Yearly Archives

2023

କପସିପାଲି ଗ୍ରାମରୁ ମାଙ୍କଡକୁ ଉଦ୍ଧାର କଲା ହରିଶଙ୍କର ରେଞ୍ଜ ବନ ବିଭାଗ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ଓଡିଆପାଲି ପଞ୍ଚାୟତର କପସିପାଲି ଗ୍ରାମରୁ ଏକ ମାଙ୍କଡକୁ ସଫଳତାର ସହ ଉଦ୍ଧାର କରିଛି ହରିଶଙ୍କର ରେଞ୍ଜ ବନ ବିଭାଗ । ମାଙ୍କଡକୁ ଜଣେ ଗ୍ରାମବାସୀ ବେଆଇନ ଭାବେ ରଖିଥିବା ବେଳେ ଗୋପନୀୟ ସୂତ୍ରରୁ ସୂଚନା ପାଇବା ପରେ ବନ
Read More...

ବ୍ଲକସ୍ତରୀୟ ସାମାଜିକ ସମୀକ୍ଷାର ଜନଶୁଣାଣି, କେସ ରେକର୍ଡ ସହ ସୂଚନା ଫଳକ ନଥିବା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରଶାସନ ତରଫରୁ କୌଣସି ପ୍ରଚାର ପ୍ରସାର ଠିକ୍‌ ଭାବରେ ହୋଇ ନଥିବା ଯୋଗୁଁ କାଁ ଭାଁ ଶ୍ରମିକମାନେ
Read More...

ପୁରୁଣା ୱାରେଣ୍ଟି ମାମଲାରେ ୨ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ପୋଲିସ ଗୁରୁବାର ଦୀନ ୨ ଜଣଙ୍କୁ ପୁରୁଣା ୱାରେଣ୍ଟି ମାମଲାରେ ଜଡିତ ଥିବା ଅଭିଯୋଗରେ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ଖବର ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୁନୁ କଠାର (୪୩) ଓ ବୈଶାଖୁ କଠାର (୪୩) ଘର
Read More...

ହମିରପୁର ଉନ୍ନୟନ ପରିଷଦର ୪ର୍ଥ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ଚତୁର୍ଥ ବାର୍ଷିକୋତ୍ସବ ସ୍ଥାନୀୟ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ନିରଞ୍ଜନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିସିବି
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ଗତ ରାତିରେ ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ଚୋରି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ରାତିରେ ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ଚୋରି ହୋଇଥିବା ନେଇ ପାଇକମାଲ ଥାନାରେ ଅଭିଯୋଗ କରାଯାଇଛି । ମୁଖ୍ୟ ମନ୍ଦିରର ପ୍ରସ୍ଥାନ ଦ୍ଵାର ଭାଙ୍ଗି ମନ୍ଦିର ଭିତରକୁ ପସି ବଡ଼ ଦାନବାକ୍ସ ଫାଡି ଟଙ୍କା ନେଇଥିବା ବେଳେ ଆଉ ଦୁଇଟି ଦାନବାକ୍ସ ଚୋରି କରି
Read More...

ଦେଶୀଆ ଭାଷାରେ ଚନ୍ଦ୍ରୟାନ-୩ର ଗୀତ

କୋଷାଗୁମୁଡା, (ଜଗନ୍ନାଥ ବିଷୋୟୀ) : କୋରାପୁଟିଆ ଦେଶୀଆ ଭାଷାରେ ଆଲବମ୍ ଗୀତ କରି ଚର୍ଚ୍ଚାରେ ରୁହନ୍ତି ନବରଙ୍ଗପୁରର ଯୁବକ ବିଶ୍ଵନାଥ । ଏବେ ତାଙ୍କ ଦ୍ଵାରା ନିର୍ମିତ ଦେଶୀଆ ଭାଷାର ଚନ୍ଦ୍ରୟାନ-୩ ଗୀତକୁ ନେଇ ଚର୍ଚ୍ଚା । ମିଶନ ଚନ୍ଦ୍ରୟାନ-୩ର ସଫଳତା ପରେ ଏବେ ତାଙ୍କ ଦ୍ୱାରା ନିର୍ମିତ
Read More...

ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର ଓଡିଶାରେ କମିଛି

କଟକ : ୨୦୨୨ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣାରେ ଓଡିଶାରେ କମିଛି । ସଡକ ଦୁର୍ଘଟଣା ୭.୫୬% ହ୍ରାସ ପାଇଥିବା ବେଳେ ମୃତ୍ୟୁହାର ୬.୨୪% ହ୍ରାସ ପାଇଛି । ରାଜ୍ୟ ଦ୍ୱିତୀୟ ତ୍ରୈମାସିକରେ ୨୮୯୭ ସଡ଼କ ଦୁର୍ଘଟଣା ରେକର୍ଡ କରିଛି ଯେଉଁଥିରେ ୧୩୯୭
Read More...

ବିଭିନ୍ନ ଦାବୀ ନେଇ ଲୋଇସିଂହା ବ୍ଲକ ଯୋଗାଣ ସହାୟକ ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସକାଶେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ପ୍ରତି ପଞ୍ଚାୟତରେ ଯୋଗାଣ ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ପଦବୀରେ ସ୍ନାତକ ଡିଗ୍ରିଧାରୀ ଯୁବକ ଯୁବତୀଙ୍କୁ
Read More...

ରାଜ୍ୟସ୍ତରୀୟ ଗଙ୍ଗାଧର ଜୟନ୍ତୀ ଅବସରରେ ସଙ୍ଗୀତ ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୩୧ ତାରିଖ ଶ୍ରାବଣ ପୂର୍ଣ୍ଣିମା ଦିନ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବରପାଲି ଗଙ୍ଗାଧର ମେହେର କ୍ଲବର ମିଳିତ ଆନୁକୂଲ୍ୟରେ ପାଳିତ ହେବ । ଏହି ଅବସରରେ ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଗୁରବାର ଗଙ୍ଗାଧର
Read More...