟୋଜିତ ହୋଇଯାଇଛି ମୋଟିଭେସନାଲ କେରିୟର କାଉନସେଲିିଂ କାର୍ଯ୍ୟକ୍ରମ । ଆ. ନରେଶ ମାଥୁଉସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ସମ୍ବଲପୁର ଧର୍ମାଚଳର ଧର୍ମାଧ୍ୟକ୍ଷ ପବିତ୍ରାଚାର୍ଯ୍ୟ ଡ. ପିନ୍ଧୁଏଲ ଦୀପ ମୁଖ୍ୟ
Read More...

ଟ୍ରାକ୍ଟର ଓଲଟି ୩ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା କୁତୁର୍ଲା ପଞ୍ଚାୟତ ବହଲି ଗାଁରେ ଶୁକ୍ରବାର ଦିନ ଧାନ ବିଲରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଡ୍ରାଇଭର ରାକେଶ ପୋଢ଼, ଶ୍ରମିକ ମନୋଜ ପୋଢ଼ ଓ ଓମ୍ନା ଏକ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର
Read More...

ଦେଷଣ୍ଢ ଚାନ୍ଦିଲି ପାହାଡ଼ରେ ବୃକ୍ଷ ରୋପଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବାକୁ ଥିବା ଚାନ୍ଦିଲି ପାହାଡ଼ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ସରପଞ୍ଚ ସ୍ୱୟଂବର ମେହେରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି
Read More...

ହର୍ଷ-ଉଲ୍ଲାସର ସହ ବ୍ରହ୍ମପୁର ମହାନଗରରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ବାଣିଜ୍ୟ, ରାଜନୈତିକର ଭିତ୍ତିଭୂମି ବ୍ରହ୍ମପୁର ମହାନଗରରେ ପୃଥକ ଭାବେ ବିଶ୍ୱ ଫୋଟୋଗ୍ରାଫି ଦିବସକୁ ହର୍ଷ-ଉଲ୍ଲାସର ସହ ପାଳନ କରାଯାଇଛି ।
Read More...

ରାଜବୋଡ଼ାସମ୍ବର ବ୍ଲକ୍ ଖେଳସଂଘର ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଖେଳସଂଘର ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ବିଇଓ ଲୋକନାଥ ଭୋଇ ଓ ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଖେଳ ଶିକ୍ଷକ ଧର୍ମ କୁମାର ବେହେରା ଯୋଗଦାନ
Read More...

ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତିଲେ ତହସିଲ କର୍ମଚାରୀ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଜନସାଧାରଣ ସାଧାରଣତଃ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସୁରକ୍ଷା ପାଇଁ ତହସିଲ ଅଫିସକୁ ଯାଇଥାନ୍ତି । ଘର ଭାଙ୍ଗି ଯାଇଥିଲେ କି ଛପରରୁ ପାଣି ଗଳୁଥିଲେ ତହସିଲ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥାଏ । ମାତ୍ର ଲହୁଣୀପଡ଼ା
Read More...

ସର୍ଚ୍ଚ ଅପରେସନ ବେଳେ ଉଦ୍ଧାର ହେଲା ଏକ୍ସକ୍ଲୁସିଭ ଟିଫିନ୍ ବୋମା

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଢ଼ିହି ପାର୍ଶ୍ଵରୁ ଡିବିଏଫ୍‌ ଯବାନମାନଙ୍କ ଦ୍ୱାରା ୧୦ କେଜିରୁ ଅଧିକ ଓଜନର ଟିଫିନ୍ ବୋମା ଜବତ ହୋଇଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ୍‌ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଏକ୍ସକ୍ଲୁସିଭ୍
Read More...

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ପ୍ରବେଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ (ବି.ଇଡି) ଠାରେ ଏହି ବର୍ଷ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରବେଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳିତ ମାସ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ
Read More...

ତୁଳସୀନଗର ଦୁର୍ଗାପୂଜା କମିଟି ପୁର୍ନଗଠିତ : ସଭାପତି କିଶୋର ରଥ, ସଂପାଦକ ସୁନୀଲ ମହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତୁଳସୀନଗରପଡା ଦୁର୍ଗାପୂଜା କମିଟି ବୈଠକ ସଭାପତି କିଶୋର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ୧୫ତମ ଦୁର୍ଗାପୂଜାକୁ ମହାସମାରୋହରେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଦୁର୍ଗାମଣ୍ଡପର ଅଧୁରା କାର୍ଯ୍ୟ
Read More...