Yearly Archives

2023

ଜିଲ୍ଲାସ୍ତରୀୟ ଚତୁର୍ଥ ଆନ୍ତର୍ଜାତିକ ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସ ପାଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ ସଭା ପ୍ରକୋଷ୍ଠରେ ଜିଲ୍ଲାସ୍ତରୀୟ ଚତୁର୍ଥ ଆନ୍ତର୍ଜାତିକ "ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ" ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ରାଣୀପୁର ଝରିଆଲଠାରେ ବିଜେଡିର କର୍ମୀ ସମ୍ମିଳନୀ-୨୦୨୪

ନିର୍ବାଚନରେ ବିଜେଡିର ବିଧାୟକ ଓ ସାଂସଦଙ୍କୁ ବିପୁଳ ସଂଖ୍ୟାରେ ସମର୍ଥନ କରି ବିଜୟୀ କରିବା ପାଇଁ ଆହ୍ୱାନ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ୪ ଗୋଟି ପଞ୍ଚାୟତ ଝରିଆଲ, ଅଲଣ୍ଡା, କଂସିଲ ଓ ମୁଣ୍ଡପଦରର ଯୁବକ ଭାଇମାନଙ୍କୁ ନେଇ ଯୁବ ବିଜୁ ଜନତା ଦଳ
Read More...

ଜେଏସ୍‌ଏମ୍‌ କମର୍ସ ଆଣ୍ଡ ଆର୍ଟ ମହାବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳନ ଉପଲକ୍ଷେ ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷ୍ଣ ଜନ୍ମାଷ୍ଟମୀ ହେଉଛି ବାର୍ଷିକ ହିନ୍ଦୁ ପର୍ବ ଯାହାକି ବିଷ୍ଣୁଙ୍କ ଅଷ୍ଟମ ଅବତାର କୃଷ୍ଣଙ୍କର ଜନ୍ମଦିନ ପାଳନ କରାଯାଇଥାଏ । ଜେଏସ୍‌ଏମ୍‌ କମର୍ସ ଆଣ୍ଡ ଆର୍ଟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଜନ୍ମାଷ୍ଟମୀ ପର୍ବ
Read More...

ବଲାଙ୍ଗିର ପେଲେସ ଲାଇନ୍ ସ୍ଥିତ ଦାସ ଟୁଟୋରିଆଲଠାରେ ପବିତ୍ର ଗୁରୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପେଲେସ ଲାଇନ୍ ସ୍ଥିତ ଦାସ ଟୁଟୋରିଆଲଠାରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟ ଶିକ୍ଷକ ଦୀପକ ଦାସ ଓ ଅନ୍ୟ ଶିକ୍ଷକ ବିକ୍ରମ ସାର୍, ସଂଜୀବ ସାର୍, ସଞ୍ଜୟ ସାର୍, ଲିଙ୍ଗରାଜ ସାର୍, ପୁନେଶ ସାର୍ ଓ ସୁଶାନ୍ତ ସାର୍‌ଙ୍କ
Read More...

ଡେଲାଙ୍ଗରେ ଭଗବାନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ
Read More...

ଗୁରୁ ଶିଷ୍ୟର ଅନ୍ତର୍ନିହିତ ଶକ୍ତିର ବିକାଶ ଘଟାଇ ଥାଏ

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ସହ ଅଜିତ ଦାସ ସ୍ମୃତି ସାରସ୍ଵତ ସମାରୋହ ଅନୁଷ୍ଠିତ ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଗୁରୁଦିବସ ଅବସରରେ ଗୋପବନ୍ଧୁ ପାଠାଗାରରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ସହିତ ଅଜିତ ଦାସ ସ୍ମୃତି ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ
Read More...

ରାଜ୍ୟ କନିଷ୍ଠ, ଉପକନିଷ୍ଠ ଖୋ ଖୋ ପ୍ରତିଯୋଗିତା ଚୟନ ଶିବିର

ଇଚ୍ଛୁକ ଖେଳାଳି ଯୋଗେଯାଗ କରିବା ପାଇଁ ଅନୁରୋଧ କଲା କ୍ରୀଡା ସଂସଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ ବର୍ଗର ଖୋ ଖୋ ପ୍ରତିଯୋଗିତା ହେବାକୁ ଅଛି । ଏହି ପ୍ରତିଯୋଗିତା ପାଇଁ ଆସନ୍ତା ୯ ସେପ୍ଟେମ୍ବର ଦିନ ସଦର ବ୍ଲକ ଅନ୍ତର୍ଗତ ଶିବତଲା ହାଇସ୍କୁଲ କ୍ରୀଡା
Read More...

ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୧୦ ଜଣ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ବନ୍ଧଛକ ବୁଡ଼ାଗୁଡା ରାସ୍ତା ନିକଟରୁ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ଦୁଇଟି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ହାଟପଦା ସାହିର ମାଂସ ବ୍ୟବସାୟୀ ହେମନ୍ତ ଗଣ୍ଡା ଓ ପଣ୍ଡିତ ମାଝୀଙ୍କୁ ଉଠାଇ
Read More...

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍ ଦେବା ନାହିଁ

ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି । ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ
Read More...

ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ (ବିଇଏସଏସ)ର ବିକାଶ ପାଇଁ ସାଧନଯୋଗ୍ୟ ଶୂନ୍ୟସ୍ଥାନ ପାଣ୍ଠି ନାମକ ଯୋଜନାକୁ…

● ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦେଶକୁ ସକ୍ରିୟ କରିବା ପାଇଁ ବିଇଏସ୍ଏସ୍ ଯୋଜନା ଶୁଭାରମ୍ଭ କଲେ ସରକାର● ଏହି ଯୋଜନା ଅଧୀନରେ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ୨୦୩୦-୩୧ ସୁଦ୍ଧା ସମୁଦାୟ ୪,୦୦୦ ମେଗାଓ୍ଵାଟ-ଘଣ୍ଟାର ବିଇଏସ୍ଏସ୍ ପ୍ରକଳ୍ପ ବିକଶିତ କରାଯିବ● ଏହି ଯୋଜନା ବିତରଣ କମ୍ପାନୀ ଏବଂ
Read More...