Yearly Archives

2023

ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଲେ ଛାତ୍ରଛାତ୍ରୀ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତର ସର୍ଗିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଚିରାଙ୍ଗୁଳଙ୍କୁ ଛାତ୍ରଛାତ୍ରୀ ଓ ଅଭିଭାବକ ମିଶି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
Read More...

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଫାର୍ଷ୍ଟଏଡ୍‌ ଇନ୍‌ ଡିଜିଟାଲ ସ୍କିଲ ଥିମ୍ ଅନୁସାରେ ଆଜି ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ।
Read More...

ଲୋଇସିଂହାରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ହୀରାପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ସଂଯୋଜକ ଅଶୋକ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ବଲାଙ୍ଗିର ପୋଲିସକୁ ମିଳିଲା ସଫଳତା : ବିପୁଳ ପରିମାଣର ଗଞ୍ଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଗଦା ଗଦା ଗଂଜେଇ ଚୋରାଚାଲାଣ ଧରିବାରେ ସଫଳତା ମିଳିଛି ବଲାଙ୍ଗିର ପୋଲିସକୁ । ଆଜି ପୂର୍ବାହ୍ନରେ କଂଟାମାଲରୁ ରାୟପୁରକୁ ଗଂଜେଇ ଚୋରା ଚାଲାଣ ହେଉଥିଲା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ବଲାଙ୍ଗିର ଏସ୍‌ପି ରିଷିକେଶ୍‌ ଖିଲାରୀଙ୍କ
Read More...

କ୍ରାଇମ୍‌ କେପିଟାଲ୍‌ରେ ପରିଣତ ହେଲାଣି ବଲାଙ୍ଗିର : କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କ୍ରାଇମ୍‌ କେପିଟାଲ୍‌ରେ ପରିଣତ ହେଲାଣି । ରାଜନୀତିକ ସମର୍ଥନ ପାଇ କ୍ରିମାନାଲ୍‌ମାନେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ସାରା ଓଡ଼ିଶାରେ ଆଜି ବଲାଙ୍ଗିର ମାଟିକୁ ନିନ୍ଦିତ ହେବାକୁ ପଡ଼ୁଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ସାମ୍ବାଦିକ
Read More...

ଭିଜଲାନ୍ସ ଜାଲରେ ପଂଚାୟତ ଗ୍ରାମ ରୋଜଗାର ସେବକ

ନୂଆପଡା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆରଏସ୍) । ଜମି ମରାମତି କାମର ମନରେଗା ପାଉଣା ମାଷ୍ଟର ରୋଲ ଜେନେରେଟ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜଲାନ୍ସ ଜାଲରେ ଫସିଗଲେ । ଏବେ
Read More...

କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରଥି ମେହେରଙ୍କ ସଭାପତିତ୍ୱରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି
Read More...

ଆସନ୍ତା ୧୦ ତାରିଖରେ ମଞ୍ଚସ୍ଥ ହେବ “ଭୁଲ୍‌ ତୋର, ଭୋଗୁଛି ମୁଁ” ନାଟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବ୍ଲକ ପୋଡ଼ପଦାର ଗ୍ରାମ କପିଳେଶ୍ଵର ନାଟ୍ୟ ସଂସଦ ତରଫରୁ ଶ୍ରାବଣ ମାସ ରୁଦ୍ରାଭିଷେକ ଓ ଜନ୍ମାଷ୍ଟମୀ ଉପଲକ୍ଷେ ଭାଦ୍ରବ ମାସ ୧୦ ତାରିଖ ରବିବାର ରାତ୍ର ୧୦ ଘାଣ୍ଟିକ ସମୟରେ ବାବା କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନିଦ୍ଦେଶକ ଗୁରୁପଦ୍ମ ଉପାଧିରେ
Read More...

ନୂଆଁଖାଇ ପାଇଁ କୋଶଲୀ ସର୍ଟ ଫିଲ୍ମ “କୁରେ ପତର”ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପାଇଁ କୋଶଲୀ ସର୍ଟ ଫିଲ୍ମ "କୁରେ ପତର" ବଲାଂଗୀର ଲାଲ୍‌ଟିକ୍ରାଠାରେ ଶୁଭାରମ୍ଭ ହୋଇଯାଇଛି । ଆଜିକାଲି ନୂଆଁଖାଇରେ ଅନେକ ଆମର ପରମ୍ପରା ସଂସ୍କୃତିକୁ ଭୁଲି ଯାଇ କୁରେ ପତରରେ ଖାଇବା ବଦଳରେ ସିଲଭର ଖଲି ଦନା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।
Read More...

ବାଲିଗୁଡ଼ା ଏନ୍ଏସିରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରବାସୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପଗୁଡିକୁ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଶୁଭ ଉଦ୍‌ଘାଟନ କରିଛନ୍ତି । ପ୍ରଥମେ ବାଲିଗୁଡ଼ାର ୫୯ ନଂ
Read More...