ପାଟଣାଗଡ଼ ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ସୁରଥ ନାଗଙ୍କ ବିୟୋଗ
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ଼ ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ସୁରଥ ନାଗଙ୍କ ଗତକାଲି ଆକସ୍ମିକ ଭାବେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହେଉଥିଲା । ତାଙ୍କର ୧୭ ବର୍ଷର ଗୋଟିଏ ପୁଅ ଏବଂ ୧୪ ବର୍ଷର ଗୋଟିଏ ଝିଅ!-->…
Read More...
Read More...