ରୋତ୍ କଲେଜରେ ଜାତୀୟ ଗଣିତ ଦିବସ ପାଳିତ
ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଜି ଆଗଲପୁର (ଡୁଡୁକା) ବ୍ଲକ ଅନ୍ତର୍ଗତ ରୋତ୍ ମହାବିଦ୍ୟାଳୟ ଗଣିତ ବିଭାଗରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ୨୨ ତାରିଖକୁ ମହାନ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଉଦ୍ଦେଶ୍ୟରେ ଜାତୀୟ ଗଣିତ ଦିବସ ରୂପେ ୨୦୧୨!-->…
Read More...
Read More...