Yearly Archives

2023

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଇଚ୍ଛାପଡା ଆଦିବାସୀ ଭବନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସଭାପତି, ପ୍ରତିନିଧି, କର୍ମକର୍ତ୍ତା ଭାଗ ନେଇ ଆଦିବାସୀଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ
Read More...

ବିନ୍ଦେଶ୍ୱର ପାଠକଙ୍କ ସ୍ମୃତିରେ

ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ସମାରୋହ ଚାଲିଥିବା ସମୟରେ, ଏକ ଦୁଃଖଦ ଖବର ଆମକୁ ମିଳିଲା । ବିନ୍ଦେଶ୍ୱର ପାଠକ ଆଉ ଆମ ଗହଣରେ ନାହାନ୍ତି, ଏକଥାକୁ ବିଶ୍ୱାସ କରିବା ସହଜ ନଥିଲା । ସହଜ, ସରଳ, ବିନମ୍ର ବ୍ୟକ୍ତିତ୍ୱର ଅଧିକାରୀ, ସୁଲଭ ଇଣ୍ଟରନେସନାଲର ପ୍ରତିଷ୍ଠାତା
Read More...

ଅଧିକାର ହାସଲ ପାଇଁ ବଲାଙ୍ଗିର ଆଦିବାସୀ କର୍ମଚାରୀ ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋଁଣ୍ଡୱାନା ଭବାନଠାରେ ପୌରାଞ୍ଚଳ ଆଦିବାସୀ ସମାଜର ବରିଷ୍ଠ ସମାଜସେବୀ ଦଇତ ଧରୁଆଙ୍କ ସଭାପତିତ୍ୱରେ ଏକ ବୌଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୌରାଞ୍ଚଳର ଆଦିବାସୀ ବୁଦ୍ଧିଜୀବୀ, ଶୁଭେଚ୍ଛୁ ବହୁ ସଂଖ୍ୟାରେ ଯୋଗ ଦେଇ ଆଦିବାସୀଙ୍କ ବିଭିନ୍ନ
Read More...

ମାଗଣାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିମିନିଭାଟିପଡା ସ୍ଥିତ ଶାସ୍ତ୍ରୀ କ୍ଲବଠାରେ ନାରୀ ଶକ୍ତି ସଂଗଠନ ବଲାଙ୍ଗିର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ୧୦୨ ଜଣଙ୍କର ପରୀକ୍ଷା ସମ୍ପର୍ଣ୍ଣ କରାଯାଇ ୩୦-୩୨ ଜଣଙ୍କ ମାଗଣାରେ
Read More...

ମହିଳାଙ୍କୁ ଦଳି ଦେଲା ଦନ୍ତାହାତୀ

ଦେଓଗାଁ, (ମନୀଷ କୁମାର ସାହୁ) : ଜଣେ ବୃଦ୍ଧା ଜଙ୍ଗଲକୁ ଶାଳ କାଠି ଭାଙ୍ଗିବାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ତେବେ ବଲାଙ୍ଗିର ବନାଞ୍ଚଳ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନର ଉପରଝର-ଆଠଗାଁ ରାସ୍ତା ଉପରେ ଥିବା
Read More...

ସେପ୍ଟେମ୍ବର ୩ ତାରିଖରେ ଟିଟିଲାଗଡ ଡିଏନ୍ ରିସର୍ଟଠାରେ ଆୟୋଜିତ ହେବ ନିଶୁଳ୍କ କର୍କଟ ଚିହ୍ନଟ ପରୀକ୍ଷଣ ଶିବିର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା, ମାରୱାଡ଼ି ଯୁବା ମଞ୍ଚ ପ୍ରଗତି ଶାଖା ନୟା ରାୟପୁର ବାଲକୋ ମେଡିକାଲ ସେଣ୍ଟରର ସହଭାଗିତାରେ ଆସନ୍ତା ମାସ (ସେପ୍ଟେମ୍ବର) ୩ ତରିଖରେ ସ୍ଥାନୀୟ ଡିଏନ୍ ରିସର୍ଟଠାରେ ଏକ ନିଶୁଳ୍କ କର୍କଟ ରୋଗ ଚିହ୍ନଟ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଦିବସ ଅବସରରେ ସ୍ମୃତିଚାରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆଜି ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏକ ଆନୁଷ୍ଠାନିକ ସ୍ମୃତିସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ
Read More...

ବାଦିଚକା ଗାଁର ୧୫ ବର୍ଷୀୟ ନାବାଳକ ପୁଅ ନିଖୋଜ : ମିଳୁନି ପତ୍ତା, ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଣ୍ଡାବୁଟୁଲା ପଞ୍ଚାୟତ ବାଦିଚକା ଗାଁର ଜଣେ ୧୫ ବର୍ଷୀୟ ନାବାଳକ ପୁଅ ମୋହନ ନାଗ ନିଖୋଜ ହେବା ପରେ ଆଉ ତାଙ୍କ ମିଳୁନି ପତ୍ତା ମିଳୁନଥିବାରୁ ଆଜି ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ସୂଚନା
Read More...

ସ୍କୁଲ ଭିତରୁ ଶିକ୍ଷକଙ୍କ ବାଇକ ଡିକିରୁ ୨୨ହଜାର ୫ ଶହ ଟଙ୍କା ଲୁଟି ନେଲେ ଲୁଟେରା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରୁ ମାତ୍ର ୩୦ ମିଟର ଦୂର ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡାର ଶିକ୍ଷକଙ୍କ ଗାଡିର ଡିକି ଖୋଲି ଟଙ୍କା ଲୁଟିନେଲେ ଲୁଟେରା । ଶିକ୍ଷକ ସୁକାନ୍ତ ମନ୍ତ୍ରୀ ବଙ୍ଗୋମୁଣ୍ଡା ଏସ୍‌ବିଆଇ ବ୍ୟାଙ୍କରୁ
Read More...

ଭାରତର ଅର୍ଥ ବ୍ୟବସ୍ଥା ଏହି ଚ୍ୟାଲେଞ୍ଜିଂ ସମୟରେ ଆଶାର କିରଣ ଭାବେ ଚମକିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଭାରତ ପାଇଁ ଆଶାବାଦୀ ହେବାର କାରଣ ସମ୍ପର୍କରେ ମନିକଣ୍ଟ୍ରୋଲ ୱେବସାଇଟ୍ ଦ୍ୱାରା ପ୍ରବନ୍ଧ ଏବଂ ଇନଫୋଗ୍ରାଫିକ୍ସ ସଂଗ୍ରହ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥନୀତିର ଦୃଢ଼ ଅଭିବୃଦ୍ଧି ଏବଂ ସ୍ଥିରତାକୁ ଦୋହରାଇଥିଲେ ।ପ୍ରଧାନମନ୍ତ୍ରୀ
Read More...