Yearly Archives

2023

ଲୋକଙ୍କ ସମସ୍ୟା ବୁଝିଲେ ଚାଉଲଶୁଖା ପଞ୍ଚାୟତ ସମିତି ସଭ୍ୟ

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲାର ଆଦିବାସୀ ବହୁଳ, ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଚାଉଲଶୁଖା ପଞ୍ଚାୟତର ସମିତି ସଭ୍ୟ ଗିରିରାଜ ସିଂ ମାଝୀ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ପଞ୍ଚାୟତର
Read More...

ଗୋରୁ ମକା ଚାଷ ଖାଇ ଦେବାରୁ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା : ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ଅଭିଯୁକ୍ତ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ାରେ ଜଣେ ଗାଈ ଚରାଳିଙ୍କୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ନେଇ ଥାନାରେ
Read More...

ଯୋଗାଣ ସହାୟକଙ୍କ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କ ଜରିଆରେ ଖାଦ୍ୟ ଓ ଯୋଗାଣ ବିଭାଗକୁ ଦାବୀପତ୍ର

ବେଲପଡା, (ଭୋଜରାଜ ଦଣ୍ଡସେନା) : ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ଗରିବ ହିତାଧିକାରୀମାନଙ୍କୁ ଚାଉଳ ଯୋଗାଇ ଦେଉଥିବା ବେଳେ ଯୋଗାଣ ସହାୟକମାନେ ଠିକ୍ ସମୟରେ ଲୋକଙ୍କ ପାଖକୁ ଚାଉଳ, ଗହମ ଯୋଗାଇ ଦେଉଛନ୍ତି । ବିକଳାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କୁ ଘର ଘର ଯାଇ
Read More...

ମହାନଗର ନିଗମରେ ଅନ୍ତର୍ଭୁକ୍ତ କରିବା ସହ ମୌଳିକ ସୁବିଧା ପ୍ରଦାନ କରିବା ଦାବୀରେ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀର ଅନେକଗୁଡ଼ିଏ ବସ୍ତି ଆଜକୁ ଅନେକ ବର୍ଷ ଧରି ନାନାଦି ସମସ୍ୟାରେ ଜର୍ଜରିତ । କେତେକ ବସ୍ତିରେ ସାମାନ୍ୟ ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ । ଅନେକ ବସ୍ତିରେ ବିଜୁଳି ଆଲୁଅ, ପାଣି ସୁବିଧା ନ ଥିବା ବେଳେ ଅନେକ ବସ୍ତି
Read More...

ନୃସିଂହନାଥ ପୀଠରେ ସାମ୍ବାଦିକ ଭବନ ପାଇଁ ଭୂମିପୂଜନ କଲେ ବିଧାୟିକା ବର୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବିନ୍ଧ୍ୟବାସିନୀ ଯାତ୍ରୀନିବାସ ସଭାଗୃହଠାରେ ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ଏକ ବୈଠକ ସହ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର
Read More...

ନୃସିଂହନାଥ ମନ୍ଦିରରୁ ଚୋରି ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ସହ ମନ୍ଦିରର ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ଗ୍ରହଣ…

ପଦ୍ମପୁର, (ନିରେଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରର ମୁଖ୍ୟ ଦ୍ବାର ଭାଙ୍ଗି ମନ୍ଦିର ଭିତରକୁ ଚୋର ମାନେ ପ୍ରବେଶ କରି ମହାପ୍ରଭୁଙ୍କ ସାମନାରେ ଥିବା ହୁଣ୍ତୀ ଭାଙ୍ଗି ୨ ଲକ୍ଷରୁ ଅଧିକ ଟଙ୍କା ଚୋରି କରି ନେବା ଘଟଣା ସାରା ପଶ୍ଚିମ ଓଡିଶାରେ
Read More...

ଜୁଆ ଖେଳର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ନଦେବାକୁ ଗଣମାଧ୍ୟମ ସଂସ୍ଥାକୁ ପରାମର୍ଶ ଦେଲା ସୂଚନା ଓ ପ୍ରସାରଣ…

• ଜୁଆ/ ବେଟିଂ ବିଜ୍ଞାପନରେ କଳା ଧନ ବିନିଯୋଗ ହୋଇଥାଇପାରେ• ପ୍ରମୁଖ କ୍ରୀଡ଼ା ସମାରୋହରେ ଏଭଳି ବିଜ୍ଞାପନ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି• ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ
Read More...

ବିଦ୍ୟୁତ୍‌ ଆଘାତରୁ ଅଳ୍ପକେ ବର୍ତିଲେ ବାପା ମାଆ ଛେଉଣ୍ଡ ନାବାଳକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ୱାର୍ଡ ନଂ. ୧୪ ଆଶ୍ରମପଡ଼ାର ଜଣେ ୧୦ ବର୍ଷର ବଙ୍କଳ ଫରେଷ୍ଟ ରେଂଜ ଅଫିସ ନିକଟରେ ଥିବା ଏକ ଲୁହା ଇଲେକ୍ଟ୍ରିକ ଖୁଂଟରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ଖୁଂଟରେ ଲାଗି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଏହି ଘଟଣା ବେଳେ
Read More...

ସିଲେଟକାନୀରେ ଗ୍ରାମ୍ୟ ଗଣ୍ଡଗୋଳ, ରାସ୍ତା ଉପରେ କାନ୍ଥଦେଇ ଗୋଟିଏ ପରିବାରକୁ ବାସନ୍ଦ : ବିବାଦ ବଢାଉଛି ପୋଲିସର ଭୂମିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତର ସିଲେଟକାନୀ ଗାଁରେ ଗ୍ରାମ୍ୟ ଗଣ୍ଡଗୋଳକୁ ନେଇ ରାସ୍ତା ଉପରେ ଇଟାବାଡ ଦେଇ ଗୋଟିଏ ପରିବାରକୁ ବାସନ୍ଦ କରାଯାଇଥିବା ଭଳି ଅଭିଯୋଗ ଆସିଛି । ଜିତେନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ପରିବାରକୁ
Read More...

ଖୁଜେନପାଲିରେ ସରକାରୀ ଜମି କେଳେଙ୍କାରୀ ମାମଲା : ଧରାପଡିଲେ ୨୫ ଜମି ବ୍ୟବସାୟୀ, ସରକାରୀ ଖାତାକୁ ଫେରିବ ୬୫ ଏକର ଜମି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚଞ୍ଚକତା କରି ସରକାରୀ ଜମିହଡପ କରି ପରେ ତାକୁ ପ୍ଲଟିଂ କରି ବ୍ରିକ୍ରି କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ବଲାଙ୍ଗିର ତହସିଲର ବଲାଙ୍ଗିର ସହରକୁ ଲାଗି ରହିଥିବା ଖୁଜେନପାଲି ମୌଜାର
Read More...