Yearly Archives

2023

ଓଏସ୍‌ଏପି ଚତୁର୍ଥ ବାଟାଲିୟନ କ୍ୟାମ୍ପସରେ ଇନର ହୁଇଲ ରିଭରସାଇଡ ଦ୍ୱାରା ରକ୍ଷାବନ୍ଧନ ପର୍ବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରକ୍ଷାବନ୍ଧନ ଆମ ଦେଶ ଓ ଜାତିର ଏକ ପବିତ୍ର ପର୍ବ । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ରକ୍ଷାକବଚର ପ୍ରତିଶ୍ରୁତି ପାଇଥାଏ । ଓଏସଏପି - ଓଡ଼ିଶାର ସ୍ଵତନ୍ତ୍ର ସଶସ୍ତ୍ର ଆରକ୍ଷୀ ବାହିନୀର ଅଧିକାରୀ ଓ ଜବାନ ଭାଇମାନେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଦାୟିତ୍ୱ
Read More...

ଧବଳେଶ୍ଵର ଶୈବ ପୀଠ ପରିଦର୍ଶନ କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ

ମ.ରାମପୁର, (ହେମନ୍ତ ସାହୁ) : ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର ରାମପୁର ବ୍ଲକ ମୋହନଗିରି ସ୍ଥିତ ଷଷ୍ଠ ଶତାବ୍ଦୀର ଐତିହାସିକ ଧବଳେଶ୍ଵର ଶୈବପୀଠ ପରିଦର୍ଶନ କରିଥିଲେ । ତାଙ୍କ ସହିତ ଶିକ୍ଷାବିତ ଡ଼ଃ ଅଜୟ
Read More...

କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଗଙ୍ଗାଧର ସାହିତ୍ୟରେ ସବୁ ବିଭବ ରହିଛି ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପ୍ରାକ ସୁବର୍ଣ୍ଣ ଜୟନ୍ତୀ କ୍ରମରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସହ ପ୍ରାକ୍ ସୁବର୍ଣ୍ଣ ଜୟନ୍ତୀ ବର୍ଷ ସ୍ଥାନୀୟ ସରସ୍ଵତୀ
Read More...

ଗଞ୍ଜାମ ଜିଲ୍ଲା ପ୍ରଶାସନର ବିହିତ ପଦକ୍ଷେପ ଯୋଗୁଁ ବାସନ୍ଦ ମୁକ୍ତ ହେଲେ ପରିବାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଭଳି ପ୍ରଥା ସ୍ୱାଭାବିକ ଭାବେ ଚାଲିଛି । ଯେଉଁ ବିଷୟରେ ବ୍ୟକ୍ତି ଓ ପରିବାରକୁ ନେଇ ଆସିଥିବା ସମସ୍ୟା ପ୍ରଶାସନର ଦ୍ୱାରସ୍ଥ ହେଲେ କିମ୍ବା ଲୋକ-ଲୋଚନକୁ ଆସିଲେ ଏବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଶେଷ ଧ୍ୟାନ
Read More...

ଜାତୀୟ କ୍ରୀଡା ଦିବସ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରଠାରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଯାଇଛି । ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏକ ସଭା ଆୟୋଜିତ ହୋଇଥିଲା । ବୈଠକରେ ଜାତୀୟ
Read More...

ଦାବଯୋରୀକୁ ନୂତନ ପଞ୍ଚାୟତରେ ସାମିଲ କରିବା ପାଇଁ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ପଞ୍ଚାୟତର ଦାବଯୋରୀ ଗାଁକୁ ନୂତନ ପଞ୍ଚାୟତ ଗଠନରେ ସାମିଲ କରିବା ପାଇଁ ଦାବୀ ହୋଇଛି । ଏନେଇ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ
Read More...

ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ କାର୍ୟ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷାବନ୍ଧନ ଓ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ଶ୍ୟାମସୁନ୍ଦର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଶ୍ରୀ ରଞ୍ଜିତା ମିଶ୍ର
Read More...

ସମ୍ବିଧାନ ବିରୋଧୀ ମନ୍ତ୍ୟବ୍ୟକୁ ନିନ୍ଦା କରି ପ୍ରତିବାଦ ଜଣାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ଭାରତର ପ୍ରଧାନମନ୍ତ୍ରୀଙ୍କର ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ଭାରତୀୟ ସମ୍ବିଧାନକୁ ପୁରୁଣା କହି ନୂତନ ସମ୍ବିଧାନର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ଦେଉଥିବାରୁ ପ୍ରତିବାଦ ଜଣାଇ ବହୁଜନ ସମାଜ ପାର୍ଟି ବରଗଡ ଜିଲ୍ଲା କମିଟି ତରଫରୁ
Read More...

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମେହେର ଜୟନ୍ତୀ ସହ ରକ୍ଷା ବନ୍ଧନ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମେହେର ଜୟନ୍ତୀ ସହ ରକ୍ଷା ବନ୍ଧନ ଉତ୍ସବ ବୁଧବାର ପାଳିତ ହୋଇ ଯାଇଛି । ସ୍କୁଲ ପରିସରରେ ଅନୁଷ୍ଠିତ ଏକ ସଭାରେ ଛାତ୍ରୀ ପ୍ରିୟାରାଣୀ, ରୀତା କାରେ, ଆଫ୍ରିନ ବନୋ ଓ ସୁଦ୍ଧାଞ୍ଜଳୀ ଭୋଇ ପ୍ରମୁଖ
Read More...

କର୍ମଭୂମିରେ ସ୍ୱଭାବ କବି ଗଙ୍ଗାଧରଙ୍କ ୧୬୧ତମ ଜନ୍ମୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକୃତି ଯାହାଙ୍କ କଲମର ମୂଳାଧାର, ସ୍ୱାଭବରେ ଯାହାଙ୍କର ସାହିତ୍ୟ, ରୀତି ସାହିତ୍ୟ ଏବଂ ଆଧୁନିକ ସାହିତ୍ୟ ପାଇଁ ଯିଏ ପାଲଟି ଥିଲେ ଏକ ସୁବର୍ଣ ସେତୁ ବନ୍ଧ । ଯାହାଙ୍କ କଲମ ମୁନରୁ ରଚନା ହୋଇଛି କେତେ ଯେ କାଳଜୟୀ କାବ୍ୟ କବିତା । ଜନ୍ମ ଭୂମି ସହ ନିଜର
Read More...