Yearly Archives

2023

ଅଲେଖ ମହିମା ସାଧୁସନ୍ଥ ଧର୍ମାବଲମ୍ବୀଙ୍କ ସ୍ୱତନ୍ତ୍ର ନୂଆଁଖାଇ ଅନୁଷ୍ଠିତ

ନୁଆପଡା, (ନିରାକାର ମେହେର) : ଭାଦ୍ରବ ମାସ ପଂଚମୀ ତିଥିରେ ପଶ୍ଚିମ ଓଡିଶାବାସୀଙ୍କ ନୂଆଁଖାଇ ଅନୁଷ୍ଠିତ ହୋଇଥାଏ । ହେଲେ ଏହି ଅଂଚଳରେ ରହୁଥିବା ମହିମା ଧର୍ମାବଲମ୍ବୀମାନଙ୍କର ଶ୍ରାବଣ ମାସ ପୂର୍ଣ୍ଣିମାରେ ନୂଆଁଖାଇଥାନ୍ତୀି । ଯଦି ନୂଆଁଖାଇର ପରମ୍ପରା ସମାନ ରହୁଥିଲେ ହେଁ ମହିମା
Read More...

ସାରସ୍ୱତ ସମିତିର ଗୃହ ନିର୍ମାଣ ପାଇଁ ଶୁଭାରମ୍ଭ

ନୁଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ସିନାପାଲି ବ୍ଲକର ସାହିତ୍ୟ ଅନୁଷ୍ଠାନ ଗଂଗାଧର ସାରସ୍ୱତ ସମିତିର ନୂତନ ଗୃହ ନର୍ମାଣ ପାଇଁ ଭୂମିପୂଜନର ଶୁଭାରମ୍ଭ ହୋଇଛି । ଆୟୋଜିତ ସ୍ୱଭାବ କବି ଗଂଗାଧର ମେହେରଙ୍କ ଭବ୍ୟ ଜୟନ୍ତୀ ସମାବେଶରେ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ
Read More...

ନିତ୍ୟ ଦୁର୍ଘଟଣାରେ ଅତିଷ୍ଟ ତାଳଚେର ସଡ଼କ ସୁରକ୍ଷା ପରିଷଦର ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ନିମନ୍ତେ…

ତାଳଚେର (ଆର୍ତ୍ତତ୍ରାଣ ପାଣି ) : ତାଳଚେର ୧୪୯ ନଂ ଜାତୀୟ ରାଜପଥ ବାଙ୍କଧରାଠାରୁ ବଂଅରପାଳ ପର୍ଯ୍ୟନ୍ତ ପ୍ରାୟ ଦଶ ହଜାର କୋଇଲା ବୋଝେଇ ଟ୍ରକ ଏବଂ ଜନସାଧାରଣ ସେଇ ଗୋଟିଏ ରାସ୍ତାରେ ଯାତାୟାତ କରୁଥିବାରୁ ସଡ଼କ ଦୁର୍ଘଟଣା ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇସାରିଛି । ଯଦିଓ ଏହା ସ୍ଥାନୀୟ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଦିତ୍ୟ ଏଲ-୧ ମିଶନ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଆଦିତ୍ୟ ଏଲ୍-୧ ମିଶନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଏଥିରେ ଡ଼ଃ ବାଞ୍ଛାନିଧି ପଣ୍ଡା (ବିଦ୍ୟା ଭାରତୀ ବିଦ୍ୱତ ପରିଷଦ କ୍ଷତ୍ରୀୟ ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଦିତ୍ୟ ଏଲ୍-୧ ବିଷୟରେ
Read More...

ଗଙ୍ଗାଧର ଜୟନ୍ତୀ ପାଳନ ଓ ବ୍ଲକସ୍ତରୀୟ ବିଜ୍ଞାନ ନାଟକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ଅବସର ପାଇଁ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସୁରେନ୍ଦ୍ର କୁମାର ଭୋଇ ସଭା
Read More...

ଶିକ୍ଷାଧିକାରୀଙ୍କ ଦ୍ୱାରା ଡ୍ରପ ଆଉଟ ଛାତ୍ରଙ୍କର ଗୃହ ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନିଶାମଣି ଉଚ୍ଚ ବିଦ୍ୟାଳୟର ଅଧାରୁ ପାଠ ଛାଡିଥିବା ଜଣେ ଛାତ୍ର ଭରତ ମାଝୀ ବିଦ୍ୟାଳୟରେ ଦୀର୍ଘ ଦିନ ଅନୁପସ୍ଥିତ ରହି ଅଧାରୁ ପାଠ ଛାଡି ଦେଇ ଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ଼
Read More...

ବଲାଙ୍ଗିର ଜିଲ୍ଲାର ସମସ୍ତ ଉଦ୍ୟାନ କୃଷି ଅଧିକାରୀ ସମୂହ ଛୁଟି ନେଇ ୬ ଦଫା ଦାବୀ ସହ ଆନ୍ଦୋଳନକୁ ଓହ୍ଲାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଉଦ୍ୟାନ କୃଷି ଅଧିକାରୀ ସେବା ସଂଘ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ । ବଲାଙ୍ଗିର ଜିଲ୍ଲା ଉଦ୍ୟାନ ବିଭାଗ ତଥା କୃଷି ବିଭାଗର ଅଧିକାରୀ ସମୂହ ଗତ ୩୧ ତାରିଖ ଦିନଠାରୁ ସମୂହ ଛୁଟି ନେଇ ଶୀତଳ ଭଣ୍ଡାର ନିକଟସ୍ଥ ଜିଳ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ
Read More...

ଟିଟିଲାଗଡ ନିକଟସ୍ଥ ସିଆଲ ଯୁଡୁଙ୍ଗି ଗ୍ରାମରେ ଡ୍ରେଗନ୍ ଫଳ ଚାଷ କରି ସଫଳତା ହାସଲ କଲେ ଦୁର୍ଯ୍ୟୋଧନ ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ବଜାରରେ ନୂତନ ଫଳ ତଥା ନୂଆ ନୂଆ ପନିପରିବା ଚାଷୀ ଉତ୍ପାଦନ କରି ବଜାରରେ ବିକ୍ରି କରିବା ସହ ନିଜେ ରୋଜଗାରକ୍ଷମ ହୋଇ ପାରୁଛନ୍ତି । ସେମିତି ବି ଇଛା ଶକ୍ତି ଓ ପରିଶ୍ରମ ବଳରେ ସବୁ କିଛି ସମ୍ଭବ ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି
Read More...

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ମନୀଷ ଦେଶାଇ

ଦିଲ୍ଲୀ, (ପିଆଇବି) : ମନୀଷ ଦେଶାଇ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପଦବୀରୁ ରାଜେଶ ମାଲହୋତ୍ରାଙ୍କ ଅବସର ପରେ ଶ୍ରୀ ଦେଶାଇ ଦାୟିତ୍ୱ ନେଇଛନ୍ତି । ମନୀଷ ଦେଶାଇ ହେଉଛନ୍ତି ୧୯୮୯ ବ୍ୟାଚ୍ର ଭାରତୀୟ ସୂଚନା ସେବା
Read More...

ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀମତୀ ଜୟା ବର୍ମା…

ଭାରତୀୟ ରେଳର ଏହି ଶୀର୍ଷ ପଦରେ ନିଯୁକ୍ତ ହୋଇଥିବା ସେ ପ୍ରଥମ ମହିଳା ଅଟନ୍ତି ଦିଲ୍ଲୀ, (ପିଆଇବି) : ଶ୍ରୀମତୀ ଜୟା ବର୍ମା ସିହ୍ନା ଆଜି ରେଳ ଭବନରେ ରେଲୱେ ବୋର୍ଡ଼ (ରେଳ ମନ୍ତ୍ରଣାଳୟ) ର ନୂଆ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବରେ ଦାୟୀତ୍ବ ଗ୍ରହଣ କରିଛନ୍ତି।
Read More...